ଫିଲ୍ମରେ ଆସୁଥିବା ଛୁଆ ମାନଙ୍କର ଏହି ସତ୍ୟତା ବିଷୟରେ ଜାଣି ନଥିବେ ଆପଣ… ଜାଣିକି ଆଶ୍ଚର୍ଯ୍ୟ ହେବେ ଆପଣ …

0
Advertisement

ଫିଲ୍ମ ଦେଖିବା ର ସଉକ ତ ସମସ୍ତ ଙ୍କ ର ରହିଛି I ଭାରତୀୟ ସିନେମା ର ଆରମ୍ଭ ବର୍ତମାନ ନୁହେ ଅନେକ ବର୍ଷ ତଳୁ ଆରମ୍ଭ ହେଇଚି I ଭାରତୀୟ ସିନେମା ଜଗତ ରେ ପ୍ରତୋକ ଆୟୁ ର ଲୋକ ଙ୍କ ପାଁଇ ମଧ୍ୟ ଚଳଚିତ୍ର କରାଯାଇଛି I ଏକ ଚଳଚିତ୍ର ର କାହାଣୀ ରେ ଅଭିନେତା ଓ ଅଭିନେତ୍ରୀ ଙ୍କ ପରି ଖଳନାୟକ ଭୂମିକା ର ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ ଭୂମିକା ରହିଛି I ସେହିପରି ବର୍ତମାନ ସମୟ ରେ ଆପଣ ଅନେକ କୁନି କୁନି କଳାକାର ଙ୍କୁ ମଧ୍ୟ ଅଭିନୟ କରିବା ର ଦେଖିଥିବେ I

ସବୁ ଦର୍ଶକ ଙ୍କ ର ଦାବି ପୁରା କରିବା କୁ ଯାଇ ସିନେମା ନିର୍ଦେଶକ ମାନେ ମଧ୍ୟ ବାଲ୍ୟ କଳାକାର ଙ୍କୁ ଫିଲ୍ମ ରେ ମିଶାଇଥାନ୍ତି I କାରଣ ଅନେକ ଚଳଚିତ୍ର ରେ ଏହି ବାଲ୍ୟ କଳାକାର ଙ୍କ ର ଅଭିନୟ କୁ ନେଇ ହିଁ ଫିଲ୍ମ ଟି ସୁପର ହିଟ ହେଇଥାଏ I

ଯେତେବେଳେ ଆମେ ଫିଲ୍ମ ରେ ଏହି ବାଲ୍ୟ କଳାକାର ଙ୍କୁ ଦେଖିଥାଉ ତ ଏହା ହିଁ ଅନୁମାନ କରିଥାଉ କି ଏହି ପିଲାମାନେ ଭଲ ଅଭିନୟ କରୁଛନ୍ତି I କିନ୍ତୁ ଏହା ର ସତ୍ୟତା କିଛି ଅଲଗା ରହିଥାଏ I ଏହି ଆମେ ଏହି ବିଷୟ ରେ ଆଲୋଚନା କରିବା I

ଏହି ଚଳଚିତ୍ର ଗୁଡିକ ରେ ଏହି କୁନି କୁନି କଳାକାର ଙ୍କୁ ଦେଖି ଆପଣ ଏହା ହିଁ ଚିନ୍ତା କରୁଥିବେ କି ଏହି ପିଲାମାନେ କୌଣସି ଅଭିନେତା ଓ ଅଭିନେତ୍ରୀ ଙ୍କ ର ପିଲାମାନେ ଅଟନ୍ତି I କିନ୍ତୁ ଏହା ଭାବିବା ଆପଣ ଙ୍କ ର ଭୁଲ ଅଟେ I ସେହି ପିଲାମାନେ ନିଜ ପିତାମାତା ଙ୍କ ସହ ଫିଲ୍ମ ର ଅଡିସନ ପାଁଇ ଆସିଥାନ୍ତି | ଏବଂ ଅଡିସନ ପରେ ଫିଲ୍ମ ର କାହାଣୀ ପାଁଇ ଯେଉଁ ପିଲାଟି ଉପଯୁକ୍ତ ଅଟେ ସେହି ପିଲାଟି କୁ ଫିଲ୍ମ ନିର୍ଦେଶକ ମନୋନୀତ କରିଥାନ୍ତି I ଏହିପରି ପିଲା ଙ୍କୁ ଫିଲ୍ମ ରେ ମିଶାଯାଇଥାଏ I

ଏତିକି ଦରମା ମିଳିଥାଏ
ଅନେକ ସମୟ ରେ ଫିଲ୍ମ ନିର୍ଦେଶକ ଙ୍କୁ ଅନେକ ବର୍ଗ ର ପିଲା ଆବଶ୍ୟକ ରହିଥାଏ I ଫିଲ୍ମ ର ସୁଟିଂ ଓ କାହାଣୀ ଆଧାର ରେ ହିଁ ଏହି ପିଲା ଙ୍କ ର ଚୟନ ହେଇଥାଏ I ଏବଂ ଏକ ପିଲା ଏକ ଦିନ ର ଅଭିନୟ ପାଁଇ ପ୍ରାୟ 10 ହଜାର ରୁ 20 ହଜାର ପର୍ଯ୍ୟନ୍ତ ବେତନ ନେଇଥାନ୍ତି I ଏହି ଟଙ୍କା ପିଲାଟି ର ପିତାମାତା ଙ୍କୁ ଦିଆ ଯାଇଥାଏ I

ଆପଣ ଜାଣି ରଖନ୍ତୁ କି 70 ଦଶକ ରେ ମଧ୍ୟ ଫିଲ୍ମ ଇନ୍ଦଫସ୍ତ୍ରୀ ରେ ବାଲ୍ୟ କଳାକାର ଙ୍କୁ ଆପଣ ଦେଖିଥିବେ I ବର୍ତମାନ ଏହି ବାଲ୍ୟ କଳାକାର ଫିଲ୍ମ ଜଗତ ରେ ଅଭିନେତା ଓ ଅଭିନେତ୍ରୀ ରୂପେ ନିଜ କଳାକୃତି ର ପ୍ରଦାସନ ମଧ୍ୟ କରୁଛନ୍ତି I ଯେଉଥିବିରେ ନିଁତୁ ସିଂ , ପଦ୍ମିନୀ , କୋହଲପୁରୀ ଓ ସଚିନ ପ୍ରମୁଖ ଅଟନ୍ତି I

ତାରେ ଜମିନ ପର ରେ ଏହି ପିଲାଟି ବେଶ ସୁନ୍ଦର ଅଭିନୟ କରିଥିଲା I ଏହି ଫିଲ୍ମ ରେ ଏହି ପିଲାଟି ର ଅଭିନୟ କୁ ନେଇ ଫିଲ୍ମ ତୁ ସୁପର ହିଟ ମଧ୍ୟ ହେଇଥିଲା I ଏହି ଫିଲ୍ମ ର କାହାଣୀ ଅନେକ ସାମାଜିକ ଓ ସମ୍ବେଦନଶୀଳ ଦୃଶ୍ୟ ଉପରେ ଆଦୃତ ହେଇଚି I

The post ଫିଲ୍ମରେ ଆସୁଥିବା ଛୁଆ ମାନଙ୍କର ଏହି ସତ୍ୟତା ବିଷୟରେ ଜାଣି ନଥିବେ ଆପଣ… ଜାଣିକି ଆଶ୍ଚର୍ଯ୍ୟ ହେବେ ଆପଣ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here