ତେବେ ଆପଣ ବି ଭଗବାନ ଙ୍କ ଉପରେ ବିଶ୍ୱାସ ରଖୁଥିବେ ଏବଂ ମାନୁଥିବେ ମଧ୍ୟ I ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I ତେବେ ଆଜି ଏହିପରି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉସମୟ ରେ କି ଏହି ଶିଶୁ ଟି ଜନ୍ମ ହେବା ସମୟ ରେ ହାତ ରେ କିଛି ଧରିଥିଲା ଏବଂ ଆପଣ ବି ଏହି ଭିଡିଓ ଦେଖି ଆଶ୍ଚଯ୍ୟ ହେବେ I
ତେବେ ଆଜି ର ସମୟ ତ ଖୁବ ମର୍ଡନ ହେଇଗଲାଣି I ତେବେ ଆମେ ଆଜିକା ସମୟ ରେ ପ୍ରତୋକ କାମ ପାଁଇ ଟେକ୍ନୋଲୋଜି ର ସହାୟତା ନେଇଥାଉ I ଆଜି ଆମେ ଏହି ସମ୍ପର୍କ ରେ ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ କି ମା ଗର୍ଭନିରୋଧକ ପାଁଇ ମର୍ଡନ ଟେକ୍ନୋଲୋଜି ର ବ୍ୟବହାର କରିଥିଲେ I
ତେବେ ଏହି ମାମଲାଟି ହେଉଛି ଆମେରିକା ର ଟେକ୍ସସ ଅଂଚଳ ର I ଏହି ମହିଳା ଲୁସି ହେଲେଁନ ସନ୍ତାନ ଚାହୁଁ ନ ଥିଲେ ସେଥିପାଇ ସେ ଗର୍ଭନିରୋଧକ ବ୍ୟବହାର କରିଥିଲେ I କିନ୍ତୁ କୌଣସି କାରଣ ରୁ ଏହା କାମ ଦେଇ ନ ଥିଲା ଓ ସେ ଗର୍ଭବତୀ ହେଇଥିଲେ ତେବେ ସନ୍ତାନ ଜନ୍ମ ହେବ ସମୟ ରେ ଏହି ଗର୍ଭନିରୋଧକ କପଟୀ ଟି ପିଲାଟି ର ହାତ ରେ ଥିଲା I
The post ପିଲାଟି ହାତରେ ଏପରି ଜିନିଷ ଧରି ଜନ୍ମ ହେଲା ଯାହା ଦେଖି ମା ହୋଇଗଲେ ବେହୋସ, ଆପଣଙ୍କ ଆଖି ଉପରେ ଆପଣଙ୍କୁ ବି ବିଶ୍ୱାସ ହେବ ନାହିଁ ଦେଖନ୍ତୁ appeared first on Odianews24.info.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : http://odianews24.info/pilatiku-bhalse-dekhantu-hatare-kana/

