ନୂଆ ବର୍ଷର ପ୍ରଥମ ଦିନ କରନ୍ତୁ ଏହି ଉପାୟ, ବର୍ଷ ସାରା ଚମକିବ ଆପଣଙ୍କ ଭାଗ୍ୟ, ଭଗବାନ ଦେବେ ସାଥ

0
Advertisement


ନୂଆ ବର୍ଷ 2020 ମସିହା ଆପଣ ଙ୍କ ଜୀବନ ରେ ଅନେକ ସୁଖ ଓ ସମୃଦ୍ଧି ର ଦିନ ରହିବ I ତେବେ ବର୍ଷ ଟି ଭଲ ରେ ରହିବା ପାଁଇ ଆପଣ ଏହି ଉପାୟ କୁ ଆପଣେଇପାରିବେ I

ନୂଆ ବର୍ଷ ର ପୂର୍ବ ଦିନ ରେ କରନ୍ତୁ ଏହି ଉପାୟ

ଧନ ବୃଦ୍ଧି ହେତୁ
ନୂତନ ବର୍ଷ ରେ ଧନ ମାମଲା ରେ ବିଶେଷ ରୂପେ ଭଲ ରହିବ I ତେଣୁ ନୂତନ ବର୍ଷ ର ପୂର୍ବ ଦିନ ଏକ ପାନ ପତ୍ର ଓ ଏକ ଗୋଲାପ ର ଫୁଲ ଅଶ୍ୱସ୍ତ ବୃକ୍ଷ ତଳେ ପୋତି ଦିଅନ୍ତୁ I ଏହି ଉପାୟ ଦ୍ୱାରା ଆପଣ ଙ୍କ ର ଧନ ବୃଦ୍ଧି ର ଯୋଗ ରହିଛି I

ବ୍ୟବସାୟ ବୃଦ୍ଧି କରିବା କୁ
ନୂତନ ବର୍ଷ ରେ ଆପଣ ବ୍ୟବସାୟ ସ୍ଥାନ ରେ ଗଙ୍ଗା ପାଣି ପକାନ୍ତୁ I ଏବଂ ନିଜ ର ଆଲମାରୀ ରେ ପ୍ରଭୁ ଗଣେଶ ଓ ମାତା ଲକ୍ଷ୍ମୀ ଙ୍କ ର ପ୍ରତିମା ରଖନ୍ତୁ I ସେଠାରେ ଦୁଇଟି ଲବଙ୍ଗ ମଧ୍ୟ ରଖନ୍ତୁ I ଏବଂ ଓଁ ଶ୍ରୀ ଗଣେଶୟ ନମଃ ଓ ଓଁ ଶ୍ରୀ ମହାଲକ୍ଷ୍ମୀ ନମଃ ମନ୍ତ୍ର ଜପ କରନ୍ତୁ I

ରୋଗ ରୁ ମୁକ୍ତି
ନୂତନ ବର୍ଷ ରେ ଆପଣ ରୋଗ ମୁକ୍ତ ରହିବା କୁ ଚାହୁଁଥିଲେ ଆପଣ ବର୍ଷ ର ପ୍ରଥମ ଦିନ ରେ ସକାଳୁ ସ୍ନାନ କାର୍ଯ୍ୟ ସାରି ଭଗବାନ ଶିବ ଙ୍କ ପାଖ ରେ ପଞ୍ଚାମୃତ ଅର୍ପଣ କରନ୍ତୁ I ଏବଂ ଧଳା ରଙ୍ଗ ର ଅରଖ ଫୁଲ ମଧ୍ୟ ଅର୍ପଣ କରନ୍ତୁ I ଏହା ଦ୍ୱାରା ଆପଣ ନିରୋଗୀ ରହିବେ I

ଚାକିରୀ ପ୍ରାପ୍ତି କରିବା କୁ
ଇଚ୍ଛା ମୁତାବିକ ଚାକିରୀ କରିବା କୁ ହେଲେ ଆପଣ ଏହି ନୂତନ ବର୍ଷ ର ପ୍ରଥମ ଦିନ ରେ ଅଶ୍ୱସ୍ତ ବୃକ୍ଷ ର ପୂଜା କରନ୍ତୁ I ଏବଂ ଗଛ ମୂଳ ରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ I ଏହି ଉପାୟ କୁ ଆପଣେଇ ଆପଣ ଏକ ଭଲ ଚାକିରୀ ପାଇପାରିବେ I

ଶାନ୍ତି ପ୍ରାପ୍ତି ପାଁଇ
ଘରେ ଶାନ୍ତି ପ୍ରାପ୍ତି ପାଁଇ 1 ଜାନୁୟାରୀ ଦିନ ଆପଣ ଭଗବାନ ବିଷ୍ଣୁ ଙ୍କୁ ହଳଦିଆ ରଙ୍ଗ ର ବସ୍ତ୍ର ଅର୍ପଣ କରନ୍ତୁ I ଏବଂ ଖିରି ଭୋଗ ମଧ୍ୟ ଅର୍ପଣ କରନ୍ତୁ I

ଶତ୍ରୁ ଉପରେ ବିଜୟ ପ୍ରାପ୍ତି
ନିଜ ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବା ପାଁଇ ଆପଣ କଳା ରଙ୍ଗ ର କପଡା ରେ ହଳଦୀ ରେ ନିଜ ଶତ୍ରୁ ର ନାମ ଲେଖି ଦିଅନ୍ତୁ I ଏହି ଉପାୟ କୁ ଆପଣ ତିନି ଦିନ କରନ୍ତୁ I ଏହି ଉପାୟ ଦ୍ୱାରା ଶତ୍ରୁ ଆପଣ ଙ୍କ ର କୌଣସି ବି କ୍ଷତି କରିପାରିବେ ନାହିଁ I

The post ନୂଆ ବର୍ଷର ପ୍ରଥମ ଦିନ କରନ୍ତୁ ଏହି ଉପାୟ, ବର୍ଷ ସାରା ଚମକିବ ଆପଣଙ୍କ ଭାଗ୍ୟ, ଭଗବାନ ଦେବେ ସାଥ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here