ବାହାଘରର ୧୦ ବର୍ଷ ପରେ ବି ନିସନ୍ତାନ ଅଛନ୍ତି ଏହି ଭାରତୀୟ ଷ୍ଟାର ଖେଳାଳି, ନାଁ ଜାଣିଲେ ବିଶ୍ଵାସ କରିପାରିବେ ନାହିଁ

0
Advertisement


ଭାରତୀୟ ଖେଳାଳି ଙ୍କ ମଧ୍ୟ ରେ କିଛି ଏପରି ଖେଳାଳି ଅଛନ୍ତି ଯେଉଁମାନେ ନୂଆ ନୂଆ ବିବାହ କରିଛନ୍ତି ଓ ଆଉ କିଛି ଖେଳାଳି ଏପରି ମଧ୍ୟ ରହିଛନ୍ତି ଯାହା ଙ୍କ ର ବିବାହ ଅନେକ ବର୍ଷ ହେବ ହେଇଯାଇଛି I ଏପରି କିଛି ଖେଳାଳି ଙ୍କ ର ପିଲାମାନେ ମଧ୍ୟ ଆଜିକା ସମୟ ରେ ଲୋକପ୍ରିୟତା ହାସିଲ କରି ସାରିଛନ୍ତି I କିନ୍ତୁ ଆଜି ଆମେ ଏପରି ଜଣେ ଭାରତୀୟ କ୍ରିକେଟ ଟିମ ର ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ର ବିବାହ ଅନେକ ବର୍ଷ ହେବ ହେଇଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ନିଃସନ୍ତାନ ରହିଛନ୍ତି I ଆଜି ଆମେ ଯେଉଁ ଭାରତୀୟ ଖେଳାଳି ଙ୍କ ର ବିଷୟ ରେ କହିବା କୁ ଯାଉଛେ ସେ ଆଜି କୁ ପ୍ରାୟ 10 ବର୍ଷ ହେବ ବିବାହ କରିଛନ୍ତି I

ଆଜି ଆମେ ଯେଉଁ ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛେ ତାଙ୍କ ନାମ ହେଉଛି ଅମ୍ବାତି ରାଇଡ଼ୁ I ଜାଣିରଖନ୍ତୁ କି ଅମ୍ବାତି ରାଇଡ଼ୁ ଙ୍କ ର ବିବାହ 2009 ମସିହା ରେ ଚେଁଉପଲଲି ବିଦ୍ୟା ନାମ ଯୁବତୀ ଙ୍କ ସହ ହେଇଥିଲା I ଏବଂ ଉଭୟ ଙ୍କ ର ବିବାହ କୁ 10 ବର୍ଷ ବିତିଯାଇଛି କିନ୍ତୁ ସେ ନିଃସନ୍ତାନ ଅଛନ୍ତି I

ଅମ୍ବାତି ରାଇଡ଼ୁ ଙ୍କ ର କ୍ରିକେଟ କ୍ୟାରିୟର କଥା ଦେଖିବା କୁ ଗଲେ ଅମ୍ବାତି ରାଇଡ଼ୁ ଅଣ୍ଡର 19 ମ୍ୟାଚ ରେ ପ୍ରଥମେ ଇଂଲଣ୍ଡ ବିପକ୍ଷ ରେ 177 ରନ କରି ଏକ ବିଶ୍ୱ ରେକର୍ଡ କରିଥିଲେ I ଏହି ମ୍ୟାଚ ଖେଳିବା ସମୟ ରେ ଅମ୍ବାତି ରାଇଡ଼ୁ ମାତ୍ର 16 ବର୍ଷ ବୟସ ର ଥିଲେ I ବର୍ତମାନ ସମୟ ରେ ଅମ୍ବାତି ରାଇଡ଼ୁ ଟିମ ରୁ ବାହାରେ ରହିଛନ୍ତି I

The post ବାହାଘରର ୧୦ ବର୍ଷ ପରେ ବି ନିସନ୍ତାନ ଅଛନ୍ତି ଏହି ଭାରତୀୟ ଷ୍ଟାର ଖେଳାଳି, ନାଁ ଜାଣିଲେ ବିଶ୍ଵାସ କରିପାରିବେ ନାହିଁ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here