ବଲିଉଡ ର ସୁପର ଷ୍ଟାର ସଲମାନ ଖାନ ଙ୍କୁ ତ ଆପଣ ଜାଣିଥିବେ I ସଲମାନ ଖାନ ଅନେକ ଅଭିନେତ୍ରୀ ଙ୍କ ସହ ଫିଲ୍ମ କରିଛନ୍ତି I ସଲମାନ ଖାନ ଙ୍କର ଫିଲ୍ମ ମେନେ ପ୍ୟାର କିୟା ଯେଉଁଥିରେ ସେ ଭାଗ୍ୟଶ୍ରୀଙ୍କ ସହ କାମ କରିଥିଲେ I ତାଙ୍କ ର ଏହି ଯୋଡି ବହୁତ ହିଟ ହୋଇଥିଲା I ସବୁ ଘରେ ଏହି ଯୋଡି ବେଶ ଚର୍ଚା ରେ ରହିଥିଲା I ସଲମାନ ଖାନ ତ ଲୋକପ୍ରିୟ ହେଇଗଲେ କିନ୍ତୁ ଭାଗ୍ୟଶ୍ରୀ ବଲିଉଡ ଇଣ୍ଡଷ୍ଟ୍ରି ରୁ ଦୁରେଇ ଯାଇଥିଲେ I କିନ୍ତୁ ଆଜି କା ସମୟ ରେ ଭାଗ୍ୟଶ୍ରୀ ଙ୍କର ଝିଅଙ୍କୁ ସଲମାନ ଖାନ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି |
ଭାଗ୍ୟ ଶ୍ରୀ ଙ୍କର ଝିଅଙ୍କୁ ଲଞ୍ଚ କରିବେ ସଲମାନ ଖାନ
ମିଡ଼ିଆ ରିପୋର୍ଟ ଅନୁସାରେ ଭାଗ୍ୟଶ୍ରୀ ସଲମାନ ଖାନଙ୍କ ସହ ପ୍ରାୟ ସମୟରେ ମିଶାମିଶି କରିଥାନ୍ତି ଆଉ ଏବେ ଖୁବ ଶୀଘ୍ର ତାଙ୍କ ଝିଅ ସଲମାନ ଖାନଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି I
କଥା ଏହା କି ସଲମାନ ଓ ଭାଗ୍ୟ ଶ୍ରୀ ଦୁଇଜଣ ଭଲ ବନ୍ଧୁ ଅଟନ୍ତି ଆଉ ଏବେ ଭାଗ୍ୟ ଶ୍ରୀ ଚାହୁଁଛନ୍ତି କି ତାଙ୍କ ଝିଅଙ୍କୁ ସଲମାନ ଖାନ ଲଞ୍ଚ କରନ୍ତୁ ବୋଲି ଓ ତାଙ୍କ ସହ ଫିଲ୍ମ ରେ କାମ ବି କରନ୍ତୁ |ଏବେ ସଲମାନ ଖାନ ତାଙ୍କର ଏହି ଖାସ ସାଙ୍ଗଙ୍କ ଇଚ୍ଛା ତ ନିଶ୍ଚୟ ପୁରଣ କରିବେ| ମିଡ଼ିଆ ରିପୋର୍ଟ ଅନୁସାରେ ସଲମାନ ଖାନ ଖୁବ ଶୀଘ୍ର ଙ୍କ ର ଝିଅ ଙ୍କ ସହ ଫିଲ୍ମ ପରଦା ରେ ରୋମାନ୍ସ କରିବେ I
The post ପ୍ରଥମେ ମା ଙ୍କ ସହ ରୋମାନ୍ସ କରିଲେ, ଏବେ ତାଙ୍କରି ଝିଅଙ୍କ ସହ ପ୍ରେମ କରିବେ ସଲମାନ ଖାନ ! appeared first on Odianews24.info.

