ପଞ୍ଜାବରେ ଭୟଙ୍କର ବାଣ ବିସ୍ଫୋରଣ ୧୫ ମୃତ, ୩ରୁ ଅଧିକ ଆହତ

0
Advertisement


ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ ! ପ୍ରଭୁଙ୍କୁ ନାମ ସଂକୀର୍ତ୍ତନ କରୁଥିବାବେଳ ସବୁ ଦିନ ପାଇଁ ଶୋଇପଡ଼ିଲେ ୧୫ ଜଣ ଶ୍ରଦ୍ଧାଳୁ । ଏଭଳି କିଛି ଛାତିଥରା ଘଟଣା ଆସିଛି ପଞ୍ଜାବର ତରନତାରନରୁ । ନଗର ସଂକୀର୍ତ୍ତନ ସମୟରେ ଏକ ଟ୍ରାକ୍ଟର ଟ୍ରଲିରେ ବଡ଼ ବିସ୍ଫୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏପରିକି ୩ରୁ ଅଧିକ ଲୋକେ ଆହତ ହୋଇଛନ୍ତି ଆଉ ସେମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 





Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here