ଧୋନୀ ଚାହୁଁ ନ ଥିଲେ ସଚିନ ଓ ସେହବାଗ ଦଳରେ ରୁହନ୍ତୁ ବୋଲି, ବାହାର କରିବା ପାଇଁ କେଲିଥିଲେ ଏହି ମାଇଣ୍ଡ ଗେମ !

0
Advertisement


ମହେନ୍ଦ୍ର ସିଂ ଧୋନୀ ଅର୍ଥାତ ଲେଫ୍ଟନେନ କର୍ଣ୍ଣଲ ମହେନ୍ଦ୍ର ସିଂ ଧୋନି ଝାରଖଣ୍ଡ ରାଞ୍ଚି ରେ ତାଙ୍କ ପରିବାର ରୁହନ୍ତି I ଧୋନୀ ବିଗତ ଦିନ ରେ ପଦ୍ମ ଭୂଷଣ , ପଦ୍ମ ଶ୍ରୀ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ରେ ସଂନମାନିତ ଭାରତୀୟ କ୍ରିକେଟର ଅଟନ୍ତି I ଧୋନୀ ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ରିକେଟର ଅଟନ୍ତି I

ପୂର୍ବ ଭାରତୀୟ କ୍ୟାପଟେନ ଓ ଓପନର ବୀରେନ୍ଦ୍ର ସେହେବାଗ , ଧୋନୀ ଙ୍କ ଉପରେ ଏକ ଗମ୍ଭୀର ଆରୋପ ଆଣିଥିଲେ I ଏବଂ କହିଥିଲେ ଧୋନୀ କ୍ରିକେଟ ଟିମ ରେ ରାଜନୀତି ଖେଳିଥିଲେ I ଡ୍ରେସିଂ ରୁମ ରେ ତାଙ୍କ ର ବ୍ୟବହାର ଅଲଗା ହେଉଥିଲା ଓ ମିଡ଼ିଆ ସମୁଖ ରେ ବ୍ୟବହାର ଅଲଗା ହେଉଥିଲା I ଏବଂ ତାଙ୍କ ସମୟ ରେ ଯେଉଁ ଖେଳାଳି ବାହାରୁ ଥିଲେ ଏହା ର କାରଣ ସେମାନେ ନିଜେ ମଧ୍ୟ ଜାଣୁ ନ ଥିଲେ I

ଧୋନୀ ତାଙ୍କ କ୍ୟାପଟେନ ଥିବା ସମୟ ରେ ଏହି କଥା ର ଫାଇଦା ନେଇ ଥିଲେ ଓ ଅନେକ ଖେଳାଳି ଙ୍କୁ ଡ୍ରେସିଂ ରୁମ ରେ ବ୍ୟବହାର ମଧ୍ୟ ଖରାପ କରୁଥିଲେ I ସେହେବାଗ ଙ୍କ କହିବା ଅନୁସାରେ ଧୋନୀ ମିଡ଼ିଆ ସମୁଖ ରେ ଏକ ପ୍ରକାର ବ୍ୟବହାର କରୁଥିଲେ ଓ ଡ୍ରେସିଂ ରୁମ ରେ ଅଲଗା ପ୍ରକାର ର ବ୍ୟବହାର କରୁଥିଲେ I ସେହେବାଗ ଏହା ମଧ୍ୟ କହିଛନ୍ତି ଏହି କ୍ରିକେଟ ର ପଲିସୀ କୁ ନେଇ ସେ ସଚିନ ଏବଂ ମୋତେ ମଧ୍ୟ ଟିମ ରୁ ବାହାର କରିଥିଲେ I କାରଣ ସେ ଚାଁହୁଥଲେ ରୋହିତ ଶର୍ମା ଙ୍କୁ ସୁଯୋଗ ଦେବାକୁ I କିନ୍ତୁ ମିଡ଼ିଆ ସମୁଖ ରେ ସେ କହୁଥିଲେ କି ଖରାପ ଫିଲଡିଂ କୁ ନେଇ ସେ ଖେଳାଳି ଙ୍କୁ ଟିମ ରୁ ବାହାର କରିଥିଲେ I

ଧୋନୀ ଙ୍କ ର ଏହି ବ୍ୟବହାର କୁ ନେଇ ଧୋନୀ ବହୁତ ଦୁଖୀ ଥିଲେ I ଏହି ବିଷୟ ରେ ହିଁ ସ୍ପଷ୍ଟୀକରଣ ଦେଇଛନ୍ତି ସେହେବଗ I ଏହିପରି ସେହେବାଗ ଙ୍କୁ ବିନା କୌଣସି ସୂଚନା ରେ ଟିମ ରୁ ବାହାରେ ବସିବା କୁ ପଡୁଥିଲା I

The post ଧୋନୀ ଚାହୁଁ ନ ଥିଲେ ସଚିନ ଓ ସେହବାଗ ଦଳରେ ରୁହନ୍ତୁ ବୋଲି, ବାହାର କରିବା ପାଇଁ କେଲିଥିଲେ ଏହି ମାଇଣ୍ଡ ଗେମ ! appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here