ପ୍ୟାଣ୍ଟ ନ ପିନ୍ଧି ଘରୁ ବାହାରକୁ ଆସିଗଲେ ଚଙ୍କି ପାଣ୍ଡେ ଙ୍କ ଝିଅ ଅନନ୍ୟା ପାଣ୍ଡେ, ଲୋକ ଦେଖିବା ମାତ୍ରେ କରିଲେ ଏପରି

0
Advertisement


ଅନନ୍ୟ ପାଣ୍ଡେ ବିଗତ ଦିନ ରେ ବଲିଉଡ ରେ ଦୁଇଟି ଫିଲ୍ମ ରେ କାମ କରି ବେଶ ସୁପରିଚିତ ହେଇଯାଇଛନ୍ତି I ବିଗତ ବର୍ଷ କରଣ ଜୋହର ଙ୍କର ଫିଲ୍ମ “ସ୍ଟୁଡେଣ୍ଟ ଅଫ ଦି ଇଅର 2 ” ରେ ଡେବ୍ୟୁ କରିଥିଲେ I ଏହି ଫିଲ୍ମ ରେ ଟାଇଗର ଓ ତାରା ସୁତାରୀୟ ମଧ୍ୟ ଯୋଗ ଦେଇଥିଲେ I ଏହି ଫିଲ୍ମ ସେପରି ଅଧିକ ସଫଳ ହେଇ ନ ଥିଲେ ମଧ୍ୟ ଅନନ୍ୟ ପାଣ୍ଡେ ବେଶ ସୁପରିଚିତ ହେଇଥିଲେ I

ବିଗତ ଦିନ ରେ ବକ୍ସ ଅଫିସ ରେ ଅନନ୍ୟ ପାଣ୍ଡେ ଙ୍କ ର ଫିଲ୍ମ “ପତି ପତ୍ନୀ ଔର ବୋ ” ରିଲିଜ ହେଇଥିଲା I ଏହି ଫିଲ୍ମ 1971 ରେ ଆସିଥିବା ଫିଲ୍ମ ପତି ପତ୍ନୀ ଔର ବୋ ର ରିମିକ ଅଟେ I ଏହି ଫିଲ୍ମ ରେ କୀର୍ତ୍ତିକ ଆର୍ଯ୍ୟନ ଓ ଭୂମି ମଧ୍ୟ ଅଭିନୟ କରିଛନ୍ତି I

ବିଗତ ଦିନ ରେ ଫିଲ୍ମ ର କଳାକାର ମାନେ ମଧ୍ୟ ନିଜ ର ପ୍ରଶଂସକ ଙ୍କ ର ପାଁଇ ନିଜ ର ଫୋଟୋ ଓ ଭିଡିଓ ମଧ୍ୟ ସେୟାର କରିଥାନ୍ତି I ଏବଂ ଏହି ଫୋଟୋ ଓ ଭିଡିଓ ପାଁଇ ସେ ବେଶ ଚର୍ଚା ରେ ମଧ୍ୟ ରହିଥାନ୍ତି I

ତେବେ କିଛି ଘଟଣା ରେ ଦର୍ଶକେ ସମାଲୋଚନା କରିବେ ଏହା ତ ସାଧାରଣ କଥା ହେଇଗଲାଣି I କୌଣସି ନା କୌଣସି କାରଣ କୁ ନେଇ ଏହି କଳାକାର ମାନେ ସର୍ବଦା ଚର୍ଚା ରେ ରହିଥାନ୍ତି I ତେବେ ବିଗତ ଦିନ ରେ ଅଭିନେତ୍ରୀ ଅନନ୍ୟ ପାଣ୍ଡେ ମଧ୍ୟ ଦର୍ଶକ ଙ୍କ ର ସମାଲୋଚନା ର ମଧ୍ୟ ଶିକାର ହେଇଛନ୍ତି I କାରଣ ସେ ବିଗତ ଦିନ ରେ ଏକ ସୋ କୁ ଯାଇଥିଲେ I ଏବଂ ସେଠାରେ ସେ ଜଣେ ଆଉଟସାଇଡ଼ର ଷ୍ଟ୍ରଗଲ କୁ ନିଜ ର ପିତା ଙ୍କ ର ଷ୍ଟ୍ରଗଲ ସହ କମ୍ପେୟର କରିଥିଲେ I

ଅନନ୍ୟ ପାଣ୍ଡେ ଏହା ମଧ୍ୟ କହିଛନ୍ତି ତାଙ୍କ ପିତା କେବେ କେବେ ସୋ କାଫି ବିଦ କାରଣ କୁ ଯାଇନାହାନ୍ତି I ଓ କେବେ ହେଲେ ଧର୍ମା ପ୍ରଡକ୍ସନ ସହ ମଧ୍ୟ କାମ କରିନାହାନ୍ତି I ତେବେ ଏହି ସୋ ରେ ତାଙ୍କ ସହ ସିଦ୍ଧାର୍ଥ ଚତୁର୍ବେଦୀ ମଧ୍ୟ ଉପସ୍ଥିତ ଥିଲେ I

ଫିଲ୍ମ ଗଲି ବୟ ରେ ସିଦ୍ଧାର୍ଥ ଙ୍କୁ ଦେଖିବା କୁ ମିଳିଥିଲା I ସିଦ୍ଧାର୍ଥ ଏହା ମଧ୍ୟ କହିଛନ୍ତି କି ବିଗତ ଦିନ ରେ ଅନନ୍ୟ ପାଣ୍ଡେ ସୋସିଆଲ ମିଡ଼ିଆ ରେ ସମାଲୋଚନା ର ଶିକାର ହେଇଛନ୍ତି I କାରଣ ଅନନ୍ୟ ପାଣ୍ଡେ ଙ୍କ ର ଏକ ଏୟାରପୋର୍ଟ ଏୟାରପୋର୍ଟ ନିକଟ ରେ କିଛି ଫୋଟୋ ନଜର କୁ ଆସିଥିଲା I ଏହି ଫୋଟୋ ରେ ସେ ପ୍ୟାଣ୍ଟ ନ ପିନ୍ଧିବା ପରି ପ୍ରତିତ ହେଉଛନ୍ତି I ଅଟେ ସର୍ଟ ଡ୍ରେସ ପିନ୍ଧିବା କୁ ନେଇ ସେ ସମାଲୋଚିତ ହେଇଛନ୍ତି I

ଏୟାରପୋର୍ଟ ର ଏହି ଅନନ୍ୟ ପାଣ୍ଡେ ଙ୍କ ର ଫୋଟୋ ବେଶ ଅଧିକ ଭାଇରଲ ହେଇଚି I ଏହି ଫୋଟୋ ରେ ଆପଣ ଦେଖିପାରୁଥିବେ ସେ ଏକ ଲମ୍ବା ସୁଇଟର ପିନ୍ଧିଛନ୍ତି I

ଲୋକ ଙ୍କ ର କିଛି କମେନ୍ଟ

The post ପ୍ୟାଣ୍ଟ ନ ପିନ୍ଧି ଘରୁ ବାହାରକୁ ଆସିଗଲେ ଚଙ୍କି ପାଣ୍ଡେ ଙ୍କ ଝିଅ ଅନନ୍ୟା ପାଣ୍ଡେ, ଲୋକ ଦେଖିବା ମାତ୍ରେ କରିଲେ ଏପରି appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here