ତାରକ ମେହେତା ଙ୍କର ବବିତା ସେୟାର କଲେ କିଛି ଏପରି ଫୋଟୋ, ଲୋକମାନେ କହିଲେ ଟିକେ ତ ଲାଜ କର…

0
Advertisement

ସବ ଟିଭି ରେ ଆସୁଥିବା ଲୋକପ୍ରିୟ ସୋ ତାରକ ମେହେତା କା ଉଲ୍ଟା ଚଶ୍ମା ତ ଆପଣ ଦେଖିଥିବେ | ରାତି ସମୟ ରେ ଏହି ସୋ ଆସିଥାଏ | ଏହି ସୋ ରେ ବବିତା ଙ୍କୁ ତ ଆପଣ ବେଶ ଭଲ ଭାବ ରେ ଜାଣିଥିବେ | ତାଙ୍କ ର ଅସଲ ନାମ ମୁନମୁନ ଦତ୍ତ ଅଟେ | ସେ ଟିଭି ରେ ଯେତିକି ସୁନ୍ଦର ଦେଖାଯାଇଥାନ୍ତି ବାସ୍ତବ ରେ ବି ଦେଖିବାକୁ ସେତିକି ସୁନ୍ଦର ଅଟନ୍ତି | ମୁନମୁନ ଙ୍କ କହିବା ଅନୁସାରେ ସେ ଟିଭି ସିରିଏଲ ରେ 2004 ରେ ଏଣ୍ଟ୍ରି କରିଥିଲେ |

ମୁନମୁନ ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରହିଥାନ୍ତି | ଏବଂ ସର୍ବଦା ନିଜ ର ନୂଆ ନୂଆ ଫୋଟୋ ଉପଲୋଡ଼ କରିଥାନ୍ତି | ସେ ବିଗତ ଦିନ ରେ ନିଜ ର ଏକ ଫୋଟୋ ଉପଲୋଡ଼ କରିଥିଲେ ଯାହା କୁ ଖୁବ ଲୋକେ ପସନ୍ଦ ବି କରିଥିଲେ | ଏହି ଫୋଟୋ ରେ ସେ ଏକ ସିମ୍ପଲ ଲୁକ ଦେଇଥିଲେ | କିନ୍ତୁ ଆଜିକାଲି ସେ ଯେଉଁ ଫୋଟୋ ଉପଲୋଡ କରୁଛନ୍ତି ସେଥିରେ ଖୁବ ହଟ ଦେଖାଯାଉଛନ୍ତି |

ମୁନମୁନ ଙ୍କ ର ଆକ୍ଟିଙ୍ଗ ଖୁବ ଭଲ ଅଟେ | ତାଙ୍କ ସୁନ୍ଦରତା ରେ ଅଧିକ ଲୋକେ ଆକର୍ଷିତ ହେଇଥାନ୍ତି | ତାଙ୍କ ର ସୁନ୍ଦରତା ର ଚର୍ଚା ସବୁଆଡେ ଦେଖିବାକୁ ମିଳିଥାଏ | ମୁନମୁନ ଟିଭି ସିରିଏଲ ଓ ମ୍ୟାଗାଜିନ ର କଭର ପେଜ ରେ ଦେଖିବାକୁ ମିଳିଥାନ୍ତି | ମୁନମୁନ ଜଣେ ଅଭିନେତ୍ରୀ ଛଡା ଜଣେ ମଡେଲ ବି ଅଟନ୍ତି |

ମୁନମୁନ ଙ୍କ ର ଜନ୍ମ ପଶ୍ଚିମ ବେଙ୍ଗଲ ରେ ହେଇଥିଲା ତାଙ୍କ ପିତା ଜଣେ ଗାୟକ ଅଟନ୍ତି | ତେଣୁ ମୁନମୁନ ଏହି ଆକ୍ଟିଙ୍ଗ ରେ କ୍ୟାରିୟର କରିବାକୁ ମନ ଦେଇଥିବା ସହ ସଂଗୀତ ପ୍ରତି ବି ବେଶ ଆଗ୍ରହୀ ଥିଲେ | ମୁନମୁନ , ଅଂଗ୍ରେଜୀ କେ ମାଷ୍ଟର ରେ ବି ଭାଗ ନେଇଥିଲେ |

The post ତାରକ ମେହେତା ଙ୍କର ବବିତା ସେୟାର କଲେ କିଛି ଏପରି ଫୋଟୋ, ଲୋକମାନେ କହିଲେ ଟିକେ ତ ଲାଜ କର… appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here