ଘରକୁ ଆସିଲେ ଚୋର ଓ କରିଲେ ଚୋରି, ଆଉ ତାପରେ ଯିବା ସମୟରେ ଝିଅଙ୍କୁ କହିକି ଗଲେ ଏପରି କଥା ଯାହାକୁ ଶୁଣିକି ….

0
Advertisement

ଆଜିକାଲି ଆପଣ ଅନେକ ହତ୍ୟା ଓ ଲୁଟ ମାମଲା ବିଷୟ ରେ ଶୁଣିଥିବେ I ତେବେ ଆଜି ଯେଉଁ ଘଟଣା ଟି ନଜର କୁ ଆସିଛି ଏହା କୌଣସି ଫିଲ୍ମ ଠାରୁ କମ ନୁହେଁ I ଘଟଣା ଟି ୟୁପି ର ରାଜଧାନୀ ଲକ୍ଷ୍ନୌ ର ଅଟେ I ଏଠାରେ ମୋତିନଗର ନାମ ଏକ ଅଂଚଳ ରେ ଏକ ଡକାୟତି ଘଟଣା ଘଟିଯାଇଛି I

ଏହି ଅଂଚଳ ରେ ଏକ ଘରେ ଡକାୟତ ମାନେ ପସିଯାଇଥିଲେ ଏବଂ ଘରେ ଥିବା ଝିଅ ଙ୍କୁ ଏକ ଘରେ ବନ୍ଧକ କରିଥିଲେ I ଡକାୟତ ଙ୍କୁ ଦେଖି ଘରେ ସବୁ ଲୋକେ ଡରିଯାଇଥିଲେ I ଯେଉଁ ବ୍ୟକ୍ତି ଙ୍କ ର ଘରେ ଡକାୟତି ହେଇଥିଲା ସେହି ବ୍ୟକ୍ତି ଜଣେ ରିୟାଲିଷ୍ଟିଟ ବ୍ୟବସାୟୀ ଅଟନ୍ତି I କିନ୍ତୁ ଘରେ ଡକାୟତ ପଶିବା ଦ୍ୱାରା ସବୁ ଲୋକ ଙ୍କୁ ପ୍ରଥମେ ବନ୍ଧକ କରିଦେଇଥିଲେ I ପ୍ରାୟ ସାତ ଜଣ ଡକାୟତ ଘରେ ପଶିଥିଲେ ଏବଂ ଘର ର ମାଲିକ ମାଲିକାଣି ଙ୍କ ସହ ସେ ମାରପିଟ ବି କରିଛନ୍ତି I

ଏହି ଡକାୟତ ମାନେ ପ୍ରଥମେ ଘର ର ମାଲିକ ଙ୍କ ର ହାତ ବାନ୍ଧି ଦେଲେ ଏବଂ ପତ୍ନୀ ଙ୍କୁ ସାଙ୍ଗ ରେ ନେଇ ଘର ର ସବୁ ଆଲମାରୀ ଖୋଲିଥିଲେ ଏବଂ ଗହଣା ସହ ପ୍ରାୟ 20 ଲକ୍ଷ୍ୟ ଟଙ୍କା ନଗଦ ଟଙ୍କା ନେଇଯାଇଛନ୍ତି I ଗୋଟେ ଗୋଟେ କରିକି ଘର ର ସବୁ କୋଣ ଅନୁକୋଣ ଖୋଜିଥିଲେ ଡକାୟତ ମାନେ I

ଏହି ଘଟଣା ଯେଉଁ ବ୍ୟକ୍ତି ଙ୍କ ର ଘରେ ଘଟିଥିଲା ତାଙ୍କ ନାମ ହେଉଛି ଚମନଲାଲ I ସେ ମୂଳ ରୂପେ କାନପୁର ର ନିବାସୀ ଅଟନ୍ତି I ପତ୍ନୀ ସୁନିତା ଙ୍କ ସହ ଝିଅ କୋମଳ , ପ୍ରିୟା, କାଜଲ ଓ ପୁଅ ପିୟୁଷ ମଧ୍ୟ ଥିଲେ I ସେହି ଡାକୁ ଙ୍କ ର ମୁହଁ ଘୋଡାଇ ହେଇ ରହିଥିଲା I ଅଚାନକ ଡାକୁ ଙ୍କୁ ଘରେ ଦେଖି ସବୁ ଲୋକେ ଡରିଯାଇଥିଲେ I ଏବଂ ଡାକୁ ମାନେ ଘର ଲୋକ ଙ୍କୁ ଧମକାଇଥିଲେ ମଧ୍ୟ I

ଯେତେବେଳେ ଡକାୟତ ମାନେ ବଡ଼ ଝିଅ କୋମଲ ଓ କାଜଲ ଙ୍କ ଘରୁ ପଶିଥିଲେ ସେମାନେ ସମ୍ପୂର୍ଣ ରୂପେ ଡରିଯାଇଥିଲେ I ଝିଅ ମାନେ ଡରିବା ର ଦେଖି ଡକାୟତମାନେ କହିଥଲେ ଡରିବା ର କିଛି ଆବଶ୍ୟକ ନାହିଁ , ଆମ ଘରେ ବି ଭଉଣୀ ମାନେ ଅଛନ୍ତି I ଆମ କୁ ଆମ କାମ କରିବାକୁ ଦିଅ ଏବଂ ଡକାୟତମାନେ ନିଜ କାମ ସାରି ଚାଲିଯାଇଥିଲେ I ପୋଲିସ କୁ ସୂଚନା ମିଳିବା ପରେ ପୋଲିସ ଏହା ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି I

ଘଟଣା ଟି ଶୁଣିବା ପରେ ସବୁ ଲୋକେ ଆଶ୍ଚଯ୍ୟ ହେଇଛନ୍ତି I କାରଣ ଲୋକେ ଭାବୁଛନ୍ତି ଏପରି ବ୍ୟକ୍ତି କିପରି ଚୋରି କରିପାରିବେ ତେବେ ଏହା ତ ପରିସ୍କାର ହେଇଯାଇଛି କି ଏହି ଡକାୟତ ମାନେ କେବଳ ଚୋରି ଉଦେଶ୍ୟ ରେ ହିଁ ଘର କୁ ପଶିଥିଲେ I

The post ଘରକୁ ଆସିଲେ ଚୋର ଓ କରିଲେ ଚୋରି, ଆଉ ତାପରେ ଯିବା ସମୟରେ ଝିଅଙ୍କୁ କହିକି ଗଲେ ଏପରି କଥା ଯାହାକୁ ଶୁଣିକି …. appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/gharaku-asile-chora-karila-chori-tapare/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here