ଦିଲ୍ଲୀ ସିଏଏ ହିଂସା : ସୁଧୁରୁଛି ପରିସ୍ଥିତି, ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

0
Advertisement


ନୂଆଦିଲ୍ଲୀ : ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ (ସିଏଏ)ନେଇ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ଆଜି ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ମାତ୍ର ମୃତକଙ୍କ ସଂଖ୍ୟାରେ ୨୦ରେ ପହଞ୍ଚିଥିବା ବେଳେ ୧୫୦ ରୁ ଅଧିକ ଲୋକେ ଆହତ ଓ ୧୭ରୁ ଅଧିକ ଲୋକଙ୍କ ଶରୀରରେ ଗୁଳି ବାଜିଥିବା ଜଣାପଡ଼ିଛି। ଏହାସହ ଦିଲ୍ଲୀର ବହୁ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଏଏକୁ ନେଇ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ରବିବାର ଠାରୁ ସୃଷ୍ଟି ହୋଇଥିବା ଏହି ହିଂସା ମଙ୍ଗଳବାର ଉଗ୍ର ରୂପ ନେଇଥିଲା। ମୌଜାପୁର ଓ କର୍ଦମପୁରୀରେ ଅଧିକ ହିଂସା ଓ ଉତ୍ତ୍ୟଜନା ମୂଳକ ପରିସ୍ଥିତି ଦେଖାଯାଇଥିଲା। ଫଳରେ ଗତକାଲି ପ୍ରାୟ ୧୩ ଜଣ ବ୍ୟକ୍ତି ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here