ଖସିଲା ସେନସେକ୍ସ ପଏଣ୍ଟ

0
Odisha Link
Advertisement

ମୁମ୍ବାଇ: ଖସିଲା ସେନସେକ୍ସ ପଏଣ୍ଟ। ଆଜି ସକାଳ ୯:୧୭ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୮୩୬.୧୮ ପଏଣ୍ଟର ପତନ ସହିତ ଖୋଲିଥିବାବେଳେ ୪୮,୭୫୫.୧୪ ପଏଣ୍ଟ ରେ ରହିଥିଲା । ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ର ନିଫ୍ଟି ୨୬୯.୨୦ ପଏଣ୍ଟ ଖସି ୧୪,୭୫୫.୬୫ ରେ କାରବାର ଆରମ୍ଭ ହୋଇଥିଲା।

ପୁଣି ସକାଳ ୯.୩୨ ରେ ସେନସେକ୍ସ ୧୪୦୪.୪୭(୨.୮୩%) ପଏଣ୍ଟ ଖସି ୪୮,୧୮୬.୮୫ ଏବଂ ନିଫ୍ଟି ୪୧୬.୩୦ ପଏଣ୍ଟ ତଳକୁ ଖସି ୧୪,୪୧୮.୫୫ ରହିଥିଲା।

ଆଜିର ପ୍ରମୁଖ ସେୟାର ମଧ୍ୟରେ, Infosysର ଅତିରିକ୍ତ ସେୟାର ଗୁଡିକ ତଳକୁ ହୋଇଥିଲା । ସେହିଭଳି Hindustan Unilever Ltd, Sun Pharma, Nestle India, Dr Reddy’s, TCS, HDFC, Bajaj Auto, Bajaj Finance, Indusind Bank, Reliance, Tech Mahindra, ITC, ICICI Bank, HCL Tech, Power Grid ଏବଂ ONGC ର ସେୟାର ମଧ୍ୟ ତଳକୁ ଖସିଛି।

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://www.odishalink.com/2021/04/12/sensex-point-decrease/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here