କେବଳ ଏହିର ଗୋଟିଏ ପତ୍ର ଦ୍ଵାରା ବାଳ ପୁଣି ହେବ କଳା, ଚେହେରାରେ ଆସିବ ଚମକ, କେବେବି ଆସିବ ନାହିଁ ବୁଢାପା

0
Advertisement

ଏହି ପୃଥିବୀରେ ଏମିତି ଏକ ବିଭିନ୍ନ ପ୍ରକାରର ଗଛ ଅଛି ଯାହାର ଫଳ ଅପେକ୍ଷା ସେହି ଗଛର ପତ୍ର ବହୁତ ଲାଭକାରୀ ହୋଇଥାଏ । ଏହି ଗଛର ପତ୍ର ଦ୍ୱାରା ଆମ ଶରୀରରକୁ ବହୁତ ଲାଭ ବି ମିଳିଥାଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ କହିବୁ କି ବରକୋଳି ଗଛର ଫଳ ଅପେକ୍ଷା ସେହି ଗଛର ପତ୍ର ମନୁଷ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ ବରକୋଳି ପତ୍ର ବିଷୟରେ କହିବୁ । ସମସ୍ତଙ୍କ ପାଖରେ ଟଙ୍କା ରୋଜଗାର କରିବା ପାଇଁ ବହୁତ ସମୟ ଛି କିନ୍ତୁ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କାହା ପାଖରେ ବି ସମୟ ନାହିଁ ।

ଏମିତିରେ ଆପଣ ଯଦି ନିଜର ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ୩ଟି ରୁ ୪ଟି ବରକୋଳି ପତ୍ର ଖାଲି ପେଟରେ ସେବନ କରନ୍ତୁ । କେବଳ ଏତିକି କରିବା ଦ୍ଵାରା ଆପଣଙ୍କ ଶରୀରର ବହୁତ ପ୍ରକାର ରୋଗ ଭଲ ହୋଇଯିବ ।

ଏହା ଆପଣଙ୍କୁ ହୃଦଘାତ ଭଳି ରୋଗରୁ ରକ୍ଷା କରିଥାଏ । ହୃଦଘାତ କେତେ ବେଳେ କାହାକୁ ହେବ ଏହା ବିଷୟରେ କାହକୁ ବି ଜଣା ନାହିଁ । ଜୀବନ ଯିବା ପାଇଁ କେବଳ ୫ ମିନିଟ ସମୟ ଲାଗେ । ଆପଣଙ୍କୁ କହିଦେଉଛୁ କି କାହାକୁ ହୃଦଘାତ ସଙ୍ଗେ ସଙ୍ଗେ ଆସେ ନାହିଁ । ହୃଦଘାତ ରୋଗ ସୃଷ୍ଟି ହେବା ପାଇଁ ବହୁତ ସମୟ ଲାଗିଥାଏ । ଯାହାର କାରଣ ଆମର ଭୁଲ ଖାଦ୍ୟପାନ ଅର୍ଥାତ ଅଧିକ ତେଲ ଦ୍ଵାରା ତିଆରି ଖାଦ୍ୟ ପଦାର୍ଥର ସେବନ କରିବା ଦ୍ଵାରା ହୃଦଘାତ ରୋଗ ହୋଇଥାଏ ।

କିନ୍ତୁ ଏଥିପାଇଁ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ । ଆପଣଙ୍କୁ କେବଳ ସକାଳୁ ଉଠି ତିନି ଚାରୋଟି ବରକୋଳି ପତ୍ର ସେବନ କରନ୍ତୁ । ଏହା ଦ୍ୱାରା ଆପଣଙ୍କର କୋଲେଷ୍ଟ୍ରଲର ମାତ୍ରା ଧୀରେ ଧୀରେ କମ ହୋଇଯିବ । ଆପଣଙ୍କ ସିରାରେ ହେଉଥିବା ବ୍ଲକେଜ ବି ଆଉ ହେବ ନାହିଁ । ଯାହା ଦ୍ୱାରା ଆପଣଙ୍କୁ ହୃଦଘାତରୁ ରକ୍ଷା ମିଳିବ । ଏହା ଛଡା ଏହି ପତ୍ରର ସେବନ ଦ୍ୱରା ଆପଣଙ୍କ ପେଟ ମଧ୍ୟ ସଫା ରହିଥାଏ । ଅର୍ଥାତ ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ଭଲ ହୋଇଯାଏ ।

ଯଦି ଆପଣଙ୍କ ପେଟରେ ଗ୍ୟାସ ଅଛି ଓ ଆପଣ ଖାଦ୍ୟ ଭଲ ଭାବରେ ହଜମ ହେଉ ନାହିଁ, ତେବେ ଏହିଭଳି ସ୍ଥିତିରେ ଯଦି ଆପଣ ବରକୋଳି ପତ୍ରର ସେବନ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଖାଦ୍ୟ ଭଲ ଭାବରେ ହଜମ ହୋଇଯିବ । ପେଟ ବ୍ୟଥାରୁ ବି ମୁକ୍ତି ମିଳିବ । କହିବାକୁ ଗଲେ କିଛି ଲୋକମାନଙ୍କୁ ନିଦ ନ ଆସିବାର ସମସ୍ୟା ବି ଆସିଥାଏ ।

ଏହିଭଳି ସ୍ଥିତିରେ ଆପଣ ରାତିରେ ବରକୋଳି ପତ୍ରର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଭଲ ନିଦ ଆସିବ । ବରକୋଳି ପତ୍ରର ସେବନ କରିବା ଦ୍ଵାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବି ବୁଦ୍ଧି ହୋଇଥାଏ । ଯେଉଁଥିରେ ଥଣ୍ଡା, ଜର ଓ କାସ ଭଳି ସମସ୍ୟା ହେବ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

The post କେବଳ ଏହିର ଗୋଟିଏ ପତ୍ର ଦ୍ଵାରା ବାଳ ପୁଣି ହେବ କଳା, ଚେହେରାରେ ଆସିବ ଚମକ, କେବେବି ଆସିବ ନାହିଁ ବୁଢାପା appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : https://headlines9.com/health-tips-ehi-gote-patra-byabahara/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here