ଦୁନିଆର ୫ଟି ସବୁଠାରୁ ସୁନ୍ଦର ନୋଟ, ଭାରତୀୟ ନୋଟ ସ୍ଥାନ ଜାଣି ଆପଣ ହେଇଯିବେ ଆଶ୍ଚର୍ଯ୍ୟ

0
Advertisement

ଦୁନିଆରେ ବଞ୍ଚିବା ପାଇଁ ହେଲେ ଆମର ପଇସା ନିହାତି ଦରକାର । ଲୋକମାନେ ବିଭିନ୍ନ ଉପାୟରେ ପଇସା ରୋଜଗାର କରିଥାନ୍ତି । ପଇସା ଦୁଇ ପ୍ରକାର ଥାଏ ଯଥା ନୋଟ ଏବଂ ମୁଦ୍ରା । ଦୁନିଆର ବିଭିନ୍ନ ଦେଶରେ ଅଲଗା ଅଲଗା ନୋଟ ବ୍ୟବହାର କରାଯାଇ ଥାଏ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଦେଶର ନୋଟ ସବୁଠାରୁ ସୁନ୍ଦର ଅଟେ ଏବଂ ଭାରତୀୟ ନୋଟ ସେଥିରେ କେଉଁ ଜାଗାରେ ଅଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

୧- ଫିଜି ର ନୋଟ

ଫିଜିୟନ ଡଲାର ନୋଟ କୁ ଦୁନିଆର ସବୁଠାରୁ ସୁନ୍ଦର ନୋଟ ବୋଲି କୁହାଯାଇ ଥାଏ । ଏହି ସୁନ୍ଦର ନୋଟ ଦେଖିଲେ ତାକୁ ସାଇତି ରଖିବା ପାଇଁ ଇଚ୍ଛା ହୋଇଥାଏ ।

୨- ମାଲେଶିୟା ର ନୋଟ

ମାଲେଶିୟା ଦେଶ ଦେଖିବା ପାଇଁ ଯେତେ ସୁନ୍ଦର ଅଟେ ତାର ନୋଟ ଦେଖିବା ପାଇଁ ସେତିକି ସୁନ୍ଦର ଅଟେ । ଏହି ନୋଟକୁ ଦୁନିଆର ଦ୍ଵିତୀୟ ସୁଦର ନୋଟ ବୋଲି କୁହାଯାଇ ଥାଏ । ମାଲେଶିୟା ଦେଶର ସବୁ ନୋଟ ମଧ୍ୟରୁ ୫୦ ଟଙ୍କିଆ ନୋଟ ସବୁଠାରୁ ସୁନ୍ଦର ଅଟେ ଏବଂ ଏହାକୁ ଧରିବା ପାଇଁ ସବୁ ଲୋକ ମାନେ ବହୁତ ଭଲ ପାଇଥାନ୍ତି ।

୩- ପାପୁଆ ନ୍ୟୁ ଗିନି ଔନ୍ସ ନୋଟ

ପାପୁଆର ସବୁ ନୋଟ ମଧ୍ୟରୁ ୨୦ ଔନ୍ସ ନୋଟ ସବୁଠାରୁ ସୁନ୍ଦର ଅଟେ ଏବଂ ଏହାକୁ ଦେଖି ମନ ବହୁତ ଖୁସି ହୋଇ ଯାଇଥାଏ ।

୪- ନ୍ୟୁଜିଲ୍ୟାଣ୍ଡ ଡଲାର

ଡଲାର କୁ ଇଣ୍ଟରନେସନାଲ ନୋଟ ବୋଲି କୁହାଯାଇଥାଏ । ଦୁନିଆର ଅଧିକାଂଶ ଦେଶ ଏମିତି ଅଛି ଯେଉଁଠି ଡଲାର ର ବ୍ୟବହାର କରାଯାଇ ଥାଏ । ଏହି ସବୁ ଡଲାର ଭିତରୁ ନ୍ୟୁଜଲ୍ୟାଣ୍ଡ ର ଚଢେଇ ଏବଂ ଫୁଲ ହେଇଥିବା ଡଲାର ସବୁଠାରୁ ସୁନ୍ଦର ଅଟେ ।

୫- ଭାରତୀୟ ୫୦୦ ଟଙ୍କା ନୋଟ

ଭାରତରେ କିଛି ଦିନ ପୂର୍ବରୁ ନୂଆ ୫୦୦ ଏବଂ ୨୦୦୦ ନୋଟ ଲାଗୁ କରାଯାଇଛି । ସେଥିମଧ୍ୟରୁ ୫୦୦ ଟଙ୍କିଆ ନୋଟ ଦେଖିବା ପାଇଁ ବହୁତ ସୁନ୍ଦର ଅଟେ । ଭାରତର ୫୦୦ ଟଙ୍କିଆ ନୋଟକୁ ଦୁନିଆର ପଞ୍ଚମ ସୁନ୍ଦର ନୋଟ ବୋଲି କୁହାଯାଇଥାଏ । ଏହି ନୋଟକୁ ଦୁନିଆରେ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

The post ଦୁନିଆର ୫ଟି ସବୁଠାରୁ ସୁନ୍ଦର ନୋଟ, ଭାରତୀୟ ନୋଟ ସ୍ଥାନ ଜାଣି ଆପଣ ହେଇଯିବେ ଆଶ୍ଚର୍ଯ୍ୟ appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://headlines9.com/duniara-panchati-sabutharu-sundara/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here