ଏହି ମୂର୍ତି ବ୍ୟଙ୍ଗଲୋର ନ ଆସିବା କାରଣ ରୁ ମନ୍ଦିର ନିର୍ମାଣ ବି ଅଧା ରେ ରହିଛି I
ଏହା ମୂର୍ତି ର ବିଶେଷ୍ୟତ୍ୱ
ଭଗବାନ ବିଷ୍ଣୁ ଙ୍କ ର ଏହି ମୂର୍ତି ରେ ତାଙ୍କ ର 11 ଅବତାର କୁ ଦର୍ଶାଯାଇଛି I ଏବଂ ଏହି ମୂର୍ତି ରେ ଭଗବାନ ଙ୍କ ର 22 ଭୁଜା ର ବର୍ଣ୍ଣନା କରାଯାଇଛି I ଶେଷ ନାଗ ଙ୍କ ର ମୂର୍ତି ମଧ୍ୟ ଏହି ମୂର୍ତି ରେ ରହିଛି I ରିଟାଡ଼ ଡାକ୍ତର ଜଣେ ଏହି ଭଗବାନ ମୂର୍ତି ଙ୍କୁ ସ୍ଥାପନ କରିବାକୁ ଯୋଜନା କରିଛନ୍ତି I ଏବଂ ସେ 5 ବର୍ଷ ପର୍ଯ୍ୟନ୍ତ ଏହା କୁ ନେଇ ସେ ପ୍ରୟାସ କରିଆସିଛନ୍ତି I
ଓଜନ ବୃଦ୍ଧି
ପଥର ର ଏହି ଶିଳା ଭଗବାନ ଙ୍କ ର ବିଷ୍ଣୁ ଙ୍କ ର ଏହି ମୂର୍ତି 64 ଫିଟ ଅଟେ I ଏହି ମୂର୍ତି ର ଓଜନ ପ୍ରାୟ 300 ଟନ ଅଟେ I ଯାହା କୁ ନେଇ ଏହି ମୂର୍ତି ଏତେ ଓଜନ ହେବା କାରଣ ରୁ ଏହା ଅନ୍ୟତ୍ର ସିଫ୍ଟ କରାଯାଇପାରୁନାହିଁ I ପ୍ରଶାସନ ଏହି ମୂର୍ତି କୁ ସିଫ୍ଟ କରିବାକୁ ପ୍ରାୟ 240 ଟାୟାର ଥିବା ଟ୍ରଲର କୁ ମଗାଯାଇଥିଲା I
ଆହୁରି ଏତିକି ସମୟ ଲାଗିବ
240 ଟାୟାର ଥିବା ଟ୍ରଲର ରେ ଭଗବାନ ବିଷ୍ଣୁ ଙ୍କ ର ମୂର୍ତି କୁ ବ୍ୟଙ୍ଗଲୋର ରେ ପହଞ୍ଚାଇବାକୁ ପ୍ରାୟ 50 ଦିନ ସମୟ ଲାଗିଥିଲା I ଟିରୁଅନ୍ତପୁର ର କଲେକ୍ଟର କେ . ଏସ . କଦଶମୀ ଙ୍କୁ ଏହି ମୂର୍ତି ସିଫ୍ଟ କରିବାକୁ ଦାଇତ୍ୱ ଦିଆ ଯାଇଛି I
ତିନି ଦିନ ରେ କିଛି ମିଟର ଯାଇଛି ମାତ୍ର
ମୁମ୍ବାଇ ରେ ଥିବା ଫାର୍ମ ଲଜେଷ୍ଟିକ ରେଶମା ସିଂ ଗୃପ ର 30 ସଦସ୍ୟ ର ଏକ ଦଳ ଏହି ମୂର୍ତି ସିଫ୍ଟ କରିବା ର ଦାଇତ୍ୱ ନେଇଛନ୍ତି I ମୂର୍ତି ର ଅତ୍ୟଧିକ ଓଜନ କାରଣ ରୁ ଏହା ସିଫ୍ଟ ହେବା ରେ ସମସ୍ୟା ସୃଷ୍ଟି ହେଇଚି I ଏବଂ ଏହି ତିନି ଦିନ ରେ ମାତ୍ର କିଛି ମିଟର ହିଁ ଘୁଞ୍ଚାଇବା ରେ ସକ୍ଷମ ହେଇଛନ୍ତି ଏହି ଅଧିକାରୀ ଦଳ I
ବହୁତ କଠିନ ଅଟେ ଏହି କାର୍ଯ୍ୟ
ଏହି ମୂର୍ତି ମେନ ରୋଡ଼ ପର୍ଯ୍ୟନ୍ତ ମାତ୍ର 500 ମିଟର ଯିବାକୁ ନାନା ସମସ୍ୟା ସୃଷ୍ଟି ହେଉଛି I ଏବଂ ନ୍ୟାସନାଲ ହାଇୱେ 77 ପର୍ଯ୍ୟନ୍ତ ଏହି ଗାଡି ଆସିବା ପରେ ବ୍ୟଙ୍ଗଲୋର ପର୍ଯ୍ୟନ୍ତ ଯିବାର ଯୋଜନା କରାଯିବ I
The post ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଆଗରେ ୨୪୦ ଚକିଆ ଟ୍ରକ ବି ମାନିଲା ହାର, ଦେଖନ୍ତୁ କଳିଯୁଗରେ ଶ୍ରୀ ହରିଙ୍କ ଲୀଳା appeared first on Odianews24.info.

