ବିଶ୍ୱ କ୍ରିକେଟ ର ୭ଟି ଏପରି ଜର୍ସି ନମ୍ବର ଯାହାଙ୍କୁ ଆଜି ପର୍ଯ୍ୟନ୍ତ ଭୁଲି ପାରିଲେ ନାହିଁ ଲୋକମାନେ, ସବୁଠୁ ଅଧିକ ଭଲ ପାଇବା ମିଳିଛି ଏହି ଜର୍ସି ନମ୍ବରକୁ

0
Advertisement


କ୍ରିକେଟ ଏକ ଏପରି ଖେଳ ଯାହା ର ଆରମ୍ଭ ଇଂଲଣ୍ଡ ରେ ହେଇଚି I ଏହା ର ପ୍ରାଚୀନ ନିଶ୍ଚିତ ସଦରଭାୟା 1598 ରେ ମିଳିଥିଲା I ବର୍ତମାନ ସମୟ ରେ 100 ରୁ ଅଧିକ ଦେଶ ରେ ଏହି କ୍ରିକେଟ ଖେଳ ର ଆୟୋଜନ ହେଉଛି I

କ୍ରିକେଟ ର ସୀମିତ ଓଭର ର ମ୍ୟାଚ ର ଜର୍ସି ନମ୍ବର 7 କୁ କିଛି ଦର୍ଶକେ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି I ତେବେ ଏହି ଜର୍ସି ନମ୍ବର ଚୟନ କରିବା ର ପ୍ରକ୍ରିୟା 1996 ବିଶ୍ୱକପ ରୁ ଆରମ୍ଭ ହେଇଚି I ସେହି ସମୟ ରେ ICC ଖେଳାଳି ମାନେ 1 ରୁ 16 ପର୍ଯ୍ୟନ୍ତ ସଂଖ୍ୟା ର ଚୟନ କରୁଥିଲେ I କିନ୍ତୁ ଆଜିକା ସମୟ ରେ ଏପରି ନାହିଁ I ଯେ କୌଣସି ଖେଳାଳି କୌଣସି ବି ନମ୍ବର ର ଚୟନ କରିପାରିବେ I ଆଜି ଆମେ ଏହିପରି ଏକ ଜର୍ସି ନମ୍ବର ବିଷୟ ରେ ଆଲୋଚନା କରିବା ଯାହା କି କ୍ରିକେଟ ପ୍ରେମୀ ଙ୍କ ର ବହୁତ ପସନ୍ଦ ଅଟେ I

ଜର୍ସି ନମ୍ବର 1
1996 ରେ ଯେତେବେଳେ ଜର୍ସି ନମ୍ବର 1ର ବ୍ୟବହାର ଆରମ୍ଭ ହୋଇଥିଲା ସେତେବେଳେ ପ୍ରତୋକ ଟିମର କ୍ୟାପଟେନ ଙ୍କୁ ହିଁ ଜର୍ସି ନମ୍ବର 1 ହିଁ ଦିଆ ଯାଇଥିଲା | କିନ୍ତୁ ଦକ୍ଷିଣ ଆଫ୍ରିକା ର ଲସ କ୍ଲୁଜନ୍ର ସେହି ସମୟ ରେ ଏହା ର ବ୍ୟବହାରକୁ ଅପବାଦ ବୋଲି କହିଥିଲେ | ସେ ଏକମାତ୍ର ଏପରି ଜଣେ ଅଧିନାୟକ ଥିଲେ ଯିଏ କି ଏହି ନମ୍ବର ର ଜର୍ସି ପିନ୍ଧି ନ ଥିଲେ |

ଜର୍ସି ନମ୍ବର 7
କ୍ରିକେଟ ଦୁନିଆ ରେ ଜର୍ସି ନମ୍ବର 7 ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଙ୍କ ର ପରିଚୟ ଥିଲା I ଫୁଟବଲ ଜଗତ ରେ ଏହି ଜର୍ସି ନମ୍ବର ର ଅଧିକ ଲୋକପ୍ରିୟତା ରହିଛି I ଏବଂ ଆଜିକା ସମୟ ରେ କ୍ରିକେଟ ରେ ମଧ୍ୟ ଏହା ର ଲୋକପ୍ରିୟତା ଅଧିକ ରହିଛି I

