ହିରୋ ହେବେ ଅନୁଭବ ଙ୍କ ଭଣଜା ରାହୁଲ …….।

0
Advertisement

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ ଓଲିଉଡ ର ବିଶେଷ ଦୁଇଟି ସୂଚଚନା ନେଇ କରି ଆସିଛୁ । ତେବେ ଏହି ବିଷୟ ରେ ଆସନ୍ତୁ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ରୂପେ ଆପଡେଟ୍ ଦେଇ ଦେବା ପାଇଁ ଚାହିଁବୁ । ତେବେ ଏଠାରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ସୁପର ଷ୍ଟାର ଅନୁଭବ ଙ୍କ ଭଣଜା ରାହୁଲ ଖୁବ୍ ଶିଘ୍ର ସିଲଭର ସ୍କ୍ରୀନ୍ ରେ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଆପଣ ମାନଙ୍କ ସୂଚନା ପାଇଁ କହି ଦେବୁ କି ରାହୁଲ ହେଉଛନ୍ତି ସେହି ଯେ 2015 ରେ ରିଲିଜ୍ ହୋଇ ଥିବା ଫିଲ୍ମ ଗପ ହେଲେ ବି ସତ ରେ ଭୂମିକା ଙ୍କ ବିପକ୍ଷ ରେ ଦେଖା ଜାଇ ଥିଲେ ।

ତେବେ ଗପ ହେଲେ ବି ସତ ର ସେହି ଆକାସ୍ ପୁଣି ଥରେ 5 ବର୍ଷ ପରେ ସଲଭର ସ୍କ୍ରୀ ରେ ଦେଖା ଯିବେ । ତେବେ ଆପଣ ମାନେ ତାଙ୍କୁ ହିରୋ ଭାବେ 2020 ର ଦୂର୍ଗା ପୂଜା ରେ ଦେଖିବା ପାଇଁ ପାଇବେ । ନିଜର ଆଗାମୀ ଫିଲ୍ମ କୁ ନେଇ ସେ ନିଜକୁ ପ୍ରସ୍ତିତ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଏବଂ ନିଜର ସିକ୍ସ ପେକ୍ ସହିତ ସେ ନୂଜକୁ ଗୋଟିଏ ନୂଆ ଲିକ୍ ଦେବାରେ ଲାଗିଛନ୍ତି ବୋଲି ଦେଖିବାରେ ଲାଗିଛନ୍ତି ।

ସେହି ପରି ବେଳେ ସେ ଏହି ଦିନ ରେ ଏମମିତି କରୁଛନ୍ତି ଏବଂ ଆଗାମୀ ସମୟ ରେ ରାହୁଲ ସିଲଭର ସ୍କ୍ରୀନ ରେ ଆସିବେ ବୋଲି ଅନୁଭବ ମହାନ୍ତି ନିଜର ସୋସିଆଲ ଏକାଉଣ୍ଟ ରେ କହି ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ସେ ତାଙ୍କର ଏବଂ ରାହୁଲ ଙ୍କ ଗୋଟିଏ ଫୋଟ ମଧ୍ୟ ଛାଡି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ପରି ବେଳେ ଦ୍ୱତୀୟ ରେ ରହିଛି ଅନୁଭବ ଙ୍କ ଆଗାମୀ ଫିଲ୍ମ ନାମ ବିଷୟ ରେ ଘୋଷଣା କରିବା ନେଇ । ସେମିତି ରେ ବହୁତ ଦିନ ରୁ ଏହି ଫିଲ୍ମ ର ନାମ କୁ ନେଇ ଆଲୋଚନା ଲାଗି ଥିବା ବେଳେ ଏଏହି ଦିନ ରେ ସୂଚନା ମିଳିଛି କି ଆଗାମୀ 4 ଦିନ ମଧ୍ୟ ରେ ଏହାର ନାମ ରିଲିଜ୍ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here