ପାରା ର ପରକୁ ଚୁପ-ଚାପ ଲୁଚାଇ ରଖିଦିଅନ୍ତୁ ଘରର ଏହି କୋଣରେ, ଏହା ପରେ ଦେଖନ୍ତୁ ଚମତ୍କାର…

0
Advertisement

ଆମେ ସମସ୍ତେ ନିଜ ଜୀବନ କୁ ଖୁସି ରେ ରଖିବା ପାଁଇ ଅନେକ କିଛି ପ୍ରୟାସ କରିଥାଉ I ପ୍ରତୋକ ଲୋକେ ନିଜ ଘରେ ଖୁସି ଆଣିବା ପାଁଇ ଏଙ୍କ ଜୋତିଷ ଏବଂ ତନ୍ତ୍ର ସାଧନା ବି କରିଥାନ୍ତି I ତେବେ ଏତେ ସବୁ କରିକି ବି ଖୁସି ଆସିନଥାଏ I

ତେବେ ଆଜି ଆମେ ଏହି ସାଧାରଣ ଏକ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା କି ଆପଣ ଙ୍କ ଜୀବନ ରେ ଖୁସି ଫେରି ଆସିବ I ପାରା ଏକ ଶାନ୍ତି ର ପ୍ରତୀକ ରୂପେ ମାନ୍ୟତା ରହିଛି I ତେବେ ଆଜି ଆମେ ପାରା କୁ ନେଇ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣ ଙ୍କ ଜୀବନ ରେ ଅପାର ଖୁସି ନେଇ ଆସିଥାଏ I

ତେବେ ଏହି ଉପାୟ ରେ ଆପଣ ପାରା ର ଏକ ପର ଆଣିବେ ଏବଂ ଏହା କୁ ଧଳା କପଡା ରେ ରଖିକି ତାହା ଉପରେ ଲାଲ ଧାଗା ବାନ୍ଧି ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣ ଙ୍କ ଘରେ ଅର୍ଥ ଜନିତ ସମସ୍ୟା ରହିବ ନାହିଁ I

ଏପରି ବି କୁହାଯାଇଥାଏ କି ଯେଉଁ ଘରେ ପାରା ରହିଥାଏ ସେଠାରେ ସକାରାତ୍ମକ ଶକ୍ତି ରହିଥାଏ ଏବଂ ଘର ର ଉର୍ନତି ବି ହେଇଥାଏ I

ତେବେ ଅନେକ ସମୟ ରେ ଆପଣ ଙ୍କ ପାଖରେ ପଇସା ର ଅଭାବ କାରଣ ରୁ ଆପଣ ଚିନ୍ତିତ ହେଇପଡିଥାନ୍ତି ଏବଂ ଘରେ ସର୍ବଦା ଅଶାନ୍ତି ଲାଗିରହିଥାଏ ଯାହା ଫଳରେ କି ସେହି ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ ବଢିଥାଏ |

ତେବେ ଏଥିପାଇ ଆପଣ ପାରା ର ତିନିଗୋଟି ପର ଆଣି ନିଜ ଘର ର ମୁଖ୍ୟ ଘର ର ଦକ୍ଷିଣ ଦିଗ କାନ୍ଥରେ ରଖିଦିଅନ୍ତୁ |

ଦ୍ୱିତୀୟ ପର କୁ ରୋଷେଇଘରେ ଓ ତୃତୀୟ ପର କୁ ବାଥରୁମ ରେ ରଖିଦିଅନ୍ତୁ I ଏହି ଉପାୟ କୁ ଆପଣେଇ ଆପଣ ନିଜ ର ଉର୍ନତି କରିପାରିବେ |

The post ପାରା ର ପରକୁ ଚୁପ-ଚାପ ଲୁଚାଇ ରଖିଦିଅନ୍ତୁ ଘରର ଏହି କୋଣରେ, ଏହା ପରେ ଦେଖନ୍ତୁ ଚମତ୍କାର… appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/para-para-ehi-upaya-ku-apnaei/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here