କେବଳ ଅନ୍ତ ବସ୍ତ୍ର ପିନ୍ଧିକି ନର୍ସ କରୁଥିଲେ କରୋନା ରୋଗଙ୍କର ଚିକିତ୍ସା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ…

0
Advertisement

ସୋସିଆଲ ମିଡ଼ିଆ ରେ ପିପିଇ ସୁଟ ପିନ୍ଧିବା ସହ ଜଣେ ନର୍ସ ଅନ୍ତବସ୍ତ୍ର ପିନ୍ଧିଥିବା ର ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି | ଲୋକେ ଏହି ଏହି ଫୋଟୋ ରେ ନର୍ସ ଙ୍କୁ ଠୁଁ ହଟ କହି ଲୋକେ ସମ୍ବୋଧନ କରୁଛନ୍ତି | ଏବଂ ଏହି ନର୍ସ ଙ୍କୁ ପରିହାସ କରୁଥିବା ଲୋକ ଙ୍କୁ ସେ ସଠିକ ଉତ୍ତର ମଧ୍ୟ ଦେଇଛନ୍ତି |

ଅଧିକ ଗରମ କାରଣ ରୁ ପିନ୍ଧିଥିଲେ ଇନର ୱାୟାର
ଏହି ଇଣ୍ଟେର୍ନେଟ ରେ ଏହି ଫୋଟୋ ବେଶ ଭାଇରଲ ହେବାରେ ଲାଗିଛି | ଏଠାରେ ଏହି ନର୍ସ ରୋଗୀ ଙ୍କ ଚିକିତ୍ସା କରିବା ର ଦେଖିବା କୁ ମିଳିଛି | ଏହି ଘଟଣା ପରେ ଅନେକ ବଡ଼ ବଡ଼ ଉଦ୍ୟୋଗପତି ନର୍ସ ଙ୍କ ର ସଂମର୍ଥନ ମଧ୍ୟ କରିଛନ୍ତି | ତେବେ ହସ୍ପିଟାଲ ଅଧିକାରୀ କହିଛନ୍ତି ରୋଗୀ ଙ୍କ ର ସେବା କରୁଥିବା ବ୍ୟକ୍ତି ଙ୍କୁ ତାଙ୍କ କପଡା ଆଧାର ରେ ସମ୍ୱଲଚାନା କରିବା ଉଚିତ ନୁହେଁ |

ନର୍ସ ହେଇଛନ୍ତି ସସ୍ପେଣ୍ଡ
ନଦିୟା ଯେଉଁ ହସ୍ପିଟାଲ ରେ କାମ କରୁଥିଲେ ବର୍ତମାନ ତାଙ୍କୁ ସେଠାରୁ ସସ୍ପେଣ୍ଡ କରାଯାଇଛି | ତେବେ ସେଠାରେ କାମ କରୁଥିବା ଡାକ୍ତର ଓ ଅନ୍ୟ ନର୍ସ ମଧ୍ୟ ତାଙ୍କ ସସ୍ପେଣ୍ଡ କୁ ବିରୋଧ କରିଛନ୍ତି | ତେବେ ଏହି ନର୍ସ କହିଛନ୍ତି ମୁ ମୋର କପଡା କୁ ପ୍ରାଧାନ୍ୟ ଦେଇନାହିଁ ଏଠାରେ ମୁ ରୋଗୀ ଙ୍କ ର ସେବା କରିବା କୁ ବିଶେଷ ପ୍ରାଧାନ୍ୟ ଦେଇଛି | ଏହି ନର୍ସ ଏହା ମଧ୍ୟ କହିଛନ୍ତି ଏତେ ଅତିରିକ୍ତ ଗରମ ରେ ସେ ତିନି ସିଫ୍ଟ କାମ କରୁଥିଲେ ତେଣୁ ପୋଷାକ ପରିଧାନ କରିବା ତାଙ୍କ ପାଁଇ ସମ୍ଭବ ନ ଥିଲା|

ଲୋକଙ୍କୁ ଲାଜ ଲାଗିବ କଥା
ନଦିୟା ରୁଷ ର ଏକ ଖବରପତ୍ରିକା କୁ ଇଣ୍ଟରଭିୟୁ ଦେବା ସମୟ ରେ କହିଛନ୍ତି କି ଗରମ ରୋଗୀ ସେବା କରିବା ସମୟ ରେ ସେ ଗରମ କାରଣ ରୁ ନାନା ଅସୁବିଧା ର ସମୁଖୀନ ହେଉଥିଲେ ତେଣୁ ସେ ଏପରି ପଦକ୍ଷପ ନେବାକୁ ନିଷ୍ପତି କରିଥିଲେ | ଯାହା ଦ୍ୱାରା ସେ ରୋଗୀ ଙ୍କ ର ସେବା ରେ ନିଜ ର ଧ୍ୟାନ ଅଧିକ କେନ୍ଦ୍ରିତ କରିପାରିବେ|

ଏହି ବିବାଦୀୟ ଘଟଣା ପରେ ଏକ ଲିଂଗାରୀ ବ୍ରାଂଡ଼ ନଦିୟା ଙ୍କୁ ମଡେଲିଂ ର ଅଫର ଦେଇଛନ୍ତି | କିନ୍ତୁ ତାଙ୍କ କହିବା ଅନୁସାରେ ତାଙ୍କୁ ବର୍ତମାନ ହସ୍ପିଟାଲ ରେ ରୋଗୀ ଙ୍କ ର ସେବା କରିବା ଉଚିତ |

The post କେବଳ ଅନ୍ତ ବସ୍ତ୍ର ପିନ୍ଧିକି ନର୍ସ କରୁଥିଲେ କରୋନା ରୋଗଙ୍କର ଚିକିତ୍ସା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ… appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/kebala-epari-kapada-pindhia-rogiku/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here