ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ୧୫ ବର୍ଷୀର ପିଲାଟିର ବଡ ଫ୍ୟାନ, ମିଳିଲା ବୀରତାର ପୁରସ୍କାର, ଜଣେ ମହିଳାଙ୍କୁ ଏପରି କରିଲେ ସାହାଯ୍ୟ

0
Advertisement


ଆଜି ଆମେ ଜଣେ 15 ବର୍ଷୀୟ ଯୁବକ ଙ୍କ ବିଷୟ ରେ କହିବା କୁ ଯାଉଛେ ଯାହା ଙ୍କ ର ନାମ ଈଶାନ ଶର୍ମା ଅଟେ I ଏହି ପିଲାଟି ର ବିଶେଷ୍ୟତ୍ୱ ଏହା କି ପିଲାଟି ର ପ୍ରଶଂସକ ନିଜେ ଦେଶ ର ପ୍ରଧାନମନ୍ତ୍ରୀ ଅଟନ୍ତି I ଈଶାନ ଶର୍ମା କିଛି ଦିନ ପୂର୍ବ ରୁ ବିରତା ପୁରସ୍କାର ରେ ସଂନମାନିତ ହେଇଥିଲେ I ଏବଂ ଆଗାମୀ ସମୟ ରେ ଈଶାନ ଶର୍ମା ଙ୍କ ଉପରେ ଏକ ଡାକାମେଣ୍ଟାରୀ ହେବାକୁ ଯାଉଛି I

ଈଶାନ ଶର୍ମା ହରିୟାଣା ର ଯାମୁନନଗର ରେ ରୁହନ୍ତି I କିଛି ଦିନ ପୁର୍ବରୁ ଈଶାନ ଶର୍ମା ଜଣେ ବିଦେଶୀ ମହିଳାଙ୍କର ସାହାଯ୍ୟ କରି ପୁରା ଦେଶର ଗୌରବ ବଢ଼ାଇ ଥିଲେ | ଈଶାନ ଶର୍ମା ଙ୍କ ର ଏହି କାର୍ଯ୍ୟ ପାଁଇ ତାଙ୍କୁ ରାଷ୍ଟ୍ରୀୟ ବାଲ ବୀରତା ପୁରସ୍କାର ରେ ସାମ୍ନାନିତ କରାଗଲା |ଏବେ ରୁଷର ଅନେକ ପ୍ରଡ୍ୟୁସର ଈଶାନ ଶର୍ମାଙ୍କର ଏହି କାର୍ଯ୍ୟକୁ ନେଇ ତାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ଓ ତାଙ୍କର ଏହି ବୀରତା ସମ୍ପର୍କରେ ନିଜ ଦେଶ ବାସୀଙ୍କୁ ଜଣାଇବାକୁ ଚାହୁଁଛନ୍ତି | ସୋମବାର ଦିନ ଇଣ୍ଟରନ୍ୟାଶନାଲ ଡିପ୍ଲୋମେଟିକ କ୍ଲବ ର ପ୍ରେସିଡେଣ୍ଟ ନିଜେ ଈଶାନ ଶର୍ମାଙ୍କୁ ଫୋନ କରିଥିଲେ ଓ ଏହା ସମ୍ପର୍କରେ ଆଲୋଚନା କରିଥିଲେ I

ଈଶାନ ଶର୍ମା ଘର ଘର ବୁଲୁଥିବା ରଷିଆନ ମହିଳା ଙ୍କର ସହାୟତା କରିଥିଲେ ଏବଂ ଏବେ ସେ ଜଣେ ଅନ୍ତରାଷ୍ଟ୍ରୀୟ ସେଲିବ୍ରେଟି ହେଇସାରିଛନ୍ତି I ଇଶାନ୍ତ 26 ଜାନୁୟାରୀରେ ଲାଲ କିଲା ରେ ଗଣତନ୍ତ୍ର ଦିବସରେ ହେଇଥିବା ପ୍ୟାରେଡ଼ ରେ ଭାଗ ନେଇଥିଲେ ଏବଂ ଏହା ପୂର୍ବରୁ କେନ୍ଦ୍ରୀୟ ମହିଳା ଏବଂ ବାଲ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଈଶାନ ଶର୍ମାଙ୍କୁ ସାକ୍ଷ୍ୟାତ କରିଥିଲେ I

