ଚୟନ ହେବ ଯୁବ କଂଗ୍ରେସ ର ସଭାପତି – ନିରଞ୍ଜନ ନାୟକଙ୍କ ସମର୍ଥନ ଆଗରେ

0

Like Our Page Public Voice

Advertisement

ଏବେ ରାଜ୍ୟ କଂଗ୍ରେସ ଶକ୍ତି ଏକଜୁଟ କରିବାରେ ତତ୍ପର ହୋଇ ଉଠିଛି | ଛାତ୍ର ଏବଂ ଯୁବକ ସଂଗଠନ ଗୁଡିକୁ ସୁଦୃଡ କରିବା ପାଇଁ ନୂଆ କମିଟି ଗଠନ କରା ଯାଉଛି | ଯୁବକ ସଙ୍ଗଠନକୁ ସୁଦୃଡ କରିବାର ଦାଇତ୍ୱ ପ୍ରଦୀପ ମଝି , ରଞ୍ଜୀବ ବିଶ୍ୱାଳ , ସଂଗ୍ରାମ ଜେନା ଏବଂ ରଜତ ଚୌଧୁରୀ ଙ୍କୁ ଦିଅ ଯାଇଛି | ରବିବାର ଦିନ କିଏ ହେବ ଯୁବ କଂଗ୍ରେସ ର ସଭାପତି – ଏଥିପାଇଁ ଏକ ସଭା ଆୟୋଜନ ହୋଇଥିଲା ଯାଉଥିରେ ୩ ଜଣଙ୍କ ନାମ ସାମ୍ନା କୁ ଆସିଛି – ନିରଞ୍ଜନ ନାୟକ , ମନୋଜ ବିଶ୍ୱାଳ ଏବଂ ରାଜୀବ ପଟନାୟକ . ଏହି ୩ ଜଣ ଅଶାୟୀଙ୍କ ସମର୍ଥକ ଆସି କମିଟି ର ସଦସ୍ୟଙ୍କୁ ଭେଟିଥିଲେ ଏବଂ ନିଜର ମତ ଦେଇଥିଲେ | ମତ ଦାନ ସମୟରେ ନିରଞ୍ଜନ ନାୟକ ଙ୍କ ନାମରେ ବହୁତ ସମର୍ଥକ ମାନେ ମତ ଦେଇ ଥିଲେ ଏବଂ ନିରଞ୍ଜନ ନାୟକ ଙ୍କ ସମର୍ଥକ ମାନେ ଏକ ବିଶାଳ ଶୁଭାଯାତ୍ରା କରି କଂଗ୍ରେସ ଭବନ ରେ ପହଂଚି ଥିଲେ | ବିଭିନ୍ନ ସୂତ୍ର ରୁ ଜଣା ଯାଉଛି କି ନିରଞ୍ଜନ ନାୟକଙ୍କୁ ସମସ୍ତ ବରିଷ୍ଠ ନେତା ଏବଂ ଜିଲ୍ଲା ଯୁବ କର୍ମୀ ମାନେ ସମର୍ଥନ କରିଛନ୍ତି

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here