କରିସ୍ମା ନିଜ ସ୍ଵାମୀଙ୍କ ଛଡା ଏହି ୪ ଜଣଙ୍କ ସହ ରଖିଥିଲେ ସମ୍ବନ୍ଧ, ଜଣଙ୍କ ସହ ତ ନିର୍ବନ୍ଧ ବି କରି ଦେଇଥିଲେ କିନ୍ତୁ …

0
Advertisement


କରିସ୍ମା କପୁର ଆଜିକା ସମୟ ରେ ଫିଲ୍ମ ଜଗତ ରୁ ଦୁରେଇ ଯାଇଛନ୍ତି ସତ କିନ୍ତୁ 90 ଦଶକ ରେ କରିସ୍ମା କପୁର ସୁପର ଷ୍ଟାର ଅଭିନେତ୍ରୀ ରୂପେ ପରିଚିତ ଥିଲେ I କରିସ୍ମା କପୁର ଙ୍କ ର କ୍ୟାରିୟର ରେ ତାଙ୍କ ର ନାମ ଅନେକ ଅଭିନେତା ଙ୍କ ର ସହ ଯୋଡି ହେଇଚି I ତେବେ ଆଜି ଆମେ ଏଠାରେ କରିସ୍ମା କପୁର ଙ୍କ ର କିଛି ପ୍ରେମ ସମ୍ବନ୍ଧ ବିଷୟ ରେ ବିସ୍ତୃତ ଆଲୋଚନା କରିବା I

1. ଅଜୟ ଦେଵଗନ
ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଙ୍କ ର ଫିଲ୍ମ ପ୍ରେମ କୈଦି ରେ କ୍ୟାରିୟର ଆରମ୍ଭ ହେଇଥିଲା କିନ୍ତୁ ଫିଲ୍ମ ଜିଗର ରୁ ସେ ଅଧିକ ସଫଳ ହେଇଥିଲେ I ଏହି ଫିଲ୍ମ ଜିଗର ସମୟ ରେ କରିସ୍ମା କପୁର ଙ୍କ ର ଅଭିନେତା ଅଜୟ ଦେବଗନ ଙ୍କ ସହ ନିକଟତର ବୃଦ୍ଧି ହେଇଥିଲା I

2.ଗୋବିନ୍ଦା
କରିସ୍ମା , ଗୋବିନ୍ଦା ଙ୍କ ସହ ମଧ୍ୟ ଅନେକ ଫିଲ୍ମ ରେ କାମ କରିଛନ୍ତି ମିଳିଥିବା ସୂଚନା ଅନୁସାରେ ଫିଲ୍ମ ସୁଟିଂ ସମୟ ରେ ଗୋବିନ୍ଦା , କରିସ୍ମା ଙ୍କ ର ବିଶେଷ କେୟାର ନେଉଥିଲେ I ଏହିପରି ଧୀରେ ଧୀରେ ଉଭୟ ଙ୍କ ର ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ପୂର୍ବ ରୁ ଗୋବିନ୍ଦା ବିବାହିତ ଥିଲେ ତେଣୁ ଏହି ପ୍ରେମ ସମ୍ବନ୍ଧ ଚିର ସ୍ଥାଇ ହେଇ ନ ଥିଲା I

3.ଅଭିଷେକ ବଚ୍ଛନ
ବଲିଉଡ ଆକ୍ଟର ଅଭିଷେକ ବଚ୍ଛନ ଓ କରିସ୍ମା ପରସ୍ପର କୁ ପିଲାଦିନ ରୁ ଜାଣିଥିଲେ I କିନ୍ତୁ ଅଭିଷେକ ଙ୍କ ର ଭଉଣୀ ଶ୍ଵେତା ଙ୍କ ର ବିବାହ ପରେ ଅଭିଷେକ ଓ କରିସ୍ମା ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଆରମ୍ଭ ହେଇଥିଲା I ଏପରି କି ଶ୍ଵେତା ଙ୍କ ର ବିବାହ କରିସ୍ମା ଙ୍କ ର ବୁଆ ଙ୍କ ର ପୁଅ ଙ୍କ ସହ ହେଇଥିଲା I ସେଇପରି କରିସ୍ମା ଙ୍କ ସହ ଅଭିଷେକ ଙ୍କର ପ୍ରେମ ସମ୍ବନ୍ଧ କୁ ନେଇ କରିନା ଅଭିଷେକ ଙ୍କୁ ଜିଜୁ ବୋଲି ସମ୍ବୋଧନ କରିଥିଲେ I କିନ୍ତୁ କିଛି ମନାନ୍ତର କୁ ନେଇ ଏହି ସମ୍ପର୍କ ଅଧୁରା ରହିଯାଇଥିଲା I

4.ସନ୍ଦୀପ ତୋଶନିବାଲ
କିଛି ସମୟ ପୂର୍ବ ରୁ ସୂଚନା ଅନୁସାରେ ଅଭିନେତ୍ରୀ କରିସ୍ମା ଙ୍କ ର ପ୍ରେମ ସମ୍ବନ୍ଧ ବିଜନେସମ୍ୟାନ ସନ୍ଦୀପ ତୋଷଣୀବଲ ଙ୍କ ସହ ରହିଛି ବୋଲି ସୂଚନା ଆସିଛି I ବିଗତ ଦିନ ରେ ସନ୍ଦୀପ ନିଜ ର ପ୍ରଥମ ପତ୍ନୀ ଆର୍ଶିତା ଙ୍କୁ ଛାଡପତ୍ର ମଧ୍ୟ ଦେଇଛନ୍ତି I

The post କରିସ୍ମା ନିଜ ସ୍ଵାମୀଙ୍କ ଛଡା ଏହି ୪ ଜଣଙ୍କ ସହ ରଖିଥିଲେ ସମ୍ବନ୍ଧ, ଜଣଙ୍କ ସହ ତ ନିର୍ବନ୍ଧ ବି କରି ଦେଇଥିଲେ କିନ୍ତୁ … appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here