15 ବର୍ଷୀୟ ଈଶାନ ଶର୍ମା ଧୋକା ଓ ଲୁଟ ର ଶିକାର ହେଇଥିବା ରୁଷି ମହିଳା ଙ୍କ ର ସହାୟତା କରିବା କୁ ଆଗେଇ ଆସିଥିଲେ I ଏହା କୁ ନେଇ ପୁରା ଦେଶବାସୀ ତାଙ୍କ ଉପରେ ଗର୍ବିତ ଅଟନ୍ତି I ପୋଲିସ ଘଟଣା ବିଷୟ ରେ ଜାଣିବା ପରେ ସଂଗେ ସଂଗେ ଆରୋପି ଙ୍କୁ ଧରିଥିଲେ ମଧ୍ୟ I ଈଶାନ ଶର୍ମା ଙ୍କ ର ଏହି ମହାନ କାର୍ଯ୍ୟ ପାଁଇ ରାଷ୍ଟ୍ରପତି 6 ଦିନ ତାଙ୍କୁ ଅତିଥି କରି ରଖିଥିଲେ I ଈଶାନ ଶର୍ମା ଙ୍କ ର ମା ରେଣୁକା ଶର୍ମା ଓ ପିତା ସଂଜୀବ ଶର୍ମା ମଧ୍ୟ ପୁଅ ର ଏହି କାର୍ଯ୍ୟ କୁ ନେଇ ବେଶ ଖୁସି ଅଟନ୍ତି I

ଏକ ଇଣ୍ଟରଭିୟୁ ରେ ଈଶାନ ଶର୍ମା କହିଛନ୍ତି ମୋତେ 6 ଦିନ ଦିଲ୍ଲୀ ର ପଞ୍ଚତାରକା ହୋଟେଲ ରେ ରହିବା କୁ ସୁଯୋଗ ମିଳିଥିଲା I 26 ଜାନୁୟାରୀ ର ସିଡ୍ୟୁଲ ପୂର୍ବ ରୁ ହିଁ ପ୍ରସ୍ତୁତ ହେଇଥିଲା I ତେଣୁ ପୂର୍ବ ରୁ ଏପରି ସିଡ୍ୟୁଲ କୁ ମୁ ଅନୁସରଣ କରି ନ ଥିବା ରୁ ମୋତେ ସାମାନ୍ୟ ସମସ୍ୟା ଆସିଥିଲା I ମୋ ସହ 48 ଜଣ ପିଲା ମଧ୍ୟ ଥିଲେ ତେଣୁ ମୋତେ ବିଶେଷ କିଛି ସମସ୍ୟା ଲାଗି ନ ଥିଲା I

ଈଶାନ ଶର୍ମା ଏହା ମଧ୍ୟ କୁହନ୍ତି କି ସେ କେବେ ସ୍ବପ୍ନ ରେ ବି ଭାବି ନ ଥିଲେ କି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ସେ ସାକ୍ଷ୍ୟାତ କରିବେ I ଈଶାନ ଶର୍ମା ଏହା ମଧ୍ୟ କୁହନ୍ତି କି ସେ ସେହି ରସିୟା ମହିଳା ଙ୍କ ର ସହାୟତା କେବଳ ମଣିଷପଣିଆ କୁ ନେଇ କରିଥିଲେ I ଈଶାନ ଶର୍ମା କୌଣସି ବି ସଂମାନ ପାଇବା ଆଶା ରେ ଏହା କରି ନାହାନ୍ତି I

The post ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ୧୫ ବର୍ଷୀର ପିଲାଟିର ବଡ ଫ୍ୟାନ, ମିଳିଲା ବୀରତାର ପୁରସ୍କାର, ଜଣେ ମହିଳାଙ୍କୁ ଏପରି କରିଲେ ସାହାଯ୍ୟ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here