କୋରାନ ଷଡଯନ୍ତ୍ର ଦ୍ଵାରା ଚାଇନା କରିଲା ଯେଉଁ ବଡ ଅପରାଧ, ସବୁର ହିସାବ ନେବା ପାଇଁ ଏକ ହେଲେ ମହାଶକ୍ତି.. ଏବେ ଚାଇନା କୁ କିଏ ବଞ୍ଚେଇବ

0
Advertisement

ସାରା ବିଶ୍ୱ ରେ ଯେଉଁ କୋରାନ ମହାମାରୀ ବ୍ୟାପିଛି ଏହା ଦ୍ୱାରା ଲକ୍ଷ ଲକ୍ଷ ସଂଖ୍ୟା ରେ ଲୋକେ ମୃତ୍ୟୁବରଣ କରୁଛନ୍ତି I ଚୀନ ରୁ ଆରମ୍ଭ ହେଇଥିବା କୋରାନ ମହାମାରୀ ରେ ଆଜି ସାରା ବିଶ୍ୱ ର ଅର୍ଥନୀତି ମଧ୍ୟ ଦୋହଲି ଯାଇଛି I ବର୍ତମାନ ସାରା ବିଶ୍ୱ ର ସବୁ ଦେଶ ଏକତ୍ରିତ ହେଇ ଚୀନ ଉପରେ ଆଇନିଗତ କାର୍ଯ୍ୟଅନୁଷ୍ଠାନ ନେବାକୁ ସ୍ଥିର କରିଛନ୍ତି I ଏବଂ ବର୍ତମାନ ସମୟ ରେ G 7 ଦେଶ ଗୁଡିକ ଏହା ର ଯୋଜନା ମଧ୍ୟ ପ୍ରସ୍ତୁତ କରିଦେଇଛନ୍ତି I ଏହି G 7 ସମ୍ମିଳନୀ ର 7 ଗୋଟି ମହାଶକ୍ତି ଦେଶ ଗୁଡିକ କୋରାନ ମହାମାରୀ କୁ ନେଇ ନାନା ପ୍ରଶ୍ନ କରିଛନ୍ତି ଚୀନ ସରକାର ଙ୍କୁ I

G 7 ଦେଶ ରେ ଆମେରିକା , ଇଟାଲୀ , UK , ଜାପାନ , ଜର୍ମାନ , ଫ୍ରାନ୍ସ ଓ କନ୍ନଡା ପରି ଦେଶ ରହିଛି I କାନାଡ଼ା କୁ ଛାଡି G 7 ର ଅନ୍ୟ 6 ଗୋଟି ଦେଶ ବିଶେଷ ରୂପେ ପ୍ରଭାବିତ ହେଇଛନ୍ତି I ତେଣୁ ଏହି 6 ଗୋଟି ଦେଶ ବର୍ତମାନ ଏକତ୍ରିତ ହେଇ ଚୀନ ସରକାର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନେବାକୁ ସ୍ଥିର କରିଛନ୍ତି I

ଭାରତୀୟ ସମୟ ଶନିବାର ରାତି ରେ G 7 ର ସମସ୍ତ ଦେଶ ର ନେତା ଙ୍କ ର ଏକ ମିଟିଂ ହେଇଥିଲା ଏବଂ ଏହି ମିଟିଂ ରେ ସମସ୍ତ ଦେଶ ଏକତ୍ରିତ ହେଇ କୋରାନ ମହାମାରୀ ବ୍ୟାପିବା ର ସମସ୍ତ ଦୋଷ ଚୀନ କୁ ହିଁ ଦେଇଛନ୍ତି I ସେହିପରି ଫ୍ରାନ୍ସ ର ମେକ୍ର ମଧ୍ୟ ନିଜ ର ଇଣ୍ଟରଭିୟୁ ରେ କୋରାନ ମହାମାରୀ ବ୍ୟାପିବା ର କାରଣ ଚୀନ ଅଟେ ବୋଲି କହିଛନ୍ତି I ସେହିପରି UK ର ଆନ୍ତ୍ରିମ ପ୍ରଧାନମନ୍ତ୍ରୀ ଚୀନ କୁ କଡା ସମାଲୋଚନା କରିଛନ୍ତି I

ଅନ୍ୟପଟେ ଆମେରିକା ପରି ମହାଶକ୍ତିଶାଳୀ ଦେଶ ଏହି କୋରାନ ମହାମାରୀ ର କାରଣ ଚୀନ କୁ ହିଁ କହିଛି I ଆମେରିକା ରେ ଏହି ଭାଇରସ କୁ ନେଇ 6.67 ଲକ୍ଷ ଲୋକେ ସଂକ୍ରମିତ ଅଛନ୍ତି ଏବଂ 32900 ଲୋକେ ମୃତ୍ୟୁବରଣ କରିଛନ୍ତି I ଆମେରିକା ର କହିବା ଅନୁସାରେ ଏହି କୋରାନ ଭାଇରସ ଚୀନ ର ବୁହାନ ରେ ଥିବା ଏକ ଲ୍ୟାବ ରୁ ବାହାରିଛି I ଆମେରିକା ନିଜ ସ୍ତର ରେ ଏହା ର ତଦନ୍ତ ମଧ୍ୟ ଜାରି ରଖିଛି I

ଚୀନ ପାଁଇ ବର୍ତମାନ ଚିନ୍ତା ର କଥା ଏହା କି ୟୁରୋପ ମଧ୍ୟ ଆମେରିକା ସହ ଆସିଯାଇଛି I ଅନ୍ୟ ସବୁ କ୍ଷେତ୍ର କିନ୍ତୁ ପୂର୍ବ ରୁ ୟୁରୋପ ଓ ଆମେରିକା ର ସେତେ ଭଲ ସମ୍ପର୍କ ନ ଥିଲା I ସେହିପରି ଆମେରିକା ର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ WHO ପରି ସ୍ଵାସ୍ତ୍ୟ ସଂଗଠନ କୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଇଛନ୍ତି I କାରଣ WHO ର ଅବହେଳିତ ମନୋଭାବ ର ପରିଣାମ ଆଜି ସାରା ବିଶ୍ୱ ର ଲୋକେ ଭୋଗୁଛନ୍ତି I

ବିଗତ ମାସ ରେ G 7 ଦେଶ ରେ କୋରାନ ଭାଇରସ କୁ ନେଇ ମତଭେଦ ଦେଖିବା କୁ ମିଳିଥିଲା I ଏପରି କ୍ଷେତ୍ର ରେ ଆମେରିକା ସରକାର କୋରାନ କୁ ଚୀନୀ ଭାଇରସ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି I ସେ ସମୟ ରେ କିଛି ଦେଶ ଏକତ୍ରିତ ହେଇ ନ ଥିଲେ କିନ୍ତୁ ବର୍ତମାନ ସବୁ ଦେଶ ଏକତ୍ରିତ ଚୀନ ବିରୋଧ ରେ ସ୍ୱର ଉତ୍ତାଳନ କରିଛନ୍ତି I

The post କୋରାନ ଷଡଯନ୍ତ୍ର ଦ୍ଵାରା ଚାଇନା କରିଲା ଯେଉଁ ବଡ ଅପରାଧ, ସବୁର ହିସାବ ନେବା ପାଇଁ ଏକ ହେଲେ ମହାଶକ୍ତି.. ଏବେ ଚାଇନା କୁ କିଏ ବଞ୍ଚେଇବ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //odianews24.info/krona-dwara-karajaithiba-mahapapa/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here