କଳିଯୁଗର ଅନ୍ତ ହେବା ପୁର୍ବରୁ ଦେଖା ଯିବ ଏହି ୬ଟି ଲକ୍ଷଣ,ଭଗବାନ ବିଷ୍ଣୁ ନିଜେ କରିଥିଲେ ଏହିଁ ଭବିଷ୍ୟ ବାଣୀ

0
Advertisement

ଯେତେବେଳେ କଳିଯୁଗ ର କଳି ର ପ୍ରଭାବ ଶେଷ ସୀମା ରେ ପହଂଚିଯିବ , ଚାରିଆଡେ କେବଳ ଅତ୍ୟାଚାର ହିଁ ଦେଖିପାରିବେ I ଚାରିଆଡେ କେବଳ ଅଧର୍ମ ହିଁ ଦେଖିବାକୁ ମିଳିବ I ଏବଂ କଳି ର ଚରମ ସୀମା ରେ ଭଗବାନ ନିଜେ ଏ ଧରା ରେ ଅବତରଣ କରିବେ I ଏବଂ ପୁଣି ଏକ ଯୁଗର ର ପ୍ରାରମ୍ଭ ହେବ I ଆଜି ଆମେ ଏହିପରି 6 ଗୋଟି ଲକ୍ଷଣ ବିଷୟ ରେ କହିବାକୁ ଯାଉଛେ I

କଳିଯୁଗ ଶେଷ ହେବା ସମୟ ଆସିଲେ ଏହି 6ଟି ଲକ୍ଷ୍ୟଣ ଦେଖା ଯିବ

1.ଯେତେବେଳେ କଳି ର ପ୍ରଭାବ ଅଧିକ ବଢ଼ିଯିବ ସେତେବେଳେ ଲୋକେ ଭୋଜନ ପ୍ରତି ନାନା ସମସ୍ୟା ର ସମୁଖୀନ ହେବେ I ମନୁଷ୍ୟ ଙ୍କୁ ଗମ୍ଭୀର ରୋଗ ହେବ I ମନୁଷ୍ୟ ଙ୍କ ର ଅଧିକ ଆୟୁ 20 ରୁ 30 ବର୍ଷ ବୟସ ହେବ I

2. ଯେତେବେଳେ କଳିଯୁଗ ର ଶେଷ ହେବ ପୃଥିବୀ ର ସବୁ ନଦୀ ନାଳ ଶୁଖିଯିବ I ପାଣି ନ ଥିଲେ ପୃଥିବୀ ରେ ହାହାକାର ପଡ଼ିଯିବ I ଗଛ ଲତା ଯିବ ଜନ୍ତୁ ଙ୍କ ର ଜୀବନ ସମାପ୍ତ ହେଇଯିବ I

3.ଯେତେବେଳେ କଳିଯୁଗ ର ଅନ୍ତ ନିକଟ ହେବ ପତ୍ନିପତ୍ନୀ ଙ୍କ ମଧ୍ୟ ରେ ସମ୍ବନ୍ଧ ବି ଖରାପ ହେଇଯିବ I ପତିପତ୍ନୀ ପରସ୍ପର ର ଶତ୍ରୁ ହେଇଯିବେ I ସ୍ତ୍ରୀ ମାନେ ପର ପୁରୁଷ ସହ ସମ୍ବନ୍ଧ ରଖିବେ I ଏବଂ ସମ୍ପର୍କ ର ମୂଲ୍ୟ ଲୋକେ ବୁଝିପାରିବେ ନାହିଁ I

4.କଳିଯୁଗ ଶେଷ ରେ ତୀର୍ଥ ସ୍ଥଳ ଓ ଧର୍ମ ଆଦି ର ଅଭାବ ଦେଖିବାକୁ ମିଳିବ I ମନୁଷ୍ୟ ଜୀବନ ର କିଛି ମୂଲ୍ୟ ରହିବ ନାହିଁ I ଧର୍ମ ସ୍ଥାପନା ରେ ଅଭାବ ଦେଖିବାକୁ ମିଳିବ I

5.କଳିଯୁଗ ର ଅନ୍ତ ରେ ଛୋଟ ଛୋଟ ସ୍ୱାର୍ଥ ପାଁଇ ଲୋକେ ପରସ୍ପର ର ହତ୍ୟା କରିବେ I ମନୁଷ୍ୟ ଙ୍କ ର ପାପ ର ଭାର ବଢି ବଢି ଯିବ I

6.କଳିଯୁଗ ଶେଷ ରେ ଧର୍ମ ଜାଗା ରେ ଅଧର୍ମ ର ପୂଜା ପାଠ ହେବ I ଧର୍ମ କୁ ମାନୁଥିବା ଲୋକେ ନାସ୍ତିକ ହେଇଯିବେ I ଏବଂ ସବୁ ମାନବ ଜାତି ର ବିନାଶ ହେଇଯିବ I

The post କଳିଯୁଗର ଅନ୍ତ ହେବା ପୁର୍ବରୁ ଦେଖା ଯିବ ଏହି ୬ଟି ଲକ୍ଷଣ,ଭଗବାନ ବିଷ୍ଣୁ ନିଜେ କରିଥିଲେ ଏହିଁ ଭବିଷ୍ୟ ବାଣୀ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/kalijugara-sesa-heba-purbaru-bhagban/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here