ପ୍ରିୟଙ୍କା ଛୋପଡା ଙ୍କର ସ୍ୱାମୀ ହେଉଛନ୍ତି ଆମେରିକାର ସବୁଠୁ ଧନୀ ବ୍ୟକ୍ତି , ତାଙ୍କ ଆଗରେ ଅମ୍ବାନୀ ବି ଫେଲ

0
Advertisement

ବଲିଉଡ ରେ ଦେଶୀ ଗାର୍ଲ ନାମ ରେ ପରିଚିତ ପ୍ରିୟଙ୍କା ଙ୍କ ର ଆଜିକା ସମୟ ରେ କୌଣସି ପରିଚୟ ର ଆବଶ୍ୟକତା ଦରକାର ନାହିଁ | ସେ ଆମେରିକା ର୍ନିକ ଙ୍କୁ ବିବାହ କରି ବର୍ତମାନ ସାରା ଦୁନିଆ ରେ ଚର୍ଚା ରେ ରହିଛନ୍ତି | ତାଙ୍କ ର ବିବାହ ର ଚର୍ଚା ବି ଖୁବ ଲାଗିରହିଛି | ତେବେ ଦେଖିବାକୁ ଗଲେ ପ୍ରିୟଙ୍କା ଙ୍କ ଠାରୁ ତାଙ୍କ ପତି ପ୍ରାୟ 11 ବର୍ଷ ସାନ ଅଟନ୍ତି | କିନ୍ତୁ ଏହି ସବୁ କୁ ନ ଦେଖି ଉଭୟ ବିବାହ କରିଛନ୍ତି | ତେବେ ପ୍ରିୟଙ୍କା ଯାହାଙ୍କୁ ବିବାହ କରିଛନ୍ତି ସେ ଖୁବ ଧନୀକ ଶ୍ରେଣୀ ର ବ୍ୟକ୍ତି ଅଟନ୍ତି |

250 କୋଟି ରୁ ବି ଅଧିକ
ଆଜିକା ସମୟ ରେ ଟଙ୍କା ଯାହା କି ସାଧାରଣ ବ୍ୟକ୍ତି ରୋଜଗାର କରିବା କଷ୍ଟକର ହେଉଛି ଅନ୍ୟପଟେ ନିକ ଙ୍କ କଥା ଦେଖିବା ଯଦି ତାଙ୍କର ପ୍ରାୟ 250 କୋଟି ଟଙ୍କା ର ସମ୍ପତି ରହିଛି | ସେ କୌଣସି ବିଜନେସମ୍ୟାନ ନୁହନ୍ତି ସେ ଜଣେ ଅଭିନେତା ଅଟନ୍ତି | ତାଙ୍କ ପାଖ ରେ ନିଜ ର ଅନେକ ଲଜ୍ଜରି ଗାଡି ମଧ୍ୟ ରହିଛି | ଏବଂ ହଲିଉଡ଼ ରେ ସେ ସବୁଠାରୁ ହାଇ ପେଡ ସେଲିବ୍ରିଟି ଅଟନ୍ତି | ତାଙ୍କ ପାଖ ରେ ତିନିଗୋଟି ଅଲିଶାନ ଘର ମଧ୍ୟ ରହିଛି |

ରୋଜଗାର ରେ ପ୍ରିୟଙ୍କା ବି ପଛ ରେ ଅଛନ୍ତି |
2017 ରେ ନଭେମ୍ବର ରେ ଫୋବ୍ସ ତାଲିକା ଅନୁସାରେ ପ୍ରିୟଙ୍କା ଙ୍କ ର ବର୍ଷ କୁ ରୋଜଗାର 10 ମିଲିୟନ ଅର୍ଥାତ 64 କୋଟି ଟଙ୍କା ରୋଜଗାର ହେଇଥାଏ | ସେହିପରି ନିକ ଙ୍କ ର ରୋଜଗାର 24 ମିଲିୟନ ଅର୍ଥାତ 171 କୋଟି ଟଙ୍କା ହେଇଥାଏ | ତେବେ 2016-2017 ମଧ୍ୟ ରେ ଉଭୟ ଙ୍କ ର ଆମଦାନି ରେ ଅନେକ ଫରକ ମଧ୍ୟ ନଜର ଆସିଛି |

ଆମେରିକା ରେ ନିର୍ବନ୍ଧ
ଖବର ଅନୁସାରେ ପ୍ରିୟଙ୍କା ଓ ନିକ ଙ୍କ 16 ଜୁଲାଇ 2018 ରେ ନିର୍ବନ୍ଧ ହେଇଥିଲା | ଏହା ପରେ ସେ ସଲ୍ମାନ ଙ୍କ ର ଫିଲ୍ମ ଭାରତ ର ସୁଟିଂ ରେ ବ୍ୟସ୍ତ ରହିଥିଲେ | ପ୍ରିୟଙ୍କା ଓ ନିକ ଙ୍କ ମଧ୍ୟ ରେ ବନ୍ଧୁତା ହେଇଥିଲା ଓ ଏହା ପରେ ଏହା ପ୍ରେମ ରେ ବଦଳିଯାଇଥିଲା | ଏବଂ ପ୍ରିୟଙ୍କା କେବେ ସ୍ବପ୍ନ ରେ ବି ଭାବି ନ ଥିଲେ କି ସେ ନିକ ଙ୍କୁ ପ୍ରେମ କରିବସିବେ |

The post ପ୍ରିୟଙ୍କା ଛୋପଡା ଙ୍କର ସ୍ୱାମୀ ହେଉଛନ୍ତି ଆମେରିକାର ସବୁଠୁ ଧନୀ ବ୍ୟକ୍ତି , ତାଙ୍କ ଆଗରେ ଅମ୍ବାନୀ ବି ଫେଲ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact Su[email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here