ପରିସ୍କାର ଦାନ୍ତ ଆପଣ ଙ୍କ ର ବ୍ୟକ୍ତିତ୍ୱ ର ପରିଚୟ ଦେଇଥାଏ I କିନ୍ତୁ ଟିକେ ଅସାବଧାନତା କାରଣ ରୁ ଆପଣ ଙ୍କ ର ଦାନ୍ତ ଖରାପ ହେଇଯାଇଥାଏ I ଯେପରି ଆବଶ୍ୟକତା ରୁ ଅଧିକ ମିଠା ଖାଇବା , କୋଲଡ୍ରିଙ୍କସ ର ଅଧିକ ସେବନ କରିବା ଗୁଟଖା , ତମ୍ବାଖୁ ଆଦି ସେବନ ଓ ମଦ୍ୟପାନ ଦ୍ୱାରା ଆପଣ ଙ୍କ ର ଦାନ୍ତ ଖରାପ ହେଇଯାଇଥାଏ I
ହଳଦିଆ ଦାନ୍ତ କାରଣ ରୁ ହିଁ ଆପଣ କାହାରି ସମୁଖ ରେ ହସିପାରିବେ ନାହିଁ I ଯଦି ଆପଣ ନିଜ ଦାନ୍ତ ର ହଳଦିଆ ରଙ୍ଗ କାରଣ ରୁ ସମସ୍ୟା ରେ ଅଛନ୍ତି ତେବେ ଏହି ଉପାୟ କୁ ଆପଣେଇପାରିବେ I
ଆପଣ ଏହି ଉପାୟ କୁ ଆପଣେଇବାକୁ ହେଲେ ଆପଣଙ୍କୁ ତିନିଗୋଟି ଜିନିଷ ର ବ୍ୟବହାର କରିବାକୁ ହେବ I ଏହି ତିନି ଗୋଟି ଜିନିଷ ହେଉଛି କମଳା ର ଚୋପା , ତୁଳସୀ ପତ୍ର ଓ ଲେମ୍ବୁ I ଏହି ତିନି ଗୋଟି ଜିନିଷ ର ମିଶ୍ରଣ ରେ ଆପଣ ନିଜ ଦାନ୍ତ ର ଚମକ କୁ ଫେରାଇ ପାରିବେ I
ପ୍ରଥମେ ତୁଳସୀ ପତ୍ର ଓ କମଳା ଚୋପା କୁ ଶୁଖାଇ ଦିଅନ୍ତୁ I ଏହି ଦୁଇଟି ର ପାଉଡର କରି ଦିଅନ୍ତୁ ଏବଂ ଏକ ଡବା ରେ ରଖି ଦିଅନ୍ତୁ I ନିୟମିତ ସକାଳୁ 3 ଚୁଟକୀ ପାଉଡର 5 ବୁନ୍ଦା ଲେମ୍ବୁ ରସ ମିଶାଇ ଆପଣ ବ୍ରସ କରନ୍ତୁ I ଏପରି କରିବା ଦ୍ୱାରା ଆପଣ ଙ୍କ ର ଦାନ୍ତ ର ମୈଲା ଦୂର ହେଇପାରିବ I
The post ଦାନ୍ତ ସଫା କରିବାର ୫୦୦ ବର୍ଷ ତଳ ପୁରୁଣା ଉପାୟ ଯାହା ଡାକ୍ତରମାନେ ଆପଣଙ୍କୁ କେବେହେଲେ କୁହନ୍ତି ନାହିଁ… ଜାଣନ୍ତୁ appeared first on Odianews24.info.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : http://odianews24.info/danta-safa-karibara-upataya/

