ନା ନେତା, ନା ଭିଆଇପି ତଥାପି ଏମାନଙ୍କ ସାଙ୍ଗରେ ସବୁବେଳେ ରହିଥାନ୍ତି ପୋଲିସ ଫୋର୍ସ, ଜାଣନ୍ତୁ କିଏ ଏହି ଦୁଇ ଝିଅ, ଯାହାଙ୍କ ପାଇଁ ଏତେ ବ୍ୟବସ୍ଥା …

0
Advertisement

ପ୍ରତୋକ ଲୋକେ ଜାଣିଥାନ୍ତି କି ନେତା ଓ ମନ୍ତ୍ରୀ ଙ୍କ ପାଖ ରେ ହିଁ ପୋଲିସ ନିଜ ର ସୁରକ୍ଷ୍ୟା ବଢାଇଥାନ୍ତି I କିନ୍ତୁ ଆଜି ର ଏହି ଘଟଣା ଟି ସମ୍ପୂର୍ଣ ଭିର୍ନ ଅଟେ I ଆପଣ ବିଶ୍ୱାସ ନ କରିଲେ ମଧ୍ୟ ଘଟଣା ଟି ସତ୍ୟ ଅଟେ I ଏଠାରେ ସାଧାରଣ ସ୍କୁଲ ର ପିଲା ଙ୍କୁ ସୁରକ୍ଷା ପ୍ରଦାନ କରୁଛି ପୋଲିସ I

ବାରଣାସୀ ର ଏହି ଦୁଇ ଭଉଣୀ
ଘଟଣା ଟି ୟୁପି ର ବାରଣାସୀ ଅଂଚଳ ର ଅଟେ I ଏହି ଦୁଇ ଭଉଣୀ ଙ୍କୁ ସର୍ବଦା ପୋଲିସ ଙ୍କ ର କଡା ସୁରକ୍ଷ୍ୟା ମଧ୍ୟ ରେ ରଖାଯାଇଥାଏ I ଏହି ଦୁଇ ପିଲା ସ୍କୁଲ ରୁ ଘର କୁ କି ଘରୁ ସ୍କୁଲ କୁ ଯିବା ସମୟ ରେ ସର୍ବଦା ତାଙ୍କ ପାଖ ରେ ପୋଲିସ କର୍ମୀ ରହିଥାନ୍ତି I ବିଗତ 23 ନଭେମ୍ବର ର ଘଟଣା I

ହେଇଥିଲା ଏକ ଅଘଟଣ
ସୂଚନା ମୁତାବିକ ବିଗତ 23 ନଭେମ୍ବର ରେ ଏହି ଦୁଇ ଭଉଣୀ ଙ୍କ ସହ ଏକ ଅଘଟଣ ଘଟିଥିଲା I ଯାହା କୁ ନେଇ ଏହି ଦୁଇ ଭଉଣୀ ଘରୁ ବାହାରିବା ବନ୍ଦ କରିଦେଇଥିଲେ I ଏହା ପର ଠାରୁ ହିଁ ତାଙ୍କୁ ପୋଲିସ ସୁରକ୍ଷ୍ୟା ପ୍ରଦାନ କରାଯାଉଛି I

ଏହି ଦୁଇ ଯୁବତୀ ଙ୍କ ର ନାମ ସୁମନ ଓ ମାନବି ଅଟେ I ବିଗତ 23 ନଭେମ୍ବର ରେ ଏହି ଦୁଇ ଭଉଣୀ ନିଜ ଭାଇ ଙ୍କ ସହ ସ୍କୁଲ ଯାଉଥିଲେ I ସେଠାରେ ତାଙ୍କୁ 6-7 ଜଣ ଅପରିଚିତ ଯୁବକ ଘେରି ନେଇଥିଲେ I ଏବଂ ତାଙ୍କ ଭାଇ ଙ୍କୁ ଧମକ ମଧ୍ୟ ଦେଇଥିଲେ କି ତାଙ୍କ ଦୁଇ ଭଉଣୀ ଙ୍କୁ ସେଠାକୁ ଡାକିବେ I

ଡରି ଡରି ବଂଚୁଛନ୍ତି ଦୁଇ ଭଉଣୀ
ଏହା ପରେ ଦୁଇ ଭଉଣୀ ସମ୍ପୂର୍ଣ ଡରିଯାଇଥିଲେ I ଏବଂ ସେଠାରେ ସେହି ଯୁବକମାନେ ଯାଇ ସୁମନ ଙ୍କ ହାତ କୁ ଧରି ଭିଡ଼ିଥିଲେ I ପ୍ରାୟ ଅଧଘଣ୍ଟା ଦୁଇ ଭଉଣୀ ନିଜ କୁ ବଞ୍ଚାଇବା କୁ ଚେଷ୍ଟା କରିଥିଲେ I ଏବଂ କିଛି ସମୟ ରେ ଦୁଇ ଭଉଣୀ ନିଜ ଭାଇ ଙ୍କ ସହ ସେଠାରୁ ଖସିଯିବାରେ ସଫଳ ହେଇଥିଲେ I ଏହି ଘଟଣା କୁ ନେଇ ଦୁଇ ଭଉଣୀ ଘରୁ ବାହାରିବା ବନ୍ଦ କରିଦେଇଥିଲେ I

କିନ୍ତୁ ଫେଣ୍ଟମ ଟିମ ସହାୟତା ରୁ ଏହି ଦୁଇ ଭଉଣୀ ଏବେ ଘରୁ ବାହାରିପାରୁଛନ୍ତି I ଏବଂ ନିଶ୍ଚିନ୍ତ ରେ ସ୍କୁଲ ମଧ୍ୟ ଯାଇପାରୁଛନ୍ତି I

ଭାରତୀୟ ଟିମ କୁ ଧନ୍ୟବାଦ
ଏହି ମାମଲା ରେ ଯୁବତୀ ଙ୍କ ର ପିତା ଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ଙ୍କୁ ଦୀର୍ଘ ସମୟ ହେବ କ୍ୟାନ୍ସର ରୋଗ ହେଇଚି ତେଣୁ ସାରା ପରିବାର ମଧ୍ୟ ଚିନ୍ତା ରେ ରହିଛି I ଏବଂ ଏପରି ବାହାର ର ଘଟଣା ମଧ୍ୟ ତାଙ୍କୁ ସମ୍ପୂର୍ଣ କମଜୋର କରିଦେଇଛି I ଏହି ଯୁବତୀ ଙ୍କ ର ପିତା ପୋଲିସ ଙ୍କ ର ଏପରି ସହାୟତା କୁ ନେଇ ଧନ୍ୟବାଦ ଜ୍ଞାପନ କରିଛି ଓ ଉକ୍ତ ଘଟଣା ରେ ସମ୍ପୃକ୍ତ ଥିବା କିଛି ଯୁବକ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି I

The post ନା ନେତା, ନା ଭିଆଇପି ତଥାପି ଏମାନଙ୍କ ସାଙ୍ଗରେ ସବୁବେଳେ ରହିଥାନ୍ତି ପୋଲିସ ଫୋର୍ସ, ଜାଣନ୍ତୁ କିଏ ଏହି ଦୁଇ ଝିଅ, ଯାହାଙ୍କ ପାଇଁ ଏତେ ବ୍ୟବସ୍ଥା … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/na-kounasi-na-kounasia-mantria/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here