ଗାଈକୁ ଖାଇବାକୁ ଦିଅନ୍ତୁ ପ୍ରଥମ ରୁଟି, ପରିବାର ଉପରକୁ ଆସିବ ନାହିଁ କୌଣସି ବିପଦ, ସର୍ବଦା ଧନ ସମ୍ପତିରେ ପୁର୍ଣ ରହିବ ଘର

0
Advertisement

ହିନ୍ଦୁ ଧର୍ମ ରେ ପଶୁ ପକ୍ଷୀ ଙ୍କୁ ଖାଦ୍ୟ ଖାଇବା କୁ ଦେବା ସମ୍ବନ୍ଧ ରେ ଅନେକ କିଛି ଉଲେଖ ରହିଛି | ପୌରାଣିକ ମାନ୍ୟତା ଅନୁସାରେ ପାରା ଙ୍କୁ ବାଜରା ଖାଇବାକୁ ଦେଲେ ଧନ ବୃଦ୍ଧି ହେଇଥାଏ | ସେହିପରି ହିନ୍ଦୁ ଧର୍ମ ରେ ଗାଈ କୁ ଗୋ ମାତା ରୂପେ ପୂଜା ମଧ୍ୟ କରାଯାଇଥାଏ | ଏବଂ ଗୋ ସେବା କରି ବ୍ୟକ୍ତି ପରମ ଆନନ୍ଦ ପାଇଥାନ୍ତି |

ଏପରି ମାନ୍ୟତା ରହିଛି କି ପକ୍ଷୀ ଙ୍କୁ ଖାଇବାକୁ ଦେଲେ ଆର୍ଥିକ ଅଭିଭୃଦ୍ଧି ହେଇଥାଏ | ସେହିପରି ଗାଈ କୁ ନେଇ ମଧ୍ୟ ହିନ୍ଦୁ ଧର୍ମ ରେ ଅନେକ ପୌରାଣିକ ମାନ୍ୟତା ରହିଛି | ଘରେ ତିଆରି ହେଉଥିବା ପ୍ରଥମ ରୁଟି ଗାଈ କୁ ଦେବା ଉଚିତ | ଜୋତିଷ ଶାସ୍ତ୍ର ଅନୁସାରେ ପ୍ରଥମ ରୁଟି ଗାଈ କୁ ଦେବା ପରେ ହିଁ ଅନ୍ୟ ରୁଟି ଘର ଲୋକେ ଖାଇପାରିବେ |

ଚେଷ୍ଟା କରିବେ ଗାଈ କୁ ଯେଉଁ ରୁଟି ଖାଇବାକୁ ଦେବେ ସେଥିରେ କିଛି ହଳଦୀ ଲଗାଇବେ | ଏହା ଦ୍ୱାରା ଆପଣ ଭଗବାନ ଙ୍କ ର ବିଶେଷ କୃପା ପ୍ରାପ୍ତି କରିବେ | ଆପଣ ଙ୍କ ର ଜୀବନ ରେ ଅନେକ ଶୁଭ ସମୟ ର ଆଗମନ ହେଇଥାଏ |

ହିନ୍ଦୁ ଧର୍ମ ଗ୍ରଂଥ ଅନୁସାରେ ଗାଈ ମଧ୍ୟ ରେ 33 କୋଟି ଦେବା ଦେବୀ ବାସ କରିଥାନ୍ତି | ତେଣୁ ପ୍ରତୋକ ଦିନ ଗାଈ କୁ ରୁଟି ଦେବା ଅର୍ଥ ସବୁ ଦେବା ଦେବୀ ଙ୍କ ର ପୂଜା କରିବା ସହ ସମାନ | ତେଣୁ ପ୍ରତୋକ ଦିନ ସକାଳୁ ରୁଟି କରିବା ସମୟ ରେ ପ୍ରଥମ ରୁଟି କରି ଗାଈ ପାଁଇ ରଖି ଦିଅନ୍ତୁ ଓ ଅନ୍ୟ ରୁଟି ଆପଣ ଖାଇପାରିବେ |

The post ଗାଈକୁ ଖାଇବାକୁ ଦିଅନ୍ତୁ ପ୍ରଥମ ରୁଟି, ପରିବାର ଉପରକୁ ଆସିବ ନାହିଁ କୌଣସି ବିପଦ, ସର୍ବଦା ଧନ ସମ୍ପତିରେ ପୁର୍ଣ ରହିବ ଘର appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/gaiku-khaibaky-diyantu-ruti-sarbada/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here