ଭଉଣୀଙ୍କୁ ଖବର ମିଳିଲା କି ଭାଇ ବିଲରେ ପିଆଜ ଚାଷ କରିଛନ୍ତି, ତାପର ଘଟଣା ଶୁଣି ପୁରା ଗାଁ କାନ୍ଦି ପକାଇଲେ

0
Advertisement


ବର୍ତମାନ ସମୟ ରେ ନାଗରିକତା ସଂଶୋଧନ ଆଇନି କୁ ନେଇ ସାରା ଦେଶ ରେ ଚର୍ଚା ଲାଗି ରହିଛି I କିନ୍ତୁ ଅନ୍ୟପଟେ ପିଆଜ ର ମୂଲ୍ୟ ବୃଦ୍ଧି କୁ ନେଇ ମଧ୍ୟ ଲୋକେ ଅନେକ ହଇରାଣ ହେଉଛନ୍ତି I ବର୍ତମାନ ସମୟ ରେ ମଧ୍ୟ କିଛି ସ୍ଥାନ ରେ ପିଆଜ ର କିଲୋ 200 ଟଙ୍କା ଅଟେ I

ଭାଇ ଅଧା ଏକର ରେ କରିଥିଲେ ପିଆଜ ଚାଷ
ଏହି ଘଟଣା ଟି ରେବାଡି ରେ ରହୁଥିବା ସାତପାଲ ସିଂ ଓ ତାଙ୍କ ଭଉଣୀ ସୁଲୋଚନା ଙ୍କ ସହ ଜଡିତ ଅଟେ I ଏହି ଭାଇ ଭଉଣୀ ର ସମ୍ପର୍କ କୁ ଆହୁରି ଅଧିକ ମଜବୁତ କରିଛି ପିଆଜ ଚାଷ I ସୁଲୋଚନା ର ଶଶୁର ଘର ମହେନ୍ଦ୍ରଗଡ ଜିଲ୍ଲା ର ଗ୍ରାମ ଭୀଲବାଡା ଅଟେ I ସୁଲୋଚନା ଏହା ଜାଣିଥିଲେ କି ତାଙ୍କ ଭାଇ ପିଆଜ ଚାଷ କରିଛନ୍ତି I ତେଣୁ ସେ ତାଙ୍କ ଭାଇ ଙ୍କୁ ଫୋନ କରିଥିଲେ ଏବଂ କହିଥିଲେ ଭାଇ ମକର ସଂକ୍ରାନ୍ତି ରେ ଗୁଡ଼ ଘିଅ ନୁହେଁ ପିଆଜ ଦରକାର I

ଏହା ପରେ ସାତପାଲ ଟ୍ରାକ୍ଟର ରେ ବସ୍ତା ଫୁଲ କରି ନିଜ ଭଉଣୀ ଘର କୁ ପିଆଜ ସହ ଦେଶୀ ଘିଅ ନେଇ ଆସିଥିଲେ I ଭାଇ କୁ ଏପରି ପିଆଜ ଆଣିବା ଦେଖି ଭଉଣୀ ଭାବୁକ ହେଇଯାଇଥିଲା I ଭାରତ ରେ ମକର ସଂକ୍ରାନ୍ତି ରେ ଏହି ପରମ୍ପରା ରହିଛି କି ଝିଅ ଘର କୁ ବାପ ଘର ତରଫରୁ ଦେଶୀ ଘିଅ ଓ ଗୁଡ଼ ପଠାଯାଇଥାଏ I

The post ଭଉଣୀଙ୍କୁ ଖବର ମିଳିଲା କି ଭାଇ ବିଲରେ ପିଆଜ ଚାଷ କରିଛନ୍ତି, ତାପର ଘଟଣା ଶୁଣି ପୁରା ଗାଁ କାନ୍ଦି ପକାଇଲେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here