ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଆଗରେ ୨୪୦ ଚକିଆ ଟ୍ରକ ବି ମାନିଲା ହାର, ଦେଖନ୍ତୁ କଳିଯୁଗରେ ଶ୍ରୀ ହରିଙ୍କ ଲୀଳା

0
Advertisement


ଏହି ମୂର୍ତି ବ୍ୟଙ୍ଗଲୋର ନ ଆସିବା କାରଣ ରୁ ମନ୍ଦିର ନିର୍ମାଣ ବି ଅଧା ରେ ରହିଛି I

ଏହା ମୂର୍ତି ର ବିଶେଷ୍ୟତ୍ୱ
ଭଗବାନ ବିଷ୍ଣୁ ଙ୍କ ର ଏହି ମୂର୍ତି ରେ ତାଙ୍କ ର 11 ଅବତାର କୁ ଦର୍ଶାଯାଇଛି I ଏବଂ ଏହି ମୂର୍ତି ରେ ଭଗବାନ ଙ୍କ ର 22 ଭୁଜା ର ବର୍ଣ୍ଣନା କରାଯାଇଛି I ଶେଷ ନାଗ ଙ୍କ ର ମୂର୍ତି ମଧ୍ୟ ଏହି ମୂର୍ତି ରେ ରହିଛି I ରିଟାଡ଼ ଡାକ୍ତର ଜଣେ ଏହି ଭଗବାନ ମୂର୍ତି ଙ୍କୁ ସ୍ଥାପନ କରିବାକୁ ଯୋଜନା କରିଛନ୍ତି I ଏବଂ ସେ 5 ବର୍ଷ ପର୍ଯ୍ୟନ୍ତ ଏହା କୁ ନେଇ ସେ ପ୍ରୟାସ କରିଆସିଛନ୍ତି I

ଓଜନ ବୃଦ୍ଧି
ପଥର ର ଏହି ଶିଳା ଭଗବାନ ଙ୍କ ର ବିଷ୍ଣୁ ଙ୍କ ର ଏହି ମୂର୍ତି 64 ଫିଟ ଅଟେ I ଏହି ମୂର୍ତି ର ଓଜନ ପ୍ରାୟ 300 ଟନ ଅଟେ I ଯାହା କୁ ନେଇ ଏହି ମୂର୍ତି ଏତେ ଓଜନ ହେବା କାରଣ ରୁ ଏହା ଅନ୍ୟତ୍ର ସିଫ୍ଟ କରାଯାଇପାରୁନାହିଁ I ପ୍ରଶାସନ ଏହି ମୂର୍ତି କୁ ସିଫ୍ଟ କରିବାକୁ ପ୍ରାୟ 240 ଟାୟାର ଥିବା ଟ୍ରଲର କୁ ମଗାଯାଇଥିଲା I

ଆହୁରି ଏତିକି ସମୟ ଲାଗିବ
240 ଟାୟାର ଥିବା ଟ୍ରଲର ରେ ଭଗବାନ ବିଷ୍ଣୁ ଙ୍କ ର ମୂର୍ତି କୁ ବ୍ୟଙ୍ଗଲୋର ରେ ପହଞ୍ଚାଇବାକୁ ପ୍ରାୟ 50 ଦିନ ସମୟ ଲାଗିଥିଲା I ଟିରୁଅନ୍ତପୁର ର କଲେକ୍ଟର କେ . ଏସ . କଦଶମୀ ଙ୍କୁ ଏହି ମୂର୍ତି ସିଫ୍ଟ କରିବାକୁ ଦାଇତ୍ୱ ଦିଆ ଯାଇଛି I

ତିନି ଦିନ ରେ କିଛି ମିଟର ଯାଇଛି ମାତ୍ର
ମୁମ୍ବାଇ ରେ ଥିବା ଫାର୍ମ ଲଜେଷ୍ଟିକ ରେଶମା ସିଂ ଗୃପ ର 30 ସଦସ୍ୟ ର ଏକ ଦଳ ଏହି ମୂର୍ତି ସିଫ୍ଟ କରିବା ର ଦାଇତ୍ୱ ନେଇଛନ୍ତି I ମୂର୍ତି ର ଅତ୍ୟଧିକ ଓଜନ କାରଣ ରୁ ଏହା ସିଫ୍ଟ ହେବା ରେ ସମସ୍ୟା ସୃଷ୍ଟି ହେଇଚି I ଏବଂ ଏହି ତିନି ଦିନ ରେ ମାତ୍ର କିଛି ମିଟର ହିଁ ଘୁଞ୍ଚାଇବା ରେ ସକ୍ଷମ ହେଇଛନ୍ତି ଏହି ଅଧିକାରୀ ଦଳ I

ବହୁତ କଠିନ ଅଟେ ଏହି କାର୍ଯ୍ୟ
ଏହି ମୂର୍ତି ମେନ ରୋଡ଼ ପର୍ଯ୍ୟନ୍ତ ମାତ୍ର 500 ମିଟର ଯିବାକୁ ନାନା ସମସ୍ୟା ସୃଷ୍ଟି ହେଉଛି I ଏବଂ ନ୍ୟାସନାଲ ହାଇୱେ 77 ପର୍ଯ୍ୟନ୍ତ ଏହି ଗାଡି ଆସିବା ପରେ ବ୍ୟଙ୍ଗଲୋର ପର୍ଯ୍ୟନ୍ତ ଯିବାର ଯୋଜନା କରାଯିବ I

The post ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଆଗରେ ୨୪୦ ଚକିଆ ଟ୍ରକ ବି ମାନିଲା ହାର, ଦେଖନ୍ତୁ କଳିଯୁଗରେ ଶ୍ରୀ ହରିଙ୍କ ଲୀଳା appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here