ବରବାଦ ହେବାର ଶେଷ ସୀମାରେ ଏହି ଦେଶ, ଶବ ପୋତିବାକୁ ମିଳୁନାହିଁ ଜାଗା, ସବୁଦିନ ହେଉଛି ଏତେ ଜଣଙ୍କ ମୃତ୍ୟୁ …

0
Advertisement

ବର୍ତମାନ ସମୟ ରେ କରନା ମହାମାରୀ କୁ ନେଇ ପୁରା ଦେଶ ରେ ଲୋକେ ଅନେକ ମାତ୍ରା ରେ ମୃତ୍ୟୁବରଣ କରିଛନ୍ତି I ଚୀନ ଆମେରିକା ,ଭାରତ , ରୁଷ , ସ୍ପେନ ପରି ଅନେକ ଦେଶ ରେ ଲୋକେ କରନା ସଂସ୍ପର୍ଶ ରେ ଆସିଛନ୍ତି I ବର୍ତମାନ ଏହି ସଂକରଣ ବ୍ରାଜିଲ ରେ ଅଧିକ ମାତ୍ରା ରେ ବ୍ୟାପିବା ରେ ଲାଗିଛି I ବିଗତ ଦୁଇ ଦିନ ରେ ବ୍ରାଜିଲରେ ମୃତ୍ୟୁସଂଖ୍ୟା ଅଧିକ ବୃଦ୍ଧି ପାଇଛି I ବର୍ତମାନ ମୃତ ସଂଖ୍ୟା 1179 ଅଟେ I

କବରସ୍ଥାନ ରେ ଜାଗା ନାହିଁ
ଅନେକ ଦେଶ ରେ କରନା କାରଣ ରୁ ସେଠାକାର ସ୍ତିତି ଖରାପ ହେବାରେ ଲାଗିଛି I ଏବଂ ଅନେକ ଭୟାବହ ପରିସ୍ଥିତି ଦେଖିବା କୁ ମିଳିଛି I ତେଣୁ ମୃତ୍ୟୁ ସଂଖ୍ୟା ଏତେ ମାତ୍ରା ରେ ବୃଦ୍ଧି ପାଇଛି କି ଶବ ସତ୍କାର କରିବା କୁ ଜାଗା ନାହିଁ | କାରଣ ଏକ ଦିନ ରେ ସେଠାରେ 1179 ଜଣ ଲୋକେ ମୃତ୍ୟୁବରଣ କରିଛନ୍ତି I ଏବଂ ପରିବାର ସଦସ୍ୟ ମଧ୍ୟ ଶବ ଗୁଡିକ କୁ ରାସ୍ତା ଛାଡି ଚାଲିଯାଇଛନ୍ତି |

ବ୍ରାଜିଲ ରେ କରନା ମାମଲା 319069 କୁ ବୃଦ୍ଧି ପାଇଛି ଏବଂ ମୃତକ ଙ୍କ ର ସଂଖ୍ୟା 20541 ଅଟେ i ଯାହା କି ବହୁତ ଅଧିକ ଅଟେ i କୌଣସି ଯୁଧ୍ୟ ରେ ହୁଏତ ଏତେ ସଂଖ୍ୟା ରେ ଲୋକେ ମୃତ୍ୟୁବରଣ କରି ନ ଥିଲେ i ତେଣୁ ଶବ ସତ୍କାର କରିବା କୁ ସେଠାରେ ଆଉ ଜାଗ ନାହିଁ i ସବୁଠାରୁ ଚିନ୍ତା ର ବିଷୟ ଏହା କି ଲଗାତାର ସେଠାରେ ସଂକ୍ରମଣ ର ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି I

ରାସ୍ତା ରେ ହିଁ ସବ ଛାଡି ଯାଉଛନ୍ତି
କରନା ଯୋଧ୍ୟା ହେଉଛନ୍ତି ଡାକ୍ତର , ନର୍ସ , ପୋଲିସ ଓ ପ୍ରଶାସନ ନୁହନ୍ତି ଏହି କବରସ୍ତାନ ରେ କାମକରୁଥିବା ଲୋକେ ମଧ୍ୟ ଜଣେ ଜଣେ କରନା ଯୋଧ୍ୟା ଅଟନ୍ତି I ବ୍ରାଜିଲ ର ସେଓ ପାଉଲ ରେ ଲେଟିନ ଆମେରିକା ଦେଶ ରେ ସବୁଠାରୁ ବଡ଼ କବରସ୍ତାନ ରହିଛି I ଯାହା ର ନାମ ବିଲଫୋମର୍ସ ଅଟେ I ଏବଂ ବର୍ତମାନ ସମୟ ରେ ଏହି କବରସ୍ତାନ ରେ ଶବ ସତ୍କାର କରିବା କୁ ଲୋକେ 8 ଘଣ୍ଟା ପରିବର୍ତେ 12 ଘଣ୍ଟା କାମ କରୁଛନ୍ତି I

ସେଠାକାର କର୍ମଚାରୀ ଙ୍କ କହିବା ଅନୁସାରେ ଏକ ଶବସତ୍କାର କରିବା ବେଳ କୁ ନୂଆ 15 ଗୋଟି ଶବ ଆସିଯାଉଛି I ବର୍ତମାନ ସେଠାରେ ଦିନ ରାତି ଶବ ସତ୍କାର କାମ ଚାଲୁଚି I ଏପରି ସମୟ ରେ କବରସ୍ତାନ କୁ ଆସୁଥିବା କିଛି ଲୋକେ ରାସ୍ତା ରେ ମଧ୍ୟ ନିଜ ପରିଜନ ଙ୍କ ର ମୃତ ଦେହ ଛାଡି ଚାଲିଯାଉଛନ୍ତି I

ସୂଚନା ଅନୁସାରେ କରନା ଦ୍ୱାରା କିଛି ଦେଶ ବିଶେଷ ଅଧିକ ପ୍ରଭାବିତ ହେଇଛନ୍ତି I ଯେଉଁଥିରେ ଆମେରିକା, ରୁଷ ଓ ଭାରତ ପରି ଦେଶ ର ନାମ ରହିଛି I ଆମ ଭାରତ ରେ ବିଗତ 24 ଘଣ୍ଟା ରେ 6767 ଗୋଟି ନୂତନ ମାମଲା ଦେଖିବା କୁ ମିଳିଛି ଏବଂ 147 ଜଣ ଲୋକ ଙ୍କ ର ମୃତ୍ୟୁ ହେଇଯାଇଛି I ବର୍ତମାନ ମଧ୍ୟ ଭାରତ ରେ ଲକଡାଉନ ଜାରି ରହିଛି I ତେଣୁ ଲୋକେ ନିଜ କୁ ଘରେ ସଙ୍ଘରଧ ଭାବ ରେ ମଧ୍ୟ ରଖିଛନ୍ତି I ଯାହା ଦ୍ୱାରା ଆପଣ ନିଜ କୁ ନିରାପଦ ରଖିପାରିବେ I

The post ବରବାଦ ହେବାର ଶେଷ ସୀମାରେ ଏହି ଦେଶ, ଶବ ପୋତିବାକୁ ମିଳୁନାହିଁ ଜାଗା, ସବୁଦିନ ହେଉଛି ଏତେ ଜଣଙ୍କ ମୃତ୍ୟୁ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //odianews24.info/ehi-desare-aau-nahi-jaga-ebe/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here