ଛାତ୍ର ସଂସଦ ନିର୍ବାଚନ: ୭୫% ରୁ ଅଧିକ କଲେଜ ରେ ଛାତ୍ର କଂଗ୍ରେସ ପାର୍ଥି ବିଜୟ

0
Advertisement

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ୭୫% ରୁ ଅଧିକ କଲେଜ ରେ ଛାତ୍ର କଂଗ୍ରେସ ପାର୍ଥି ବିଜୟ ହୋଇଛନ୍ତି  । ଏଥର ଛାତ୍ର ଛାତ୍ରୀ ମାନେ ଛାତ୍ର କଂଗ୍ରେସ କୋ ଆପଣେଇଛନ୍ତି | ପୂର୍ବରୁ ଦିଲ୍ଲୀ ଏବଂ ପଂଜାବ ୟୁନିଭେର୍ସିଟି ରେ ଛାତ୍ର କଂଗ୍ରେସ ର ବିଜୟ ପରେ ଏବେ ଓଡିଶା ରେ ବିଭିନ୍ନ କଲେଜ ରେ ଛାତ୍ର କଂଗ୍ରେସ ର ବିଜୟ ଦେଖିବାକୁ ମିଳିଛି | ଏହି ଖବର ପରେ କଂଗ୍ରେସ ମହଲରେ ଉତ୍ସାହ ଦେଖା ଯାଇଛି ଏବଂ ଏହା ଏକ ପରିବର୍ତନ ର ସ୍ୱର ବୋଲି ନେତା ମାନେ ଦାବି କରିଛନ୍ତି ଆଗାମୀ ନିର୍ବାଚନ ରେ କଂଗ୍ରେସ ଏହିଭଳି ବିପୁଳ ପରିମାଣ ରେ ବିଜୟ କରିବ ବୋଲି କହିଛନ୍ତି |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here