ଭଡା ଘରେ କଷ୍ଟରେ ରହୁଥିଲେ ବାପା-ମା, ୮ ବର୍ଷ ବୟସରେ ରୋଜଗାର କରିଲେ ଓ ବାପା ମାଙ୍କ ପାଇଁ କିଣିଦେଲେ ୪୫ ଲକ୍ଷ ଟଙ୍କାର ଘର

0
Advertisement


ଟେଲିଭିଜନ ଧାରାବାହିକ “କୁଲଫି କୁମାର ବାଜେବଲ ” ରେ କୁଲଫି ଭୂମିକା ରେ ଅଭିନୟ କରିଥିଲେ ଏହି କୁନି କଳାକାର I ଏହି କୁନି କଳାକାର ଙ୍କ ର ନାମ ଆକୃତି ଶର୍ମା ଅଟେ I ସେ ନିଜ ର ବ୍ୟକ୍ତିଗତ ଜୀବନ ରେ ମଧ୍ୟ ବେଶ ଅଧିକ ଚର୍ଚା ରେ ରହିଥାନ୍ତି I ବର୍ତମାନ ସମୟ ରେ ସେ ଷ୍ଟାର ପ୍ଲସ ର ଲୋକପ୍ରିୟ ସିରିଏଲ “କୁଲଫି କୁମାର ବାଜେବଲ ” ରେ ବେଶ ସୁନ୍ଦର ଅଭିନୟ କରୁଛନ୍ତି I

ବିଗତ 2 ବର୍ଷ ହେବ ସେ ଏହି ସୋ ରେ କାମ କରୁଛନ୍ତି I ତାଙ୍କ ର ଅଭିନୟ ଦର୍ଶକ ଙ୍କୁ ବେଶ ଅଧିକ ପସନ୍ଦ ମଧ୍ୟ ଆସିଛି I ବର୍ତମାନ ଆକୃତି ଙ୍କ ର ବୟସ 8 ବର୍ଷ ହେଇଯାଇଛି I ଏତେ କମ ବୟସ ରେ ଜଣେ କଳାକାର ଏତେ ବଡ଼ ସଫଳତା ପାଇବା ବେଶ ଖୁସି ର କଥା ଅଟେ I ବର୍ତମାନ ଏକ ଏପିସୋଡ଼ ପାଁଇ ଆକୃତି ଙ୍କୁ 50 ହଜାର ଟଙ୍କା ମିଳୁଛି I କିଛି ଦିନ ପୂର୍ବ ରୁ ଆକୃତି ନିଜ ଗ୍ରାମ ରେ 45 ଲକ୍ଷ ଟଙ୍କା ର ଏକ ଘର କିଣିଥିଲେ I ଏହି ବିଷୟ ରେ ସୂଚନା ଅଭିନେତା ମୋହିତ ମାଲିକ ନିଜ ସୋସିଆଲ ମିଡ଼ିଆ ରେ ଦର୍ଶକ ଙ୍କୁ ଜଣାଇଥିଲେ I

ମୋହିତ ମଧ୍ୟ ଏହି ସୋ ରେ ଆକୃତି ଙ୍କ ସହ ଅଭିନୟ କରିଥାନ୍ତି I ସୋସିଆଲ ମିଡ଼ିଆ ରେ ମଧ୍ୟ ଦର୍ଶକେ ଆକୃତି ଙ୍କ ର ବେଶ ପ୍ରଶଂସା କରୁଛନ୍ତି I ସୋସିଆଲ ମିଡ଼ିଆ ରେ ଆକୃତି ନିଜ ର ଫୋଟୋ ସେୟାର କରିଥାନ୍ତି I ତାଙ୍କ ପିତାମାତା ଜଣେ ମଧ୍ୟବିତ୍ତ ଶ୍ରେଣୀ ର ହେଲେ ମଧ୍ୟ ଓ ଏକ ଭଡା ଘରେ ରହୁଥିଲେ ମଧ୍ୟ I ଆଜି ଆକୃତି ନିଜ ର ପରିଶ୍ରମ ର ଟଙ୍କା ରେ ନିଜ ପିତାମାତା ଙ୍କୁ ଏକ ଘର କିଣି ଦେଇପାରିଛନ୍ତି I ବାସ୍ତବ ଜୀବନ ରେ ମଧ୍ୟ ଆକୃତି ଜଣେ ସଂସ୍କରୀ ଝିଅ ଅଟନ୍ତି I

The post ଭଡା ଘରେ କଷ୍ଟରେ ରହୁଥିଲେ ବାପା-ମା, ୮ ବର୍ଷ ବୟସରେ ରୋଜଗାର କରିଲେ ଓ ବାପା ମାଙ୍କ ପାଇଁ କିଣିଦେଲେ ୪୫ ଲକ୍ଷ ଟଙ୍କାର ଘର appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here