ଜର୍ସି ନମ୍ବର 10
କ୍ରିକେଟ ଜଗତ ରେ ଦୁଇ ବରିଷ୍ଟ କ୍ରୀକେଟର ଙ୍କ ର ପରିଚୟ ଏହି ନମ୍ବର ରେ ହିଁ ହେଇଚି I ଭାରତ ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ପାକିସ୍ତାନ ର ଭୁମି ଭୁମି ସହିଦ ଏହି ଜର୍ସି ନମ୍ବର କୁ ନେଇ ପରିଚିତ ଅଟନ୍ତି I

ଜର୍ସି ନମ୍ବର 14
ଏହି ଜର୍ସି ନମ୍ବର 14 କୁ କ୍ରିକେଟ ଜଗତ ରେ ବହୁତ ବିଶେଷ ବୋଲି କହିଥାନ୍ତି I କ୍ୟାପଟେନ ରୀକି ପୈଟଂ ଏହି ନମ୍ବର କୁ ନେଇ ପରିଚିତ ଅଟନ୍ତି I ସେ ଅଷ୍ଟ୍ରେଲିଆ ଟିମ ର କ୍ୟାପଟେନ ମଧ୍ୟ ରହିଥିଲେ I

ଜର୍ସି ନମ୍ବର 99
କ୍ରିକେଟ ଜଗତ ରେ 99 ନମ୍ବର ର ଜର୍ସି ମଧ୍ୟ ଅନେକ ବର୍ଷିତ କ୍ରିକେଟର ମାନେ ଚୟନ କରିଥିଲେ I ପୂର୍ବ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି ଙ୍କ ଛଡା ସଚିନ ତେନ୍ଦୁଲକର , ଆର ଅଶ୍ୱିନୀ , ଏସ ଶ୍ରୀ ସଂଥ ଓ ଶ୍ରୀ ଲଙ୍କା ଟିମ ର ଲାସିଥ ମାଲିଙ୍ଗ ଏଥିରେ ସାମିଲ ରହିଛନ୍ତି I

ଜର୍ସି ନମ୍ବର 333
ୱେଷ୍ଟଇଣ୍ଡିଜ ଟିମ ର କ୍ରିସ ଗେଲ ନିଜ ର ଆକ୍ରମକ ବ୍ୟାଟିଂ କୁ ନେଇ ଚର୍ଚା ରେ ରହିଥାନ୍ତି I ସେ ଜର୍ସି ନମ୍ବର 333 କୁ ନେଇ ପରିଚିତ ଅଟନ୍ତି I

ଜର୍ସି ନମ୍ବର 999
କ୍ରିକେଟ ଦୁନିଆ ର ସବୁଠାରୁ ଅଧିକ ସଂଖ୍ୟା 999 ନମ୍ବର ଏହି ଜର୍ସି ର ବ୍ୟବହାର 2015 ରେ IPL ରେ କଲିକତା ନାଇଟ ରାଇଡର ର ୟୁସୁଫ ପଠାନ ବ୍ୟବହାର କରିଥିଲେ I ଏହି ନମ୍ବର ର ବ୍ୟବହାର କେବଳ ଏହି ଗୋଟେ ସିଜିନ ରେ ହିଁ ହେଇଥିଲା I

The post ବିଶ୍ୱ କ୍ରିକେଟ ର ୭ଟି ଏପରି ଜର୍ସି ନମ୍ବର ଯାହାଙ୍କୁ ଆଜି ପର୍ଯ୍ୟନ୍ତ ଭୁଲି ପାରିଲେ ନାହିଁ ଲୋକମାନେ, ସବୁଠୁ ଅଧିକ ଭଲ ପାଇବା ମିଳିଛି ଏହି ଜର୍ସି ନମ୍ବରକୁ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here