ଟୁଥପେଷ୍ଟ ଉପରେ ଥିବା ଅଲଗା ଅଲଗା ରଙ୍ଗ ଚିହ୍ନର ମାନେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0
Advertisement

ଆଜିକାଲି ବଜାରରେ ଅଲଗା ଅଲଗା ପ୍ରକାରର ଟୁଥପେଷ୍ଟ ମିଳୁଛି । ସେହି ଟୁଥପେଷ୍ଟ କୁ ସବୁ ଲୋକ ମଧ୍ୟ ବ୍ୟବହାର କରୁଛନ୍ତି କିନ୍ତୁ ଆପଣ ଏହାକୁ କିଣିବା ସମୟରେ କେବେ ଭାବିଛନ୍ତି କି ଟୁଥପେଷ୍ଟ ଖୋଳ ଉପରେ ଅଲଗା ଅଲଗା ରଙ୍ଗର ଚିହ୍ନ କଣ ପାଇଁ ଥାଏ । ଆଜି ଆମେ ଆପଣଙ୍କୁ ସେହି ଚିହ୍ନ ବିଷୟରେ କହିବାକୁ ଯାଉଛୁ । ଟୁଥପେଷ୍ଟ ଉପରେ ୪ଟି ରଙ୍ଗର ଚିହ୍ନ ଥାଏ ସେଗୁଡିକ ହେଉଛି ଲାଲ, କଳା, ନୀଳ ଏବଂ ସବୁଜ ଏବଂ ଏହି ୪ଟି ରଙ୍ଗର ଅର୍ଥ ମଧ୍ୟ ଅଲଗା ଅଲଗା ହୋଇଥାଏ । ଏହି ରଙ୍ଗର ଅର୍ଥ ହେଉଛି କି ଏଥିରେ କେଉଁ ପଦାର୍ଥର ଉପଯୋଗ ହୋଇଛି ।

କଳା ରଙ୍ଗ ଚିହ୍ନର ଅର୍ଥ

ଆପଣ ଟୁଥପେଷ୍ଟର ତଳ ଭାଗରେ କଳା ରଙ୍ଗର ପଟି ଥିବା ଚିହ୍ନ ନିହାତି ଦେଖି ଥିବେ କିନ୍ତୁ କେବେ ହେଲେ ଭାବିନଥିବେ କି ଏହାର ଅର୍ଥ କଣ । ଏହାର ଅର୍ଥ ହେଉଛି ଏହା କେମିକାଲ ଦ୍ଵାରା ତିଆରି କରାଯାଇଛି । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ଏଥିପାଇଁ ଏହାକୁ ଭୁଲରେ ବି କିଣନ୍ତୁ ନାହିଁ ।

ଲାଲ ରଙ୍ଗ ଚିହ୍ନର ଅର୍ଥ

ଲାଲ ରଙ୍ଗ ଚିହ୍ନ ଥିବା ଟୁଥପେଷ୍ଟ ରେ ପ୍ରକୃତିକ ପଦାର୍ଥ ସହିତ କେମିକାଲ ର ମଧ୍ୟ ବ୍ୟବହାର ହୋଇଥାଏ । ଏହା କଳା ରଙ୍ଗ ଟୁଥପେଷ୍ଟ ଠାରୁ ଟିକେ ଭଲ ଅଟେ ।

ନୀଳ ରଙ୍ଗ ଚିହ୍ନର ଅର୍ଥ

ଯଦି ଆପଣଙ୍କ ଟୁଥପେଷ୍ଟରେ ନୀଳ ରଙ୍ଗର ଚିହ୍ନ ଥାଏ ତାହେଲେ ବୁଝିବେ କି କଳା ଏବଂ ଲାଲ ରଙ୍ଗ ଟୁଥପେଷ୍ଟ ଠାରୁ ବହୁତ ଭଲ ହୋଇଥାଏ ଏବଂ ଏହା ଆପଣଙ୍କ ପାଇଁ ସୁରକ୍ଷିତ ଅଟେ । ଏଥିରେ ପ୍ରାକୃତିକ ପଦାର୍ଥ ସହିତ ମେଡିକେସନ ପଦାର୍ଥ ମଧ୍ୟ ବ୍ୟବହାର ହୋଇଥାଏ ।

ସବୁଜ ରଙ୍ଗର ଚିହ୍ନର ଅର୍ଥ

ସବୁଜ ଚିହ୍ନ ଥିବା ଟୁଥପେଷ୍ଟ ଆପଣଙ୍କ ପାଇଁ ସୁରକ୍ଷିତ ହୋଇଥାଏ । ଏହା ପ୍ରାକୃତିକ ପଦାର୍ଥରେ ହିଁ ପ୍ରସ୍ତୁତ ହୋଇଥାଏ । ଏହି ଟୁଥପେଷ୍ଟ ଏହି ତିନୋଟି ଟୁଥପେଷ୍ଟ ଠାରୁ ସବୁଠାରୁ ଭଲ ଅଟେ ଏବଂ ଏହା ଆପଣଙ୍କ ଦାନ୍ତ ପାଇଁ ସବୁଠାରୁ ଭଲ ହୋଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

The post ଟୁଥପେଷ୍ଟ ଉପରେ ଥିବା ଅଲଗା ଅଲଗା ରଙ୍ଗ ଚିହ୍ନର ମାନେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://headlines9.com/tooth-paste-upare-thiba-rangara/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here