କ୍ୟାମେରା ରେ ରେକର୍ଡ ନ ହୋଇଥିଲେ କେହିବି ବିଶ୍ୱାସ କରିନଥାନ୍ତେ, ଚେତାବନୀ: ଯଦି ଆପଣ ଭୁତକୁ ଡରନ୍ତି ତେବେ ଏହି ଭିଡ଼ିଓ ଦେଖନ୍ତୁ ନାହିଁ

0
Advertisement


ଟିଭି ରେ ଆପଣ ଅନେକ ଭୁତ ସମ୍ବନ୍ଧିତ ଫିଲ୍ମ କିମ୍ବା ସିରିଏଲ ଦେଖୁଥିବେ I ଅନେକ ଭୁତ ସମ୍ବନ୍ଧିତ ବହି ମଧ୍ୟ ପଢୁଥିବେ I କିନ୍ତୁ ଆଜି ଆମେ ଆପଣ ଙ୍କୁ କିଛି ଏପରି ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଆପଣ ପୂର୍ବ ରୁ କେବେ ଦେଖି ନ ଥିବେ I ଯଦି ଆପଣ କମଜୋର ହୃଦୟ ର ତେବେ ଏହି ଭିଡିଓ ଦେଖନ୍ତୁ ନାହିଁ I ଏବଂ ଏହି ଭିଡିଓ ରାତି ରେ ଭୁଲ ରେ ମଧ୍ୟ ଦେଖନ୍ତୁ ନାହିଁ I

ଆଜି ଆମେ ଏଠାରେ ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ ଏଠାରେ ଆପଣ ଭୁତ କୁ ସ୍ପଷ୍ଟ ରୂପେ ଦେଖିପାରିବେ I ଏଠାରେ କ୍ୟାମେରା ରେ ଭୁତ କୁ କୈଦ କରାଯାଇଛି I ଯାହା କି ଦେଖି ସବୁ ଲୋକେ ଡରିଯିବେ I ତେଣୁ କେବେ ହେଲେ ଏହି ଭିଡିଓ କୁ ଏକାକୀ ଦେଖିବେ ନାହିଁ I ଯଦି ଆପଣ ଙ୍କୁ ଭୁତ ସମ୍ବନ୍ଧ ରେ କିଛି ଡର ଭାବନା ରହିଛି ତେବେ ମଧ୍ୟ ଏହା ଦେଖନ୍ତୁ ନାହିଁ I

ଭିଡିଓ ଟି ସତ୍ୟ ଅଟେ ଓ ସତ ଘଟଣା ଉପରେ ହିଁ ଆଧାରିତ ଅଟେ I ତେଣୁ ଆପଣ ଭିଡିଓ ଦେଖି ଯେତିକି ଡରିବେ ସେତିକି ଆଶ୍ଚଯ୍ୟ ମଧ୍ୟ ହେଇଯିବେ I ଆପଣ ଚିନ୍ତା କରିବାକୁ ବାଧ୍ୟ ହେଇଯିବେ କି ବାସ୍ତବ ରେ ଭୁତ ଅଛି I କିନ୍ତୁ ଭିଡିଓ ରେ ଭିଡିଓ ଦେଖି ନିଶ୍ଚିତ ରୂପେ ଆପଣ ନିଜ ଚିନ୍ତାଧାରା ରେ ପରିବର୍ତନ ମଧ୍ୟ କରିପାରିବେ I

ଅନେକ ସମୟ ରେ ଆପଣ ଏପରି ଘଟଣା ଦେଖିବା ପରେ ନିଜ ଡର କୁ କାବୁ କରିପାରନ୍ତି ନାହିଁ I ତେଣୁ ଏହି ଭିଡିଓ ଦେଖିବା ସମୟ ରେ ଆପଣ ଯେପରି କୌଣସି ଚମକିବା ପରି ହରକତ ନ କରନ୍ତି I ଆମେ କେବଳ ଆପଣ ଙ୍କୁ ନ ଡରିବା କୁ ଚେତାବନୀ ଦେଉଛୁ I

ଦେଖନ୍ତୁ ଭିଡିଓ

The post କ୍ୟାମେରା ରେ ରେକର୍ଡ ନ ହୋଇଥିଲେ କେହିବି ବିଶ୍ୱାସ କରିନଥାନ୍ତେ, ଚେତାବନୀ: ଯଦି ଆପଣ ଭୁତକୁ ଡରନ୍ତି ତେବେ ଏହି ଭିଡ଼ିଓ ଦେଖନ୍ତୁ ନାହିଁ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here