ପ୍ରିୟଙ୍କା ଚୋପଦା ଖୋଲିଲେ ନିଜ ତିଜୋରୀ, କରୋନା ଭାଇରସ ପାଇଁ ୨୦୦୦୦ ହଳ ଜୋତା ମଗାଇଲେ …

0
Advertisement

ସାରା ବିଶ୍ୱ ରେ କରୋନା ମହାମାରୀ ର ତାଣ୍ଡବ ଦେଖିବା କୁ ମିଳିଛି I ଇତି ମଧ୍ୟ ରେ ଅନେକ ସେଲିବ୍ରେଟି ଅସହାୟ ଲୋକ ଙ୍କ ର ସହାୟତା ପାଁଇ ଆଗ କୁ ଆସିଛନ୍ତି I ଇତି ମଧ୍ୟ ପ୍ରିୟଙ୍କା ଜୋନସ ନିଜ ର ହେଲ୍ଥ କେୟାର ୱାର୍କରସ ଙ୍କ ର ସୁରକ୍ଷ୍ୟା କୁ ଧ୍ୟାନ ରେ ରଖି 20 ହଜାର ଫୁବେୟାର ଯୋଗାଇ ଦେଇଛନ୍ତି I ପ୍ରିୟଙ୍କା ଲସ ଆଞ୍ଜେଲିସ ରେ କରୋନା ପାଁଇ କାମ କରୁଥିବା ଫ୍ରଣ୍ଟ ଲାଇନର ୱାର୍କର ଙ୍କ ପାଁଇ 10,000 ଯୋଡି ଜୋତା ପଠାଇଛନ୍ତି ଓ ଭାରତ ରେ ହେଲ୍ଥକେୟାର ୱାର୍କର ଙ୍କ ପାଁଇ 10,000 ଯୋଡି ଫୁଟୱେୟାର ପଠାଇଛନ୍ତି I ଏହି ବିଷୟ ରେ ନିଜେ ପ୍ରିୟଙ୍କା ନିଜ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି I

ପ୍ରିୟଙ୍କା ଇନ୍ଷ୍ଟଗ୍ରାମ ରେ ଏକ ପୋଷ୍ଟ ସେୟାର କରିଥିଲେ I ଏବଂ ସବୁ ସ୍ଵାସ୍ତ୍ୟ କର୍ମୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I କାରଣ ଏହି ସ୍ଵାସ୍ତ୍ୟ କର୍ମୀ ମାନେ ହେଉଛନ୍ତି ବର୍ତମାନ ର ଅସଲ ଯୋଦ୍ଧା I ତାଙ୍କ ର ସାହସ ଓ ବଳିଦାନ ଆମ ପାଁଇ ଗୁରୁତ୍ୱପୂର୍ଣ ଅଟେ I

ପ୍ରିୟଙ୍କା ଚୋପଦା ଏହା ଲେଖିଛନ୍ତି କି “ଆମେ ଚିନ୍ତା ମଧ୍ୟ କରିପାରିବୁ ନାହିଁ କି ବିଗତ କିଛି ଦିନ ହେବ ଏହି ସ୍ଵାସ୍ତ୍ୟ କର୍ମୀ ଙ୍କ ର ଜୋତା ର ଅବସ୍ଥା କଣ ହେଇଥିବ I “@CROCS ହଜାର ଯୋଡି ଜୋତା ଦାନ ଦେବାର ନିଷ୍ପତି ବେଶ ପ୍ରଶଂସନୀୟ ଅଟେ I ତେବେ ଏହି ପୋଷ୍ଟ ରେ ପ୍ରିୟଙ୍କା ଏହା କୁ ସ୍ପଷ୍ଟ ରୂପେ ପ୍ରକାଶ କରିଛନ୍ତି କି ସେ ଲସ ଆଞ୍ଜେଲିସ ର ସ୍ଵାସ୍ତ୍ୟ କର୍ମୀ ଙ୍କ ପାଁଇ 10,000 ଜୋତା ଓ ଭାରତ ର ମଧ୍ୟ ଶ୍ବାସ୍ୟ କର୍ମୀ ଙ୍କ ର ପାଁଇ 10,000 ଜୋତା ପ୍ରଦାନ କରିଛନ୍ତି I

ପ୍ରିୟଙ୍କା ଚୋପଦା ଓ ତାଙ୍କ ପତି ନିକ ମଧ୍ୟ 15 ଗୋଟି ସଂଗଠନ କୁ ଦୈନିକ ବେତନ , ଶ୍ରମିକ ଙ୍କୁ ଦାନ ମଧ୍ୟ କରୁଛନ୍ତି I ଏହି କରୋନା ମହାମାରୀ କୁ ନେଇ ସାଧାରଣ ଜନତା କୁ ସେ ସଚେତନ ମଧ୍ୟ କରୁଛନ୍ତି I ସେ ଫଣ୍ଡିଙ୍ଗ କରିଥିବା ସଂଗଠନ ହେଉଛି ୟୁନିସେଫ , ଫାଇଣ୍ଡିଙ୍ଗ ଆମେରିକା , ଡାକ୍ତରସ ବିଦୂତ ବ୍ରଡ଼ର୍ସ , ନାକିଡ଼ ହଙ୍ଗେରୀ , ଗିବ ଇଣ୍ଡିଆ , ଆଇଏଏଚବି , ଫ୍ରେଡ଼ସ ଅଫ ଏସିମା ଓ ପିଏମ କେୟାର ଫଣ୍ଡ ନାମ ଆଦି ସାମିଲ ରହିଛି I ତେବେ ପ୍ରିୟଙ୍କା ମହିଳା ଙ୍କ ପାଁଇ 1,00,000 ଡଲାର ଅର୍ଥାତ 76 ଲକ୍ଷ ଟଙ୍କା ଦାନ କରିଛନ୍ତି I

The post ପ୍ରିୟଙ୍କା ଚୋପଦା ଖୋଲିଲେ ନିଜ ତିଜୋରୀ, କରୋନା ଭାଇରସ ପାଇଁ ୨୦୦୦୦ ହଳ ଜୋତା ମଗାଇଲେ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here