ପରି ଙ୍କ ପରି ସୁନ୍ଦର ଦେଖାଯାନ୍ତି ୟୁଜବେନ୍ଦ୍ର ଚହଳ ଙ୍କର ପ୍ରେମିକ, ସୁନ୍ଦର ସାମ୍ନାରେ ଫେଲ ମାରିବେ ଅନୁଷ୍କା

0
Advertisement


ଭାରତୀୟ କ୍ରିକେଟ ଟିମ ର ୟୁଵା ସ୍ପିନର ୟୁଜବେନ୍ଦ୍ର ଚହଳ ଙ୍କୁ ପୁରା ଦୁନିଆ ରେ ଲୋକେ ଜାଣିଛନ୍ତି I କାରଣ ଖୁବ କମ ସମୟ ରେ ୟୁଜବେନ୍ଦ୍ର ଚହଳ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ବେଶ ଅଧିକ ସଫଳତା ହାସିଲ କରିଥିଲେ I IPL ରେ ୟୁଜବେନ୍ଦ୍ର ଚହଳ , ବିରାଟ କୋହଲି ଙ୍କ ର ଟିମ ଆରସିବି ତରଫରୁ ଖେଳିବା ର ନଜର ଆସିଛନ୍ତି I ବିଗତ ଅନେକ ଦିନ ହେବ ୟୁଜବେନ୍ଦ୍ର ଚହଳ ଖେଳ ସହ ନିଜ ର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଚର୍ଚା କୁ ଆସିଥାନ୍ତି I

ଭାରତୀୟ ଟିମ ର ସ୍ପିନର ବୋଲର ୟୁଜବେନ୍ଦ୍ର ଚହଳ ବିଗତ ଅନେକ ଦିନ ହେବ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ତନିସ୍କା କପୁର ଙ୍କୁ ପ୍ରେମ କରୁଛନ୍ତି I ଏବଂ ଦୁହେଁ ଅନେକ ସମୟ ରେ ଡିନର ମଧ୍ୟ ଏକାଠି କରିବା ର ଦେଖିବା କୁ ମିଳିଛନ୍ତି I ୟୁଜବେନ୍ଦ୍ର ଚହଳ ଓ ତନିସ୍କା ଦୁହେଁ ଏକାଠି ବୁଲାବୁଲି ମଧ୍ୟ କରନ୍ତି I

ୟୁଜବେନ୍ଦ୍ର ଚହଳ ନିଜ ର ଇଣ୍ଟରଭିୟୁ ସମୟ ରେ କହିଛନ୍ତି ବିବାହ ପାଁଇ ସେ ନିଜ ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି I ଏବଂ ବହୁତ ଶୀଘ୍ର ୟୁଜବେନ୍ଦ୍ର ଚହଳ ନିଜ ର ଗାର୍ଲଫ୍ରେଣ୍ଡ ତନିସ୍କା ଙ୍କୁ ବିବାହ ମଧ୍ୟ କରିବା କୁ କହିଛନ୍ତି I

ତନିକ୍ସ କପୁର 2015 ମସିହା ରେ “ଫାଷ୍ଟ ରାଙ୍କ ରାଜୁ” ଫିଲ୍ମ ରେ ଡେବ୍ୟୁ କରିଥିଲେ I ବର୍ତମାନ ସୁଦ୍ଧା ସେ ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ଏବଂ ତନିସ୍କା ସାଉଥ ଇଣ୍ଡଷ୍ଟ୍ରି ର ଜଣେ ସଫଳ ଅଭିନେତ୍ରୀ ରୂପେ ମଧ୍ୟ ପରିଚିତ ଅଟନ୍ତି I ତନିସ୍କା ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଅଧିକ ସକ୍ରିୟ ରହିଥାନ୍ତି I

The post ପରି ଙ୍କ ପରି ସୁନ୍ଦର ଦେଖାଯାନ୍ତି ୟୁଜବେନ୍ଦ୍ର ଚହଳ ଙ୍କର ପ୍ରେମିକ, ସୁନ୍ଦର ସାମ୍ନାରେ ଫେଲ ମାରିବେ ଅନୁଷ୍କା appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here