ବାଥରୁମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଚାଇ ରହିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଇନକମ ଟ୍ୟାକ୍ସ ଅଫିସର ଦ୍ୱାରା ପଡ଼ିଥିଲେ ଧରା…

0
Advertisement

ଆପଣ ବଲିଉଡ ଓ ତା ସହ ଜଡିତ ଲୋକ ଙ୍କ ବିଷୟ ରେ ଅନେକ କଥା ଶୁଣିଥିବେ I ଆଜି ଆମେ ଆପଣ ଙ୍କୁ ଏକ ଏପରି କାହାଣୀ ବିଷୟ ରେ କହିବାକୁ ଯାଉଛୁ ଯେଉଁ ଅଭିନେତ୍ରୀ ନିଜ ଘର ର ବାଥରୁମ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଚାଇ ରଖିଥିଲେ I ଆଜି ଆମେ 80 ଦଶକ ର ଜଣେ ଅଭିନେତ୍ରୀ ବିଷୟ ରେ ଆଲୋଚନା କରୁଛେ ଯିଏ କି ଇଂନକମ ଟ୍ୟାକ୍ସ ବିଭାଗ କୁ ଲୁଚାଇ ନି ବାଥରୁମ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରଖିଥିଲେ I

ଆଜି ଆମେ 80 ଦଶକ ର ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରୁଛେ ସେହି ଅଭିନେତ୍ରୀ ଙ୍କ ର ଫିଲ୍ମ କ୍ୟାରିୟର ସୁପର ହିଟ ରହିଛି I ଅଭିନେତ୍ରୀ ମାଲା ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ବର୍ତମାନ ମାଲା ଙ୍କ ର ବୟସ 82 ବର୍ଷ ଅଟେ I ଏବଂ ସେ ମିଡ଼ିଆ ର ଚାକଚକ୍ୟ ଜଗତ ରୁ ଦୁରେଇ ରହୁଛନ୍ତି I କିଛି କିଛି ଇଭେଣ୍ଟ ରେ ସେ ଯୋଗ ଦେଇଥାନ୍ତି I

ମାଲା ଙ୍କ ର ମା ନେପାଳୀ ଥିଲେ ଏବଂ ପିତା ଥିଲେ ବେଙ୍ଗଲୀ I ସେ ନିଜ କ୍ୟାରିୟର ର ଆରମ୍ଭ ରେ ସେ ଯେତେବେଳେ ଜଣେ ଫିଲ୍ମ ପ୍ରଡ୍ୟୁସର ଙ୍କ ପାଖ କୁ କାମ କରିବାକୁ ଯାଇଥିଲେ ସେ ଖୁବ ତାଙ୍କ ର ବେଜିତ କରିଥିଲେ ଏବଂ ସେ ପ୍ରଡ୍ୟୁସର କହିଥିଲେ ତୁମେ ନିଜ ମୁହଁ ଦର୍ପଣ ରେ ଦେଖିଚ I ସେ ଭାଙ୍ଗି ପଡି ନ ଥିଲେ ଓ ଜୀବନ ରେ ଅନେକ ସଂଘର୍ଷ କରି ସଫଳ ହେଇଥିଲେ I

ସେ ସମୟ ରେ ତାଙ୍କ ର ସାକ୍ଷ୍ୟାତ ଅଭିନେତ୍ରୀ ଗୀତା ଙ୍କ ସହ ହେଇଥିଲା , ଗୀତା ମାଲା ଙ୍କୁ ଡ଼ାଇରେକ୍ଟର ଶର୍ମା ଙ୍କ ପାଖ କୁ ନେଇଯାଇଥିଲେ ଏବଂ କେଦାର ଶର୍ମା ଫିଲ୍ମ ରଙ୍ଗୀନ ରାତେ ରେ ମାଲା ଙ୍କୁ କାମ କରିବା ର ସୁଯୋଗ ଦେଇଥିଲେ ଏହାପରେ 1957 ରେ ଆସିଥିବା ଫିଲ୍ମ ପ୍ୟାସା ରେ ସେ କାମ କରିଥିଲେ I ଏବଂ ଏହା ପରେ ତାଙ୍କ କ୍ୟାରିୟର ରେ ଅନେକ ପରିବର୍ତନ ଆସିଥିଲା I

ଏପରି ବି କୁହାଯାଇଥାଏ ମାଲା ଜଣେ କଂଜୂସ ସ୍ଵଭାଵ ର ଅଟନ୍ତି I ଏବଂ ଏହି କଞ୍ଜୁସୀ ସେ ନିଜ ପିତା ଙ୍କ ଠାରୁ ଶିଖିଛନ୍ତି I ମାଲା ଖୁବ ପଇସା ଲୋଭି ଥିଲେ I ମିଡ଼ିଆ ରିପୋର୍ଟ ମୁତାବିକ ମାଲା ଙ୍କ ଘରେ ଆୟକର ବିଭାଗ ଯେତେବେଳେ ରେଡ କରିଥିଲେ ତେବେ ତାଙ୍କ ବାଥରୁମ ରୁ 12 ଲକ୍ଷ୍ୟ ଟଙ୍କା ମିଳିଥିଲା ଯାହା ତାଙ୍କ ର ବାଥରୁମ ଭିତରେ ଲୁଚାଯାଇଥିଲା I

ମାଲା , ଚିଦାମ୍ବର ପ୍ରସାଦ ଲୋହାନୀ ନାମ ଜଣେ ବ୍ୟକ୍ତି ଙ୍କ ସହ ବିବାହ କରିଥିଲେ I ବିବାହ ପରେ ତାଙ୍କ ର ଏକ ଝିଅ ହେଇଥିଲା ତାଙ୍କ ନାମ ପ୍ରତିମା ଅଟେ I ଏବଂ ତାଙ୍କ ଝିଅ ବି ବଲିଉଡ ରେ କ୍ୟାରିୟର କରିବାକୁ ପ୍ରୟାସ ଜାରି ରଖିଛନ୍ତି I କିନ୍ତୁ ତାଙ୍କ ର ଘର ର ଏହି ବଦନାମୀ ରେ ତାଙ୍କ ର ବି କ୍ୟାରିଅର ଶେଷ ହେଇଯାଇଛି I

The post ବାଥରୁମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଚାଇ ରହିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଇନକମ ଟ୍ୟାକ୍ସ ଅଫିସର ଦ୍ୱାରା ପଡ଼ିଥିଲେ ଧରା… appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/panchati-rati-upare-lakhminara/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here