ବାଇକରେ କରିଲେ ଏହି ଟିକେ ପରିବର୍ତନ ଆଉ ମାଇଲେଜ ହୋଇଗଲା ଆଭରେଜ ୧୫୩ କିଲୋମିଟର

0
Advertisement

ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି ଆମ ଦେଶ ସବୁ ଯୋଗାଡ଼ କରିବା ମାମଲା ରେ ଆଗରେ ରହିଛି I ଯେମିତି କି ଦେଖନ୍ତୁ ଉତ୍ତରପ୍ରଦେଶ ଜଣେ ଯୁବକ ଏପରି ଏକ ଯୁଗାଡ଼ ରେ ଲାଗିପଡ଼ିଥିଲେ ଓ ଗୋଟେ ବାଇକ ଲିଟର ପ୍ରତି 150 କିମି ମାଇଲେଜ ଦେଖାଇବା ପରି ବ୍ୟବସ୍ତା କରିଥିଲେ I ସାଧାରଣ ଭାବରେ ଗୋଟେ ବାଇକ ଏକ ଲିଟର ରେ 70 କିମି ଯାଇଥାଏ , କିନ୍ତୁ ସେହି ଯୁବକ ଙ୍କ ର ଯାଦୁଗରୀ ମେକାନିକ ନ କହିଲେ ଚଳେ I

କିଏ ଏହି ବ୍ୟକ୍ତି
ଏ ହେଉଛନ୍ତି ଉତ୍ତରପ୍ରଦେଶ ର କୌଶିବି ଜିଲ୍ଲା ର ଗୁଦଦୀ ଗ୍ରାମ ରେ ରହୁଥିବା ବିବେକ କୁମାର ପାଟିଲ I ବିବେକ ବାଇକ ଇଂଜିନ କୁ ନେଇ ଅନେକ ବର୍ଷ ହେବ ରିସର୍ଚ୍ଚ କରୁଥିଲେ ଏବଂ ସେ ଏହି ବାଇକ ଇଂଜିନ ରେ ପରିବର୍ତନ କରି 30 ରୁ 35 କିମି ପର୍ଯ୍ୟନ୍ତ ମାଇଲେଜ ବଢାଇପାରିବେ I

ଦୁଇ ସଂସ୍ଥା କଲେ ପ୍ରମାଣିତ
ଖବର ମୁତାବିକ ଶୁଣିବାକୁ ମିଳୁଛି କି ବିବେକ ଙ୍କ ର ଏହି ରିସର୍ଚ୍ଚ ଅନୁସାରେ ସବୁ ବାଇକ କମ୍ପାନୀ ମଧ୍ୟ ଏହି ଟ୍ୱେକ୍ଟୋଲୋଜି କୁ ଆପଣେଇବାକୁ ଯାଉଛନ୍ତି I

ତାଙ୍କ ର ଏହି ଆଇଡିଆ କମ୍ପାନୀ ଗ୍ରାଣ୍ଡ କରିଛି ମଧ୍ୟ
ରିପୋର୍ଟ ଅନୁସାରେ ଶୁଣିବାକୁ ମିଳୁଛି କି ବିବେକ ଙ୍କ ର ଏହି ରିସର୍ଚ୍ଚ ବେଶ ଫଳପ୍ରଦ ହେଇଚି ଓ ଅନ୍ୟ ବାଇକ କମ୍ପାନୀ ବର୍ତମାନ ଯେପରି କି ଏହାକୁ ପ୍ରମାଣିତ କରିବାକୁ ଯାଇ ମୋତିଲାଲ ନେହୁରୁ ଇନ୍ଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ଏହା ର ଟେଷ୍ଟିଙ୍ଗ କରିଥିଲେ I

ପେଟଟ ପାଁଇ ଆବେଦନ
ସୂଚନା ନୌଶରେ ୟୁପିଏସଟି ବିବେକ ଙ୍କ ର ଏହି ନୂଆ ଟେକନିକ କୁ ରେଜିଷ୍ଟ୍ରସନ ପାଁଇ ପଠାଇଛନ୍ତି ଯାହା ଫଳରେ କି ଏହି ଟେକ୍ନୋଲୋଜି କାମର୍ସିୟାଲ ବ୍ୟବହାର ରେ ମଧ୍ୟ ଲାଗିପାରିବ I

ଷ୍ଟାର୍ଟଅଫ ପ୍ରୋଜେକ୍ଟ ହେଲା
କଟାର ରେ ହେଇଥିଲା ଶ୍ରୀ ବୈଷ୍ଣ ଦେବୀ ୟୂନିବାରସିଟି ର ଟେକ୍ନୋଲୋଜି ବିଜନେସ ଇନ୍ଷ୍ଟିଟ୍ୟୁଟ ରେ ଏହି ଟେକ୍ନୋଲୋଜି କୁ ନେଇ ରେଜିଷ୍ଟାର କରାଯାଇଥିଲା ଓ ଏହି ପ୍ରୋଜେକଟ କୁ ଆଗକୁ ବଢାଇବା ପାଁଇ 75 ଲକ୍ଷ ଟଙ୍କା ର ଅନୁଦାନ ରାଶି ମଧ୍ୟ ମିଳିଛି I

The post ବାଇକରେ କରିଲେ ଏହି ଟିକେ ପରିବର୍ତନ ଆଉ ମାଇଲେଜ ହୋଇଗଲା ଆଭରେଜ ୧୫୩ କିଲୋମିଟର appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/baiire-karila-epari-chota-paribartana/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here