ଜିଓର ବଡ଼ ଘୋଷଣା, ଏବେ ଡାଟା ସରିଗଲେ ଆଉ ଚିନ୍ତା କରିବାର କିଛି ନାହିଁ, ପୁରା ଖବର ପଢି ଖୁସିରେ ନାଚି ଉଠିବେ ଜିଓ ଗ୍ରାହକ

0
Advertisement


ଭାରତ ର ସବୁଠାରୁ ବଡ଼ ଟେଲିକମ କମ୍ପାନୀ ହେଇସାରିଛି ଜିଓ କମ୍ପାନୀ | ଜିଓ କମ୍ପାନୀ ଅନ୍ୟ କମ୍ପାନୀ ଅପେକ୍ଷା ଭାରତୀୟ ଗ୍ରାହକଙ୍କୁ ଶସ୍ତାରେ ସବୁ ପ୍ଲାନ ଦେଇଥାଏ | ଗ୍ରାହକ ମାନଙ୍କୁ ଜିଓର ଶସ୍ତା ପ୍ଲାନ ସବୁଠୁ ଆକର୍ଷିତ କରିଥାଏ | ଏହା କୁ ନେଇ ଜିଓ କମ୍ପାନୀର ଗ୍ରାହକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି | ତେବେ ଏହି ସମୟରେ ଅନ୍ୟ ଟେଲିକମ କମ୍ପାନୀ ମାନେ ଜିଓ ସାଙ୍ଗରେ ଟକ୍କର ଦେଇ ଅନେକ ଶସ୍ତା ପ୍ଲାନ ଲଞ୍ଚ କରିଚାଲିଛନ୍ତି | କିନ୍ତୁ ଅନେକ ଗ୍ରାହକ ଏପରି ଅଛନ୍ତି ଯାହାଙ୍କର ଦେଲି ଡାଟା ପ୍ଲାନ ସାରିବା ପରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି| ଏଥି ପାଇଁ ଜିଓ ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର ଆସିଛି |

ଜିଓ 10 ଟଙ୍କାର ଆଇୟୁସି ଭାଉଚର ନେଇଆସିଚି | ଆପଣଙ୍କ ସୂଚନା ପାଁଇ କହି ରଖୁଛୁ ଏହା ପୂର୍ବରୁ ଜିଓ 10 ଟଙ୍କାରୁ ନେଇ 1000 ଟଙ୍କା ପର୍ଯ୍ୟନ୍ତ ଡାଟା ଆଡ଼ଅନ ପ୍ୟାକ ରଖିଥିଲେ, ଯେଉଁଥିରେ 10 ଟଙ୍କା ରେ 1 ଜିବିର ଡାଟା ମିଳିଥାଏ | ସେହିପରି 30 ଟଙ୍କାରେ 3 ଜିବିର ଡାଟା ରହିଛି ସେହିପରି 101 ଟଙ୍କା ରେ 6 ଜିବିର ଡାଟା ରହିଛି |

ଜିଓ ର ଆୟୁଷ ରିଚାର୍ଜ 10 ଟଙ୍କା ର ରିଚାର୍ଜ ରେ 1 ଜିବି ର ଇଣ୍ଟେର୍ନେଟ ଉପଲବ୍ଧ କରିଛି I ଏବଂ ଏହା ଦ୍ୱାରା ଗ୍ରାହକ ମାନେ ଇଣ୍ଟେର୍ନେଟ ର ଆନନ୍ଦ ନେଇପାରିବେ I ଏବଂ ଏହି ପ୍ଲାନ ପରେ 1000 ମିନିଟ ର ବ୍ୟବହାର ମଧ୍ୟ କରିବା ର ପ୍ଲାନ ରହିଛି I ଏହିପରି ଜିଓ ର ଆକର୍ଷଣୀୟ ପ୍ଲାନ କୁ ନେଇ ଗ୍ରାହକ ମାନେ ଖୁସି ହେଇଛନ୍ତି I

The post ଜିଓର ବଡ଼ ଘୋଷଣା, ଏବେ ଡାଟା ସରିଗଲେ ଆଉ ଚିନ୍ତା କରିବାର କିଛି ନାହିଁ, ପୁରା ଖବର ପଢି ଖୁସିରେ ନାଚି ଉଠିବେ ଜିଓ ଗ୍ରାହକ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here