ଦେଶର ଏକମାତ୍ର ସାଂସଦ ଯିଏ କି ୯ ବର୍ଷ ହେବ ନେଇନାହାନ୍ତି ଦରମା, କହିଲେ ପଇସା ରୋଜଗାର ପାଁଇ କରୁନି ରାଜନୀତି

0
Advertisement

ଭାରତୀୟ ରାଜନୀତି ରେ ଏପରି ନେତା ଙ୍କୁ ଦେଖିବା ଖୁବ କଷ୍ଟକର ଅଟେ I କାରଣ ସେ ନେତା ଭାବରେ ଭାଷଣରେ ଯାହା କହିଥାନ୍ତି ସେହି ଆଧାରରେ କାର୍ଯ୍ୟ ବି କରିଥାନ୍ତି | ତେବେ ଏହିପରି ଜଣେ ନେତା ଯିଏ କି ଏପରି କିଛି କରି ବର୍ତମାନ ସାରା ଦୁନିଆ ରେ ଚର୍ଚା ରେ ରହିଛନ୍ତି | ସେ ହେଉଛନ୍ତି ବିଜେପିର ସଂସଦ ବରୁଣ ଗାନ୍ଧୀ | ସେ ଧନୀ ସଂସଦଙ୍କୁ ନିଜର ବେତନ ଛାଡ଼ କରିବାର ଦାବି ବି କରିଛନ୍ତି I

ତେବେ ଇତି ମଧ୍ୟ ରେ ସେ କେବଳ ଅନ୍ୟ ସାଂସଦ ଙ୍କୁ କହୁ ନାହାନ୍ତି ବେତନ ନ ନେବାକୁ ନିଜେ ବି ଦୀର୍ଘ ଦିନ ହେବ ଦରମା ନେଇନାହାନ୍ତି I ବରୁଣ ଗାନ୍ଧୀ ବିଗତ 9 ବର୍ଷ ହେବ ସାଂସଦ ରୂପେ ମିଳୁଥିବା ଦରମା କୁ ଗରିବ ଲୋକଙ୍କ ମଧ୍ୟ ରେ ବାଣ୍ଟିଛନ୍ତି I ସେ ବେତନ ର ଗୋଟେ ବି ପଇସା ନିଜ ପାଁଇ ଖର୍ଚ୍ଚ କରିନାହାନ୍ତି I ବରୁଣ ଗାନ୍ଧୀ ସୁଲତାନପୁର ର ସାଂସଦ ଅଟନ୍ତି I ସେ ସର୍ବଦା ସାଂସଦ ଙ୍କ ର ଦରମା ରେ ହେଇପାରିବା ପରି ଜନହିତକର ଯୋଜନା ସମ୍ପର୍କ ରେ ଆଲୋଚନା କରିଥାନ୍ତି I ସେ ଏହି ବର୍ଷ ଆରମ୍ଭ ରୁ ଲୋକସଭା ର ଅଧକ୍ଷ୍ୟା ସୁମିତ୍ରା ମହାଜନ ଙ୍କୁ ଅପିଲ କରିଛନ୍ତି କି ଆର୍ଥିକ ସକ୍ଷମ ଥିବା ସାଂସଦ 16 ତମ ଲୋକସଭା ରେ ନିଜ ର କାର୍ଯ୍ୟଳ ରେ ବେତନ ଛାଡ଼ ପାଁଇ ଆନ୍ଦୋଳନ କରନ୍ତୁ I ସେ ଏହା ବି କହିଛନ୍ତି କି ଭାରତ ରାସମାନତା ଧୀରେ ଧୀରେ ବଢିବା ରେ ଲାଗିଛି ଓ ଦେଶ ର ଏକ ପ୍ରତିସଦ ଧନୀ ଲୋକଙ୍କ ପାଖ ରେ 60 ପ୍ରତିସଦ ମାଲିକ ଅଟନ୍ତି ଏବଂ ଭାରତ ରେ 84 ଅରବପତି ଙ୍କ ପାଖ ରେ ଦେଶ ର 70 ପ୍ରତିସଦ ସମ୍ପତି ରହିଛି I ଏହି ବ୍ୟବସ୍ତା ଆମ ଦେଶ ର ଲୋକତନ୍ତ୍ର ପାଁଇ ହାନିକାରକ ଅଟେ I

