ଗୋଟିଏ ଫିଲ୍ମ କରିବା ପରେ ଛାଡିଲେ କ୍ୟାରିୟର ! ଏବେ ୨୧ ବର୍ଷ ବୟସରେ କରିଥିଲେ ବିଜିନେସ ଓ ଦେଖାଯାଉଛନ୍ତି ବହୁତ ସୁନ୍ଦର

0
Advertisement


୨୦୧୭ ମସିହାରେ ଭୂମି ଫିଲ୍ମ ରିଲିଜ ହୋଇଥିଲା । ଯାହାର ବଜେଟ ୨୬ କୋଟି ଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ୧୪ କୋଟି ଟଙ୍କାର ବିଜିନେସ କରିଥିଲା । ଏହି ଫିଲ୍ମରେ ସାକ୍ଷୀ ଅଭିନେତ୍ରୀ ଭାବରେ କାମ କରିଥିଲେ । ଏହି ଫିଲ୍ମଟି ତାଙ୍କର ଫ୍ଲପ ହୋଇଥିଲା । ଭୂମି ଫିଲ୍ମଟି ଫ୍ଲପ ହୋଇଥିବାରୁ ସାକ୍ଷୀ ଲୋକପ୍ରିୟ ହୋଇ ପାରିନଥିଲେ । ଯେଉଁଥିପାଇଁ ତାଙ୍କୁ ଆଉ କୌଣସି ଫିଲ୍ମର ଅଫର ମିଳି ନଥିଲା । ସାକ୍ଷୀଙ୍କୁ ଫିଲ୍ମରେ କାମ ନ ମିଳିବାରୁ ସେ ଫିଲ୍ମ ଲାଇନ ଛାଡିଦେଇଥିଲେ ।

ଫିଲ୍ମ ଲାଇନ ଛାଡିବା ପରେ ସାକ୍ଷୀ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ତାଙ୍କୁ ୨୧ ବର୍ଷ ବୟସ ଅଟେ । ସେ ଏହି ବୟସରୁ ନିଜର ବ୍ୟବସାୟ ଆରମ୍ଭ କରି ଅଧିକ ଧନ ଉପାର୍ଜନ ମଧ୍ୟ କରୁଛନ୍ତି । ସେ ବ୍ୟବସାୟ କରି ବହୁତ ଖୁସିରେ ଅଛନ୍ତି ।

ସାକ୍ଷୀ ଦ୍ୱିୱେଦୀଙ୍କୁ ବୁଲିବା ବହୁତ ପସନ୍ଦ ଅଟେ । ସେଥିପାଇଁ ସେ ଭ୍ୟାକେଶନରେ ନୂଆ ନୂଆ ଜାଗା ବୁଲିବା ପାଇଁ ଯାଆନ୍ତି ।

The post ଗୋଟିଏ ଫିଲ୍ମ କରିବା ପରେ ଛାଡିଲେ କ୍ୟାରିୟର ! ଏବେ ୨୧ ବର୍ଷ ବୟସରେ କରିଥିଲେ ବିଜିନେସ ଓ ଦେଖାଯାଉଛନ୍ତି ବହୁତ ସୁନ୍ଦର appeared first on Odia News.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here