ବାସ କେବଳ ଏହାର 2ଟି ପତ୍ରରେ ବାଳ ପୁଣି ହେବ କଳା, ଚେହେରାରେ ଆସିବ ଚମକ, ଶରୀର ହେବ ଶକ୍ତିଶାଳୀ, କେବେବି ଆସିବ ନାହିଁ ବୁଢାପା

0
Advertisement

ଏମିତି କିଛି ଗଛ ଅଛି ଯାହାର ଫଳ ଠାରୁ ବେଶି ପତ୍ର ଅଧିକ କାମ ଦେଇଥାଏ । ଯେମିତିକି ପିଜୁଳି ଖାଇବା ଠାରୁ ଅଧିକ ଲାଭ ତାର ପତ୍ର ଖାଇବା ଦ୍ଵାରା ହୋଇଥାଏ । ସେହିଭଳି ବର କୋଳି ଖାଇବା ଠାରୁ ଅଧିକା ଲାଭଦାୟକ ହୋଇଥାଏ ତାର ପତ୍ର ଖାଇଲେ । ଆଜି ଆମେ ଆପଣଙ୍କୁ ବର କୋଳି ଖାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ଜାଣିବା ।

ଆମେ ଧନ କମାଇବା ପାଇଁ ବହୁତ ସମୟ ନଷ୍ଟ କରିଥାଉ କିନ୍ତୁ ଯଦି ସେଇଠି ସ୍ୱାସ୍ଥ୍ୟ କଥା ଆସେ ତେବେ ଆମେ କେବେ ବି ସେଥିପ୍ରତି ଧ୍ୟାନ ଦେଇନଥାଉ । କିନ୍ତୁ ଏବେ ଆମେ ଆପଣଙ୍କୁ ବର କୋଳି ଖାଇବା ଦ୍ଵାରା କି ପ୍ରକାରର ଲାଭ ହୋଇଥାଏ ତାହା କହିବୁ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କର ବହୁତ ରୋଗ ଭଲ ହୋଇଯିବ ତାହା ପୁଣି କେବଳ ପତ୍ର ଦ୍ଵାରା ।

ଆସନ୍ତୁ ଜାଣିବା ଏହା ଖାଇବା ଫଳରେ ଆମକୁ କେଉଁ ଲାଭ ମିଳିଥାଏ । ଆପଣ ସକାଳୁ ଉଠି ଖାଲି ପେଟରେ ବର କୋଳି ପତ୍ର ଖାଇବାର ଅଛି, ଯେତେବେଳେ ଆପଣ ଖାଲି ପେଟରେ ବର କୋଳି ପତ୍ର ଖାଉଛନ୍ତି ତେବେ ଏହା ଆପଣଙ୍କର ବହୁତ ରୋଗ ଭଲ କରିଥାଏ ।

ଆପଣଙ୍କର କେଉଁ କେଉଁ ରୋଗ ସହଜରେ ଭଲ ହୋଇଯିବ

କହିବାକୁ ଗଲେ ଆପଣଙ୍କର ହୃଦୟ ଠିକ ରହିବା ସହିତ ତାକୁ ସୁରକ୍ଷିତ ରଖିବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କୁ କେତେବେଳେ ହୃଦଘାତ ରୋଗ ଆସୁଛି ଆପଣ ଜାଣିପାରି ନଥାନ୍ତି, କିନ୍ତୁ ସେତେବେଳକୁ ଆଉ ଆପଣଙ୍କୁ ରକ୍ଷା କରିପାରିବେ ନାହିଁ, କାରଣ ଏହା ଆପଣଙ୍କର ବହୁତ ବଢିଯାଇଥାଏ । ଏହା ଖୁବ ଶୀଘ୍ର ଆସିନଥାଏ ଏହା ବହୁତ ଧୀରେ ଧୀରେ ଆସିଥାଏ । ଏହି ରୋଗ ହେବା ପାଇଁ ବହୁତ ସମୟ ଲାଗିଥାଏ । ଏହା ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ ଆମେ ଯେପରି ଖାଦ୍ୟ ଏବେ ଖାଉଛୁ ତାହା ଭଲ ଭାବରେ ହଜମ ହୋଇନଥାଏ, ଯାହା ଦ୍ଵାରା କି ଏହିପରି ସମସ୍ୟା ଦେଖିବାକୁ ମିଳିଥାଏ ।