ସେ ନିଜ ପତ୍ର ରେ ଏହା ବି ଲେଖିଛନ୍ତି ସ୍ପିକର ମହୋଦୟ ମୋର ଏହି ନିବେଦନ କି ଆର୍ଥିକ ରୂପେ ମଜବୁତ ଥିବା ସାଂସଦ ଙ୍କ ର 16 ତମ ଲୋକସଭା ର କାର୍ଯ୍ୟକାଳ ନିଜ ର ବେତନ ଛାଡ଼ ପାଁଇ ଆନ୍ଦୋଳନ ଆରମ୍ଭ କରନ୍ତୁ I ଏପରି କରି ଆମେ ଦେଶ ର ଜନସାଧାରଣ ଙ୍କ ର ସମ୍ବେଦନଶୀଳତା କୁ ଅନୁଭବ କରିପାରିବା ଓ ଦେଶ ପାଁଇ କିଛି ସକାରାତ୍ମକ କାର୍ଯ୍ୟ କରିପାରିବା I ବରୁଣ ଗାନ୍ଧୀ ଏହା ବି କହିଛନ୍ତି କି ବିଗତ 9 ବର୍ଷ ମଧ୍ୟ ରେ ସାଂସଦ ପଦବୀ ପାଁଇ ମିଳୁଥିବା ପଇସା କୁ ନିଜ ପାଁଇ କେବେ ହେଲେ ଖର୍ଚ୍ଚ କରିନାହାନ୍ତି I

ବିଗତ ଦିନ ରେ ଜଣେ ରାମଜୀ ଗୁପ୍ତ ନାମ ବ୍ୟକ୍ତିଙ୍କୁ ଅଢେଇ ଲକ୍ଷ ର ଆର୍ଥିକ ସହାୟତା କରିଛନ୍ତି I କାରଣ ରାମଜୀ ଗୁପ୍ତ ଜଣେ କ୍ୟାନ୍ସର ରୋଗୀ ଅଟନ୍ତି ଏବଂ ଚିକିତ୍ସା ପାଁଇ ଅର୍ଥ ବାଧକ ହେଇଥିଲା ତାଙ୍କ ର I ବରୁଣ ଗାନ୍ଧୀ , ରାମଜୀ ଙ୍କ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ତାଙ୍କୁ ଏହି ସାହାଯ୍ୟ କରିଛନ୍ତି I ଏହା ପୂର୍ବ ରୁ ବରୁଣ ଗାନ୍ଧୀ , ସୁଲତାନପୁର ର ଜଣେ ଚାଷୀଙ୍କୁ 5 ଲକ୍ଷ୍ୟ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି I ଏବଂ ଖବର ଅନୁସାରେ ବିଜେପି ର ସଂସଦ 13 ଜିଲା କୁ ଆର୍ଥିକ ସହାୟତା କରିଛନ୍ତି I ସେ ସୁଲତାନପୁର ର ଅନେକ ଗରିବ ଲୋକ ଙ୍କ ର ଘର ନିଜ ପଇସା ହିଁ କରିଛନ୍ତି I ଏବଂ ବରୁଣ ଗାନ୍ଧୀ ଙ୍କ ର କହିବା ଅନୁସାରେ ସେ ରାଜନୀତି କୁ ଆସିଛନ୍ତି ପଇସା ରୋଜଗାର କରିବାକୁ ନୁହେ ଲୋକଙ୍କ ର ସହାୟତା କରିବାକୁ I

The post ଦେଶର ଏକମାତ୍ର ସାଂସଦ ଯିଏ କି ୯ ବର୍ଷ ହେବ ନେଇନାହାନ୍ତି ଦରମା, କହିଲେ ପଇସା ରୋଜଗାର ପାଁଇ କରୁନି ରାଜନୀତି appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/desraa-ekamatra-neta-jieki-nei-nahanty/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here