ବିରାଟ କୋହଲିଙ୍କ ପରେ କିଏ ହେବ ଆଗାମୀ କ୍ୟାପଟେନ, ଏହି ୩ଜଣ ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର, ଏକ ନମ୍ବର ହେଉଛନ୍ତି ଅସଲ ହକଦାର …

0
Advertisement


ଯେପରି କି ଆପଣ ଜାଣିଛନ୍ତି କୌଣସି ବି ଟିମ ରେ ଜଣେ କ୍ୟାପଟେନ ଅଧିକ ଦିନ ରହି ନ ଥାନ୍ତି I ଏକ ଏପରି ସମୟ ପରେ ଟିମ ର କ୍ୟାପଟେନ ପରିବର୍ତନ ହେଇଥାନ୍ତି I ଏବଂ ଜଣେ ଖେଳାଳି କ୍ୟାପଟେନ ପଦବୀ ରୁ ବାହାରିବା ପରେ ଆଉ ଜଣେ ଖେଳାଳି କ୍ୟାପଟେନ ହେଇଥାନ୍ତି I ବର୍ତମାନ ସମୟ ରେ ବିରାଟ କୋହଲି ଭାରତୀୟ ଟିମ ର କ୍ୟାପଟେନ ଅଟନ୍ତି I ତେବେ ଆପଣ ଭାବୁଥିବେ ଆଗାମୀ ସମୟ ରେ ବିରାଟ ଙ୍କ ପରେ କେଉଁ ଖେଳାଳି ଭାରତୀୟ ଟିମ ର ଦାଇତ୍ୱ ପୁରା କରିବେ I

1. ଶ୍ରେୟସ ଅୟର – ଶ୍ରେୟସ ଅୟର ଭାରତୀୟ ଟିମ ର ଯୁବା କ୍ରିକେଟର ଅଟନ୍ତି I IPL ମ୍ୟାଚ ରେ ସେ କ୍ୟାପଟେନ ରୂପେ ବେଶ ବଡ଼ ଦାଇତ୍ୱ ପୁରା କରିଛନ୍ତି I ଶ୍ରେୟସ ଅୟର ଭାରତୀୟ କ୍ରିକେଟ ଟିମ ର ଜଣେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି ତେଣୁ ଆଗାମୀ ସମୟ ରେ ସେ ରାଷ୍ଟ୍ରୀୟ ଟିମ ର କ୍ୟାପଟେନ ମଧ୍ୟ ହେଇପାରନ୍ତି I

2.ପୃଥିବୀ ସା – ପୃଥିବୀ ସା ମଧ୍ୟ ଟିମ ର କ୍ୟାପଟେନ ହେବାକୁ ଯଥେଷ୍ଟ ଜ୍ଞାନ ରହିଛି I ପୃଥିବୀ ସା ଅଣ୍ଡର 19 କ୍ରିକେଟ ଟିମ ରେ କ୍ୟାପଟେନ ଥିଲେ I ତାଙ୍କ ର ବ୍ୟାଟିଂ କରିବା ର ଦକ୍ଷତା ମଧ୍ୟ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଥିଲା I ତେଣୁ ବିରାଟ ଙ୍କ ପରିବର୍ତେ ପୃଥିବୀ ସା ମଧ୍ୟ ଭଲ କ୍ୟାପଟେନ ହେଇପାରନ୍ତି I

3.ଈଶାନ କିସନ – ଈଶାନ କିସନଅନେକ ସମୟ ହେବ କ୍ରିକେଟ ଟିମ ରେ ଡେବ୍ୟୁ କରିବା ଅପେକ୍ଷ୍ୟା ରେ ରହିଛନ୍ତି I ତେଣୁ ସେ ମଧ୍ୟ ଆଗାମୀ ସମୟ ରେ ଭାରତୀୟ ଟିମ ର ଷ୍ଟାର ଖେଳାଳି ହେଇପାରନ୍ତି I ଅର୍ଥାତ ବିରାଟ ଙ୍କ ପରେ ଈଶାନ କିସନ ଭାରତୀୟ ଟିମ ର କ୍ୟାପଟେନ ହେଇପାରନ୍ତି I

The post ବିରାଟ କୋହଲିଙ୍କ ପରେ କିଏ ହେବ ଆଗାମୀ କ୍ୟାପଟେନ, ଏହି ୩ଜଣ ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର, ଏକ ନମ୍ବର ହେଉଛନ୍ତି ଅସଲ ହକଦାର … appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here