ଦାନ୍ତରେ ଲାଗିଥିବାସବୁ ଦାଗ (ଘୁଟୁକା,ପାନ,ପାଣି ଖରାପ)କୁ କିଛି ସମୟ ମଧ୍ୟରେ ପୁରା ସଫା କରିଦେବ, ବାସ କରନ୍ତୁ ଏହି ଛୋଟିଆ କାମ …

0
Advertisement

ଧଳା ଓ ସଫା ଦାନ୍ତ ଆପଣ ଙ୍କ ର ସୁନ୍ଦରତା କୁ ବୃଦ୍ଧି କରିଥାଏ I ଆପଣ ଙ୍କ ର ଶରୀର ର ସୁନ୍ଦରତା ପାଁଇ ଦାନ୍ତ ମଧ୍ୟ ସୁନ୍ଦର ରହିବା ଆବଶ୍ୟକ ଅଟେ I କିନ୍ତୁ କିଛି ଲୋକେ ପାନ ପୁଡିଆ ଆଦି ର ଅଭ୍ୟାସ କୁ ନେଇ ଦାନ୍ତ ରେ ଦାଗ ପଡିଯାଇଥାଏ ଓ ଆପଣ ଅସୁନ୍ଦର ଦେଖାଯାଇଥାନ୍ତି I ତେବେ ଦାନ୍ତ ରୁ ଏହି ଦାଗ ଦୂର କରିବା କୁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବା କୁ ଯାଉଛୁ I

ଆଜିକା ଵ୍ୟସ୍ତବହୁଳତା ସମୟ ରେ ଅନେକ ଲୋକେ ଅନେକ ପ୍ରକାର ର ଖାଦ୍ୟ ସେବନ କରିଥାନ୍ତି I ଯେଉଁ କାରଣ ରୁ ଦାନ୍ତ ମୂଳ ରେ ବ୍ୟାକ୍ଟେରିଆ ଜମି ରହିଥାଏ I ଲୋକେ ଅନେକ କିଛି ଖାଦ୍ୟ ସେବନ କରିବା ପରେ ନିଜ ଦାନ୍ତ ଙ୍କୁ ଭଲ କରିକି ସଫା କରନ୍ତି ନାହିଁ I ସେହିପରି ଦାନ୍ତ ଘଷିବା ସମୟ ରେ ଆପଣ ଙ୍କ ର ଦାନ୍ତ ମୂଳ ରେ ଥିବା ବ୍ୟାକ୍ଟେରିଆ ବାହାରିଯାଇଥାଏ ସତ କିନ୍ତୁ ଦାନ୍ତ ରେ ଦାଗ ରହିଯାଇଥାଏ I ଯାହା ଦ୍ୱାରା କି ଆପଣ ଙ୍କ ର ଡଙ୍ଗ ହଳଦିଆ ଦେଖାଯାଇଥାଏ I

ତେବେ ଆଜି ଆମେ ଆପଣ ଙ୍କୁ କିଛି ଉପାୟ ବିଷୟ ରେ କହିବା କୁ ଯାଉଛୁ ଯାହା କି ଆପଣ ଙ୍କ ପାଁଇ ଶସ୍ତା ଓ ସହଜ ଅଟେ I ଏହା ର ଫାଇଦା ଆପଣ କିଛି ସମୟ ରେ ହିଁ ପାଇପାରିବେ I କିନ୍ତୁ ଏହି ଉପାୟ କୁ ଆପଣ କିଛି ଦିନ ଆପଣେଇବା ଦ୍ୱାରା ହିଁ ଏହା ର ଫାଇଦା ଆପଣ ପାଇପାରିବେ I

କମଳା ର ଚୋପା ଓ ଲେମ୍ବୁ କୁ ନିଅନ୍ତୁ I କମଳା ର ଚୋପା କୁ ଭଲ କରିକି ଶୁଖାଇ ଦିଅନ୍ତୁ I ଏବଂ ଏହା କୁ ଗୁଣ୍ଡ କରି ପାଉଡର କରି ଦିଅନ୍ତୁ I ଏହି ପାଉଡର ରୁ ଦୁଇ ଚୁଟକୀ ନେଇ ସେଥିରେ କିଛି ଲେମ୍ବୁ ରସ ମିଶାଇ ଦିଅନ୍ତୁ ଓ ସକାଳୁ ଓ ସନ୍ଧ୍ୟା ରେ ଏହା କୁ ବ୍ରସ ରେ ନେଇ ଦାନ୍ତ ଘସନ୍ତୁ I ଦେଖିବେ ଆପଣ ଙ୍କ ର ଦାନ୍ତ ରେ ଥିବା ସବୁ ଦାଗ ଦୂର ହେବା ସହ ଦାନ୍ତ ଧଳା ହେଇଯିବ I

ଏହା ଛଡା ଆପଣ ଲେମ୍ବୁ ରସ ରେ କିଛି ଲୁଣ ଓ କିଛି ସୋରିଷ ତେଲ ମିଶାଇ ପାରିବେ I ଏହି ଉପାୟ ଦ୍ୱାରା ଆପଣ ଙ୍କ ର ଦାନ୍ତ ର ସବୁ ଦାଗ ଦୂର ହେଇଥାଏ I|

ତେବେ ଆପଣ ଜାଣିପାରିଥିବେ ହଳଦିଆ ଦାନ୍ତ କୁ ସଫା କରିବା କୁ ଆପଣ କେଉଁ ସବୁ ଘରୋଇ ଉପାୟ ଆପଣେଇପାରିବେ |

The post ଦାନ୍ତରେ ଲାଗିଥିବାସବୁ ଦାଗ (ଘୁଟୁକା,ପାନ,ପାଣି ଖରାପ)କୁ କିଛି ସମୟ ମଧ୍ୟରେ ପୁରା ସଫା କରିଦେବ, ବାସ କରନ୍ତୁ ଏହି ଛୋଟିଆ କାମ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/dnatare-lagithiba-dagakusafa-karideba/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here