ବାଥରୁମରେ ଡ୍ରେସ ଚେଞ୍ଜ କରୁଥିଲା ଯୁବତୀ, ସେଠି ଲାଗିଥିଲା କ୍ୟାମେରା, ସେହି ସମୟ ରେ ହେଲା କିଛି ଏପରି, ଯାହାକି ଆପଣ ସ୍ୱପ୍ନରେ ବି ଭାବି ନଥିବେ

0
Advertisement


ଏମଏମଏସ ଏହି ଶବ୍ଦ ତ ଆପଣ ଆଗରୁ ଶୁଣିଥିବେ I ଶୁଣିବା ଛାଡ଼ନ୍ତୁ ଏପରି ଅନେକ ବିଡ଼ିଓ ଦେଖିଥିବେ ମଧ୍ୟ I ଏ ପ୍ରକାର ର ଏମଏମଏସ ଭିଡିଓ ବହୁତ ବ୍ୟକ୍ତିଗତ ହେଇଥାଏ ଯାହା କି ଝିଅ ଙ୍କ ର ବ୍ୟକ୍ତିଗତ ଯିବନି ସମ୍ବନ୍ଧ ରେ ଅନ୍ୟ ଲୋକଙ୍କ ସହ ସେୟାର କରାଯାଇଥାଏ I ଏବଂ ଏପରି କିଛି ଲୋକେ ଯେଉଁମାନେ କି ଏହି ଏମଏମଏସ କୁ ବନେଇବା କୁ ଏତେ ତଳକୁ ଖାସିଥାନ୍ତି କି ଆପଣ ବିଶ୍ୱାସ ବି କରିବେ ନାହିଁ I ବାଥରୁମ ରେ , କୌଣସି ମଲ ର ଚେଞ୍ଜ ରୁମ ରେ ଲୁଚାଇକି କ୍ୟାମେରା ରଖାଯାଇଥାଏ I କିଛି କାପୁଲସ ହନିମୁନ ମନାଇବା କୁ ହୋଟେଲ କୁ ଯାଇଥାନ୍ତି ସେଠାରେ ମଧ୍ୟ ଅନେକ ସ୍ଥାନ ରେ କିଛି ଖଳ ସ୍ଵଭାଵ ର ଲୋକେ ଏପରି କ୍ୟାମେରା ରେ ଲୋକଙ୍କ ର ବ୍ୟକ୍ତିଗତ ମୁହୂର୍ତ୍ତ ର ବିଡ଼ିଓ କୁ ରେକର୍ଡ କରିଥାନ୍ତି I

ଏବଂ ଏହିପରି ଏମଏମଏସ ଭିଡିଓ କୁ ଇଣ୍ଟର୍ନେଟ ମାଧ୍ୟମରେ ଭାଇରଲ କରାଯାଇଥାଏ I ଏହି ସବୁ ପଛରେ ଏହି ଭିଡିଓ କୁ ରେକର୍ଡ କରିଥିବା ବ୍ୟକ୍ତି ହେଉଛି ମେନ ଖଳନାୟକ ଅଟେ I ଏବଂ ଯାହା ଫଳରେ କି ଲୋକେ ଏହି ଭିଡ଼ିଓ କୁ ଦେଖି ଅନେକ ଚର୍ଚା ରେ ରଖିଥାନ୍ତି I

ଆପଣ ତ ଏହା ବେଶ ଭଲ ଭାବରେ ଜାଣିଥିବେ କି ଯଦି ଜଣେ ଝିଅ ର ଏମଏମଏସ ଭାଇରଲ ହେଇଥାଏ ତ ସେ ଝିଅ ସାରା ଦୁନିଆ ଲୋକଙ୍କ ଆଗରେ ମୁଣ୍ଡ ଟେକି ବାଟ ଚାଲିପାରେ ନାହିଁ I

ଆଜିକାଲି ଏହି ଯେଉଁ ଝିଅ ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏହା କୁ ସେଠାକାର ଏକ ବାଥରୁମ ରେ ଏକ ଗୁପ୍ତ କ୍ୟାମେରା ମାଧ୍ୟମରେ ରେକର୍ଡ କରାଯାଇଥିଲା I କାରଣ ଅଧିକାଂଶ ଆମେ ବାଥରୁମ ରେ ଆଇନା ଦେଖିଥାଉ କିନ୍ତୁ ଅନେକ କିଛି ହୋଟେଲ ରେ ଏହି ଆଇନା ପଛ ରେ ଗୁପ୍ତ କ୍ୟାମେରା ରଖା ଯାଇଥାଏ I

ଦେଖନ୍ତୁ ଭିଡ଼ିଓ

ଯେପରି କି ଆପଣ ଏହି ଭିଡିଓ ରେ ଦେଖିଲେ କି ଏହି ସୋସିଆଲ ଏକ୍ସପେରିମେଟ ରେ ଲୋକଙ୍କୁ ଏକ ଭଲ ସନ୍ଦେଶ ଦେବାକୁ ଚାହୁଁଥିଲେ I ଝିଅ ଟି ର କଥା ସଠିକ ଯଦି ସେହି ସ୍ଥାନ ରେ ଆପଣ ଙ୍କ ର କେହି ପ୍ରିୟ ପରିଜନ ଥାନ୍ତେ କଣ ଆପଣ ଏପରି ଏହି ଭିଡ଼ିଓ କୁ ଦେଖିକି ସେୟାର କରିଥାନ୍ତେ I

The post ବାଥରୁମରେ ଡ୍ରେସ ଚେଞ୍ଜ କରୁଥିଲା ଯୁବତୀ, ସେଠି ଲାଗିଥିଲା କ୍ୟାମେରା, ସେହି ସମୟ ରେ ହେଲା କିଛି ଏପରି, ଯାହାକି ଆପଣ ସ୍ୱପ୍ନରେ ବି ଭାବି ନଥିବେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here