ପୁଅକୁ ହେଲା କ୍ୟାନ୍ସର ତ ବାପା ସବୁଦିନ ପାଇଁ ଛାଡିଥିଲେ ସବୁ ଖରାପ ଅଭ୍ୟାସ, ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ

0
Advertisement


ନିଶା ଏକ ଏପରି ଜିନିଷ ଯାହା କି ମନୁଷ୍ୟ ଥରେ ଅଭ୍ୟାସ କରିଦେବା ପରେ ସହଜ ରେ ଛାଡି ପାରି ନ ଥାଏ I ଏହି ନିଶା କାରଣ ରୁ ବଲିଉଡ ର ଅନେକ କଳାକାର ଙ୍କ ର କ୍ୟାରିୟର ଖରାପ ହେଇଯାଇଛି I ଆଜି ଆମେ ଆପଣ ଙ୍କୁ ଏକ ଏପରି ଫୋଟୋ ଦେଖାଇବା କୁ ଯାଉଛୁ ଯେଉଁଥିରେ ଆପଣ ଜଣେ ଏପରି କଳାକାର ଙ୍କ ବିଷୟ ରେ ଆଲୋଚନା କରିବା ଯିଏ କି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛନ୍ତି I

ଗ୍ଲାମର ଜଗତ ରେ ନିଶା ସେବନ କରିବା ଏକ ସାଧାରଣ କଥା ଅଟେ I ବଡ଼ ବଡ଼ ପାର୍ଟି ରେ ଏହି କଳାକାର ମାନେ ନିଶା ସେବନ କରିଥାନ୍ତି I ବଲିଉଡ ଜଗତ ରେ ଏକ ସମୟ ରେ ଅଭିନେତା ଇମ୍ରାନ ହାଃସ୍ମିନ ଏକ ସମୟ ରେ ବେଶ ଲୋକପ୍ରିୟ କଳାକାର ଥିଲେ I କିନ୍ତୁ ତାଙ୍କ ର ନିଶା ସେବନ କୁ ନେଇ ସେ ତାଙ୍କ କ୍ୟାରିୟର କୁ ଖରାପ କରି ଦେଇଥିଲେ I

ସିରିଏଲ କିସର ନାମ ରେ ପରିଚିତ
ଇମ୍ରାନ ହାଃସ୍ମିନ ବଲିଉଡ ରେ ଏକ ସମୟ ରେ ବେଶ ଲୋକପ୍ରିୟତା ହାସିଲ କରିଥିଲେ I ସେ ଫିଲ୍ମ ଜଗତ ରେ ସିରିଏଲ କିସର ନାମ ରେ ପରିଚିତ ଅଟେ I ସେ ବର୍ତମାନ ସାରା ଦୁନିଆ ରେ ମଧ୍ୟ ବେଶ ପରିଚିତ ହେଇପାରିଛନ୍ତି I କିନ୍ତୁ ତାଙ୍କୁ ଲୋକେ ଫିଲ୍ମ ଜଗତ ରେ ସିରିଏଲ କିସ୍ର ନାମ ରେ ମଧ୍ୟ ଜାଣିଛନ୍ତି I କିନ୍ତୁ ଆଜିକା ସମୟ ରେ ସେ ନିଜ ର ପରିଚୟ ବଦଳି ଦେଇଛନ୍ତି I

ପୁଅ କୁ ହେଇଚି କ୍ୟାନ୍ସର
2006 ରେ ଇମ୍ରାନ ପ୍ରବୀଣ ସହନୀ ଙ୍କୁ ବିବାହ କରିଥିଲେ I ଏବଂ ତାଙ୍କ ର ଏକ ପୁଅ ମଧ୍ୟ ରହିଛି I ତାଙ୍କ ପୁଅ ର ନାମ ଅୟାନ ଅଟେ I ଅୟାନ ଖୁବ କମ ବୟସ ରେ ହିଁ କ୍ୟାନ୍ସର ରୋଗ ରେ ପୀଡିତ ଥିଲେ I ଇମ୍ରାନ ଯେତେବେଳେ ନିଜ ପୁଅ ର କ୍ୟାନ୍ସର ବିଷୟ ରେ ଜାଣିବା କୁ ପାଇଥିଲେ ତ ନିରାଶ ହେଇଯାଇଥିଲେ I ଏପରି କି ସେ ନିଜ ର ସବୁ ନିଶା ଅଭ୍ୟାସ ମଧ୍ୟ ଛାଡି ଦେଇଥିଲେ I ପୁଅ ଅୟାନ ଙ୍କୁ ମାତ୍ର 4 ବର୍ଷ ବୟସ ରେ ହିଁ କ୍ୟାନ୍ସର ହେଇଥିଲା I ଅୟାନ ଙ୍କ ର ଜନ୍ମ 2010 ରେ ହେଇଥିଲା I

ଇମ୍ରାନ ଛାଡିଲେ ସିଗାରେଟ ଓ ମଦ
ଆରମ୍ଭ ରୁ ଇମ୍ରାନ ଓ ତାଙ୍କ ପତ୍ନୀ ଟିକେ ନିରାଶ ହେଇଯାଇଥିଲେ I କିନ୍ତୁ ଆତ୍ମବିଶ୍ୱାସ ରଖିଥିଲେ ଓ ପୁଅ ର ଟ୍ରିଟ୍ମେଣ୍ଟ ଆରମ୍ଭ କରିଥିଲେ I ଏପରି କି ଇମ୍ରାନ ନିଜ ର ସିଗାରେଟ ଓ ମଦ ଅଭ୍ୟାସ କୁ ମଧ୍ୟ ଛାଡିଦେଇଥିଲେ I ବର୍ତମାନ ଅୟାନ ଙ୍କ ର ବୟସ 9 ବର୍ଷ ଓ ସେ ସମ୍ପୂର୍ଣ କ୍ୟାନ୍ସର ମୁକ୍ତ ହେଇଯାଇଛନ୍ତି I ଆଜିକା ସମୟ ରେ ଇମ୍ରାନ କୌଣସି ବି ନିଶା ଜିନିଷ ସେବନ କରନ୍ତି ନାହିଁ I

ଇମ୍ରାନ ନିଜ କ୍ୟାରିୟର ରେ ମଡ଼ର ପରି ଫିଲ୍ମ ରୁ ବେଶ ଚର୍ଚା ରେ ଆସିଥିଲେ I ଏହା ପରେ ସେ ମଡ଼ର -2 ଓ ଜନ୍ନ୍ତତ ପରି ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ I ବର୍ତମାନ କିନ୍ତୁ ଇମ୍ରାନ ଏକ ୱେବ ସିରିଜ ରେ କାମ କରୁଛନ୍ତି ଯାହା ର ନାମ ବାର୍ଡ଼ ଅଫ ବ୍ଲଡ଼ ଅଟେ ଏହା କୁ ଦର୍ଶକେ ବେଶ ପସନ୍ଦ ମଧ୍ୟ କରିଛନ୍ତି I

The post ପୁଅକୁ ହେଲା କ୍ୟାନ୍ସର ତ ବାପା ସବୁଦିନ ପାଇଁ ଛାଡିଥିଲେ ସବୁ ଖରାପ ଅଭ୍ୟାସ, ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here