ଗୋଟିଏ ଥର ନେବା ମାତ୍ରେ ଇମ୍ୟୁନିଟି ହେଇଯିବ ଏକଦମ ଷ୍ଟ୍ରଙ୍ଗ, ଜ୍ଵର, ଭୋକ ନ ଲାଗିବା, ପାଟିର ସ୍ଵାଦ ଖରାପ ହେବା ସବୁ ଗାୟବ ହେଇଯିବ- Health Tips

0
Advertisement

ଜର ହୋଇ ଥିବା ସମୟରେ ସାଧାରଣତଃ ଆମକୁ କିଛି ବି ଖାଦ୍ଯ ଖାଇବାକୁ ଭଲ ଲାଗେ ନାହିଁ । ଅତ୍ୟଧିକ ଥଣ୍ଡା ହୋଇ ଥିବାରୁ ଆମେ ସବୁ ବେଳେ ନିଜର ଜିହ୍ବାର ସ୍ଵାଦ ହରାଇ ଥାଉ । ତେବେ ଏହାକୁ କମେଇବା ପାଇଁ ଯେତେ ଭଲ ଜିନିଷ ଖାଇବାର ପ୍ରଲୋଭନ ଦେଲେ ମଧ୍ୟ ଏହି ସମୟରେ ଆମକୁ ଏହା ପସନ୍ଦ ଲାଗି ନଥାଏ । ସାଧାରଣ ଜର ହେଲେ ଆମକୁ ଚିଡ ଚିଡ଼ ଲାଗେ । ଏହା ସହ ମୁଣ୍ଡା ମଧ୍ୟ ବଥା ହୁଏ ।  ଶରୀରରେ ଅଧିକ ମାତ୍ରାରେ ତାପମାନ ବଢି ଯାଇ ଥାଏ ତେଣୁ କରି କିଛି ବି ଜିନିଷରେ ନିଜକୁ ନିଯୁକ୍ତି କରିବାକୁ ଭଲ ଲାଗେନୀ ।

ନିଜର ଶରୀର ସହ ମାନଶୀକ ଅସାନ୍ତି ହୋଇ ଥାଏ । ଅନେକ ସମୟରେ ଆମେ ମୁହଁ ର ସ୍ଵାଦ ବଦଳେଇବା ପାଇଁ ଅନେକ କିଛି ଚେଷ୍ଟା କରି ଥାଉ ମାତ୍ର ଏହା ଠିକ ହେବା ପାଇଁ ଆମକୁ ସମୟ ଦରକାର ହୁଏ । ତେବେ ଆମେ ଆଜି କହିବୁ ଯଦି ଆପଣଙ୍କର ମୁହଁର ସ୍ଵାଦ ପିତା ହୋଇ ଯାଇ ଥାଏ । ଏହି ସମୟରେ ତେବେ ଆପଣ କଣ କରିବେ ।

ଅଧିକ ଲୋକ ମାନେ ପିତା ଲାଗୁଥିବା କାରଣରୁ ଖାଦ୍ୟକୁ ଖାଇବା କମାଇ ଦେଇ ଥାନ୍ତି ଏହା ଦ୍ଵାରା ତାଙ୍କ  ଶରୀରରେ ଅଧିକ ଦୁର୍ବଳ ହୋଇ ଯାଇଥାଏ । ଯଦି ଆପଣ ଏଭଳି କିଛି ଅନୁଭବ କରୁଛନ୍ତି ତେବେ ଆମେ ଆପଣାକୁ କିଛି ଘରୋଇ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କର ପିତା ଲାଗିବା କମ ହୋଇ ପାରିବ ।

ଏହା ଘରେ ତିଆରି ହେବ କୌଣସି ଔଷଧ ର ଆବଶ୍ୟକତା ନାହିଁ । ଅନେକ ଲୋକ ହୁଏତ ଏହାକୁ ଜାଣିଥିବେ ମାତ୍ର ଯେଉଁ ମାନେ ଏହାକୁ ଜାଣି ନଥିବେ ସେମାନେ ଏହାକୁ ଜାଣିବା ପରେ ନିଶ୍ଚୟ ଭାବେ ଉପକୃତ ହେବେ ।  ଆପଣ ନିଜ ରୋଷେଇ  ଘରେ ଥିବା ମାତ୍ର ତିନୋଟି ଜିନିଷରେ  ଏହାକୁ ବନେଇ ପାରିବେ ।

ପ୍ରଥମେ ଆପଣ ଗୋଟେ ଲେମ୍ବୁ ନିଅନ୍ତୁ ଓ ଏହାକୁ ଅଧା କରି କାଟି ନିଅନ୍ତୁ ମନେ ରଖିବେ ଏହାର ମଞ୍ଜି ନିଶ୍ଚିତ ଭାବରେ କାଢି ଦେବେ । ଏହାର ମଞ୍ଜି କାଢି ଦେବା ପରେ ପ୍ରଥମେ ଏହାକୁ କିଛି ସମୟ ପାଇ ଗ୍ଯାସ ଉପରେ  ରଖନ୍ତୁ । ମାନେ ରଖିବେ ଏହାର ରସପଟକୁ ଆପଣ ତଳକୁ ରଖିବେ ନି କାରଣ ଏହା ଆପଣଙ୍କୁ ଖାଇବାର ଅଛି । ଆମେ ଆପଣ ଙ୍କୁ ଯେଉଁ ମଞ୍ଜି କାଢିବାକୁ କହିଲୁ ଏହାର ଦୁଇଟି ଫାଇଦା ପ୍ରଥମେ ଏହା ର ଜାଗାରେ ଆପଣ ଚାହୁଁ ଥିବା ଜିନିଷ ପଶି ପାରିବ ।

ଏହା କୁ ଖାଇବା ସମୟରେ ଏହା ମୁହଁ କୁ ଜୀବ ନାଇ । ଏହା ପରେ ଏଥିରେ କିଛି ଗୋଲ ମରୀଚ ଗୁଣ୍ଡ ପକାନ୍ତୁ ମନେ ରଖିବେ ଗ୍ଯାସ ବନ୍ଦ କରିବେ ନି । ଏହି ମିଶ୍ରଣ ତିଆରି ହେବାର ସଂକେତ ହେଉଛି ଲେମ୍ବୁ ପାଣି ଭୁର ଭୁର ହୋଇ ବାହାରିବ । ଏହା ପରେ ଗ୍ଯାସ ବନ୍ଦ କରି ଏଥିରେ କିଛି ସେନ୍ଧା  ଲୁଣ ପକାଇ ଏହାକୁ ଚିପୁଡି କି ଖାନ୍ତୁ । ଏହି ଉପାୟ କରିକି ଦେଖନ୍ତୁ ଆପଣଙ୍କର ପାଟିର ତିକ୍ତତା ଚାଲି ଜୀବ ଖୁବ ଶୀଘ୍ର ।

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିବ । ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

The post ଗୋଟିଏ ଥର ନେବା ମାତ୍ରେ ଇମ୍ୟୁନିଟି ହେଇଯିବ ଏକଦମ ଷ୍ଟ୍ରଙ୍ଗ, ଜ୍ଵର, ଭୋକ ନ ଲାଗିବା, ପାଟିର ସ୍ଵାଦ ଖରାପ ହେବା ସବୁ ଗାୟବ ହେଇଯିବ- Health Tips appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://headlines9.com/gotie-thara-neba-matre-immunity-badhiba/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here