ଗୋଟେ ସମୟରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଏହି ଅଭିନେତ୍ରୀ, ଏବେ ବଦଳି ଯାଇଛି ତାଙ୍କର ଏପରି ଲୁକ ଦେଖିଲେ ଚିହ୍ନି ପାରିବେନି ଆପଣ …

0
Advertisement


ଟିଭି ଓ ବଲିଉଡ ରେ ଗୁଡ଼ି ମାରୁତି ନିଜ ହାସ୍ୟ କଳାକୃତି ରେ ଦର୍ଶକ ଙ୍କ ର ମନୋରଞ୍ଜନ କରିଥିଲେ I ଚମତ୍କାର ଓ ବିବି ନମ୍ବର-1 ପରି ଫିଲ୍ମ ତ ଆପଣ ଦେଖିଥିବେ I ଗୁଡ଼ି ମାରୁତି ପ୍ରଥମେ ବହୁତ ମୋଟୀ ଥିଲେ ତାଙ୍କୁ ଟୁନଟୁନ ଉପାଧି ମଧ୍ୟ ମିଳିଥିଲା I କିନ୍ତୁ ଆଜିକା ସମୟ ରେ ସେ ବହୁତ ପତଳି ହେଇଯାଇଛନ୍ତି ଏବଂ ଆଜିକା ସମୟ ରେ ମଧ୍ୟ ସେ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I ଅଭିନେତ୍ରୀ ଗୁଡ଼ି ମାରୁତି ଙ୍କୁ ଆପଣ ଫିଲ୍ମ ପରଦା ରେ ଦେଖିଥିବେ I ଗୁଡ଼ି ମାରୁତି ଙ୍କ ର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହେଇଥାଏ I

ଜାଣିରଖନ୍ତୁ କି ଗୁଡ଼ି ମାରୁତି ଟିଭି ସୋ “ୟେ ଉନ ଦିନୋ କି ବାତ ହେ ” ରେ ନଜର ଆସିଥିଲେ I ଗୁଡ଼ି ମାରୁତି ଏହି ସୋ ରେ ଏକ କଲେଜ ର ପ୍ରିନ୍ସିପାଲ ଭୂମିକା ରେ ଅଭିନୟ କରିଥିଲେ I ଏହି ସୋ 1990 ଦଶକ ରେ କପଲ ସମୀର (ରଣଦୀପ ରାୟ )ଓ ନେନା (ଆସି ସିଂ) ଙ୍କ ର ପ୍ରେମ କାହାଣୀ ସମ୍ବନ୍ଧିତ ଅଟେ I

ଗୁଡ଼ି ମାରୁତି ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ଫିଲ୍ମ ବେଟି ନମ୍ବର ୱାନ , ଦୀଲବାଲେ , ବିବି ନମ୍ବର 1 , ଗେର , ରାଜଜୀ , ଦୁଲହେ ରାଜା , ବର୍ଷାତ କି ରାତ , ମୋହଵତ ଔର ଜଙ୍ଘ , ଆଣ୍ଟି ନମ୍ବର ୱାନ , ଶପଥ , ମୁକଦମା , ଦିଲ ତେରା ଦିବାନା , ଦ ଡ଼ନ , ଇକେ ପେ ଇକା , ହନିମୁନ , ଚମତ୍କାର , ଇଜ୍ଜ୍ୱାତଦାର , ଚୋର ମଚାୟେ ସୋର ପରି ଫିଲ୍ମ ରେ ଗୁଡ଼ି ମାରୁତି ବିଶେଷ ସଫଳତା ପାଇଥିଲେ I

The post ଗୋଟେ ସମୟରେ ବହୁତ ସୁନ୍ଦର ଦେଖା ଯାଉଥିଲେ ଏହି ଅଭିନେତ୍ରୀ, ଏବେ ବଦଳି ଯାଇଛି ତାଙ୍କର ଏପରି ଲୁକ ଦେଖିଲେ ଚିହ୍ନି ପାରିବେନି ଆପଣ … appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here