ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତୀ ଙ୍କର ପ୍ରଥମ ପତ୍ନୀ ଘର ଚଳାଇବା ପାଇଁ ଏବେ କରୁଛନ୍ତି ଏପରି କାମ, ସୁନ୍ଦରତା ଦେଖି ପ୍ରଥମ ଥରରେ ହିଁ ଦିୱାନା ହେଇଯାଇଥିଲେ ମିଥୁନ ଦା

0
Advertisement


ବଲିଉଡ ର କଳାକାର ଙ୍କ ର ଶୁଚି ଦେଖିବା ତ ଆଜିକା ସମୟ ରେ ମଧ୍ୟ ମିଥୁନ ଚକ୍ରବର୍ତୀ ବଲିଉଡ ଜଗତ ରେ ବେଶ ଚର୍ଚା ରେ ରହିଛନ୍ତି I ବଲିଉଡ ରେ ସବୁ ଲୋକେ ମିଥୁନ ଚକ୍ରବର୍ତୀ ଙ୍କୁ ଦାଦା ନାମ ରେ ସମ୍ବୋଧନ କରିଥାନ୍ତି I ଏବଂ ମିଥୁନ ଚକ୍ରବର୍ତୀ ତାଙ୍କ କ୍ୟାରିୟର ରେ ଅନେକ ଫିଲ୍ମ ରେ ସଫଳତା ମଧ୍ୟ ହାସିଲ କରିଛନ୍ତି I ଆଜିକା ସମୟ ରେ ମଧ୍ୟ ମିଥୁନ ଚକ୍ରବର୍ତୀ ଙ୍କ ର ଡିସ୍କୋ ଡ୍ୟାନ୍ସ କୁ ଲୋକେ ମନେ ପକାଇଥାନ୍ତି I ମିଥୁନ ଚକ୍ରବର୍ତୀ ଙ୍କ ର ପିଲାଦିନ ରେ ନାମ ଥିଲା ଗୌରାଙ୍ଗ ଚକ୍ରବର୍ତୀ I ମିଥୁନ ଚକ୍ରବର୍ତୀ ଙ୍କ ର ଜନ୍ମ 16 ଜୁନ 1950 ରେ ହେଇଥିଲା I

ମିଥୁନ ଚକ୍ରବର୍ତୀ ନିଜ ର ଫିଲ୍ମ କ୍ୟାରିୟର ର ଆରମ୍ଭ ଫିଲ୍ମ ମୃଗୟା ରୁ ଆରମ୍ଭ କରିଥିଲେ I ମିଥୁନ ଚକ୍ରବର୍ତୀ ବଲିଉଡ ଇଣ୍ଡଷ୍ଟ୍ରି ରେ ଜଣେ ଭଲ ଡ୍ୟାନ୍ସର ହେବା ସହ ଜଣେ ଭଲ ଅଭିନେତା ମଧ୍ୟ ଅଟନ୍ତି I ମିଥୁନ ଚକ୍ରବର୍ତୀ 80 ଦଶକ ରୁ ବଲିଉଡ ଇଣ୍ଡଷ୍ଟ୍ରି ରେ ସକ୍ରିୟ ରହିଥିଲେ I ତେବେ ଆଜିକା ସମୟ ରେ ଯଦି ଦେଖିବା ମିଥୁନ ଚକ୍ରବର୍ତୀ ଙ୍କ ର ପ୍ରଥମ ପତ୍ନୀ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I ମିଥୁନ ଚକ୍ରବର୍ତୀ ନିଜ କ୍ୟାରିୟର ସହ ନିଜ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ବେଶ ଚର୍ଚା ରେ ରହିଛନ୍ତି I

ମିଥୁନ ଚକ୍ରବର୍ତୀ ଙ୍କ ର ପ୍ରଥମ ପତ୍ନୀ ଙ୍କ ର ନାମ ହେଲେନା ଲ୍ୟୁକ ଅଟେ I ହେଲେନା 70 ଦଶକ ର ଜଣେ ପ୍ରସିଦ୍ଧ ଡିଜାଇନର ମଧ୍ୟ ଥିଲେ I ସେ ବଲିଉଡ ଫିଲ୍ମ ଜୁଦାଇ ରୁ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I କିନ୍ତୁ 4 ଗୋଟି ଫିଲ୍ମ କରିବା ପରେ ଫିଲ୍ମ ଜଗତ ରୁ ଦୁରେଇ ଯାଇଥିଲେ I

ବହୁତ କମ ଲୋକେ ଏହା ଜାଣିଛନ୍ତି କି ହେଲେନା ବିବାହ କରିବା ପୂର୍ବ ରୁ ମିଥୁନ ଚକ୍ରବର୍ତୀ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଥିଲେ I ଅଭିନେତ୍ରୀ ସାରିକା ଙ୍କ ସହ ମିଥୁନ ଚକ୍ରବର୍ତୀ ଙ୍କ ର ସମ୍ପର୍କ ଭାଙ୍ଗିବା ପରେ ସେ ହେଲେନା ଙ୍କୁ ବିବାହ କରିଥିଲେ I ସେହିପରି ହେଲେନା ମଧ୍ୟ ମିଥୁନ ଚକ୍ରବର୍ତୀ ଙ୍କ ସହ ବିବାହ ପୂର୍ବ ରୁ ଜାବେଦ ଖାଁ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ରହିଥିଲେ I କିନ୍ତୁ ମିଥୁନ ଚକ୍ରବର୍ତୀ ଓ ହେଲେନା ଙ୍କ ର ବିବାହ ର 4 ମାସ ପରେ ହିଁ ଦୁହେଁ ଅଲଗା ହେଇଯାଇଥିଲେ I

ମିଥୁନ ଚକ୍ରବର୍ତୀ ଙ୍କ ଠାରୁ ଅଲଗା ହେବା ପରେ ହେଲେନା ନ୍ୟୁୟର୍କ ଚାଲିଯାଇଥିଲେ I ଏବଂ ଏହା ପରେ ମିଥୁନ ଚକ୍ରବର୍ତୀ ଙ୍କ ର ବିବାହ ୟୋଗିତା ଙ୍କ ସହ ହେଇଥିଲା I

The post ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତୀ ଙ୍କର ପ୍ରଥମ ପତ୍ନୀ ଘର ଚଳାଇବା ପାଇଁ ଏବେ କରୁଛନ୍ତି ଏପରି କାମ, ସୁନ୍ଦରତା ଦେଖି ପ୍ରଥମ ଥରରେ ହିଁ ଦିୱାନା ହେଇଯାଇଥିଲେ ମିଥୁନ ଦା appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here