ଆଉ ଗୋଟେ କଥା ହେଉଛି ଆମେ ଅଧିକ ତେଲ ଜାତୀୟ ଖାଦ୍ୟ ମଧ୍ୟ ଖାଇଥାଉ ତାଛଡା ଆମକୁ ଟିକେ ଖାଦ୍ୟରେ ତେଲ ନହେଲେ ଖାଦ୍ୟ ଭଲ ଲାଗେ ନାହିଁ କିନ୍ତୁ ଏହା ହିଁ ରୋଗର ସବୁଠୁ ବଡ କାରଣ ହୋଇଥାଏ । ଏହି ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଆମର କୋଲେଷ୍ଟ୍ରୋଲ ବଢିଥାଏ ଓ ଯାହା ଫଳରେ ଆମ ଶରୀରରେ ବ୍ଲକେଜ କରିଥାଏ । ଏବେ ଆଉ ଆପଣ ଡ଼ରନ୍ତୁ ନାହିଁ । ଏବେ ଆପଣ ଖାଲି ପେଟରେ ବର କୋଳି ପତ୍ର ଖାଆନ୍ତୁ । କାରଣ ଏହା ଖାଇବା ଦ୍ଵାରା ଶରୀରରେ ହେଉଥିବା ବ୍ଲକେଜ କୁ ରୋକି ଥାଏ । ଯାହା ଦ୍ଵାରା ଆପଣଙ୍କର ହୃଦଘାତ ରୋଗ ହେବାର ସମ୍ଭାବନା କମ ହୋଇଥାଏ ।

ଏହା ଛଡା ଆପଣଙ୍କର ଥିବା ପେଟ ସମସ୍ୟା ମଧ୍ୟ ଭଲ ହୋଇଥାଏ । କହିବାକୁ ଗଲେ ଆପଣଙ୍କର ଯଦି ପେଟ ଖରାପ ହେଉଥିବ ବା ଗ୍ୟାସ ହେଉଥିବ ଆପଣ ଏଥିରୁ ମୁକ୍ତି ପାଇବେ । ଏହାକୁ ଯଦି ଆପଣ ସକାଳେ ଖାଲି ପେଟରେ ଖାଇବେ ତେବେ ଆପଣଙ୍କର ପାଚନ ଭଲ ଭାବରେ ହୋଇଥାଏ । ଏମିତି କିଛି ଲୋକ ଅଛନ୍ତି ତାଙ୍କୁ ରାତିରେ ଭଲ ଭାବରେ ନିଦ ହୋଇନଥାଏ କାରଣ ତାଙ୍କର ଟେନସନ ଥାଏ । ତେବେ ଆପଣ ରାତିରେ ବର କୋଳି ପତ୍ର ଖାଇପାରିବେ । ଏଥିରେ ଇମୁନିଟି ଶକ୍ତି ବଢାଇବାର କ୍ଷମତା ଥିବା ହେତୁ ଏହା ଆମକୁ ଥଣ୍ଡା, କାଶ ଭଲ କରିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

The post ବାସ କେବଳ ଏହାର 2ଟି ପତ୍ରରେ ବାଳ ପୁଣି ହେବ କଳା, ଚେହେରାରେ ଆସିବ ଚମକ, ଶରୀର ହେବ ଶକ୍ତିଶାଳୀ, କେବେବି ଆସିବ ନାହିଁ ବୁଢାପା appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://headlines9.com/barakoli-patra-sebana-dwara-bhala/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here