ଘରର ପଛପଟେ ମିଳିଲା ଗୋଟେ ଛୋଟ ଗାତ, ଆଙ୍ଗୁଳି ପୁରାଇ ଦେଖିଲେ ତ ଲୋକମାନଙ୍କର ଉଡ଼ିଗଲା ହୋସ

0
Advertisement

ଅନେକ ସମୟ ରେ ଲୋକେ ଉତ୍ସୁକତା ରେ ଏପରି କିଛି କାମ କରିଥାନ୍ତି ଯାହା ପରେ ଆମେ ଅନୁତପ୍ତ ହେଇଥାଉ I ବିଗତ ଦିନ ରେ ଆମେ ଏହିପରି ଏକ ସୋସିଆଲ ମିଡ଼ିଆ ରେ ଏକ ଘଟଣା ଦେଖିବାକୁ ପାଇଥିଲୁ ଯାହା କୁ ନେଇ ଲୋକେ ଆଶ୍ଚଯ୍ୟ ରେ ପଡ଼ିଥିଲେ I ଜଣେ ବ୍ୟକ୍ତି ଙ୍କ ର ଘର ବାହାରେ ବିଲ ରେ ଏକ ଛୋଟ ଗାତ ଥିଲା ଯାହା ବିଷୟ ରେ ନ ଜାଣି ଆଙ୍ଗୁଳି ପୁରାଇ ଦେଇଥିଲେ କିନ୍ତୁ ସେହି ବ୍ୟକ୍ତି ଙ୍କ ସହ କିଛି ଏପରି ଘଟିଯାଇଛି ଯାହା କୁ ନେଇ ସବୁ ଲୋକେ ଆଶ୍ଚଯ୍ୟ ହେଇଛନ୍ତି I

ସୋସିଆଲ ମିଡ଼ିଆ ରେ ଘଟିଥିବା ଏହି ଘଟଣା ରେ ଏହି ବ୍ୟକ୍ତି ଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ଙ୍କ ର ଘର ବାହାରେ ଏକ ଗାତ ଥିଲା ଏବଂ ଏହା କୁ ସେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ , ଏବଂ ସେହି ବ୍ୟକ୍ତି ଙ୍କ ମନ ରେ ଭାବନା ଆସିଥିଲେ ଏହି ଗାତ ରେ ଅଛି କଣ ଏବଂ ସେ ନିଜ ଆଙ୍ଗୁଳି ସେହି ଗାତ ରେ ପୁରାଇ ଦେଇଥିଲେ I

ଆଙ୍ଗୁଳି ପୁରାଇବା ମାତ୍ରେ ସେହି ଗାତ ରୁ ଏକ ବଡ଼ ବିଛା ବାହାରିଥିଲା ଏବଂ ଟିକେ ବି ଡେରି ହେଇଥିଲେ ବିଛା ତାଙ୍କ ଆଙ୍ଗୁଳି କୁ କାମୁଡି ଦେଇଥାନ୍ତା I ଏବଂ ସେହି ବ୍ୟକ୍ତି ଙ୍କ ର ଏହି ସାମାନ୍ୟ ଭୁଲ ପାଁଇ ଅସହ୍ୟ ଯନ୍ତ୍ରଣା ର ଶିକାର ହେବାକୁ ପଡିଥାନ୍ତା I

ସେହି ଛୋଟ ବିଲ ର ଗାତ ରେ ଉକ୍ତ ବ୍ୟକ୍ତି ଏକ କାଠି ପୁରାଇବା ରୁ ଦେଖିବାକୁ ପାଇଥିଲେ କି ସେହି ଗାତ ରେ ଅନେକ ସଂଖ୍ୟା ରେ ବିଛା ଅଛନ୍ତି I ଆଉ ଏହା ତ ଆପଣ ଙ୍କୁ ଜଣାଥିକ କି କଙ୍କଡା ବିଛା ଡଙ୍କ ଯେ କେତେ ଅସହାୟନୀୟ ଯନ୍ତ୍ରଣା କରାଇଥାଏ I

The post ଘରର ପଛପଟେ ମିଳିଲା ଗୋଟେ ଛୋଟ ଗାତ, ଆଙ୍ଗୁଳି ପୁରାଇ ଦେଖିଲେ ତ ଲୋକମାନଙ୍କର ଉଡ଼ିଗଲା ହୋସ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/ghara-pachapate-milila-eparia/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here